ମ୍ୟାଡାମ୍ ଏଠି ପେଟ୍ରୋଲ୍ ପମ୍ପରେ ଖେଳ କରୁଥିଲେ କିନ୍ତୁ ତା ପରେ ଯାହା ଘଟିଲା …..ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ଅନେକ ସମୟରେ ବହୁତ ରୋଚକକର ଘଟ-ଣାର ଭିଡ଼ିଓ ସୋସିଆଲ ମିଡ଼ିଆ ମାଧ୍ୟମରେ ଭାଇରାଲ ହୋଇଥାଏ । ଆଉ ଏମିତି କିଛି ମଜାଳିଆ ଭିଡ଼ିଓ ସବୁ ଥାଏ ଯାହା ଆଖି ଦୃ-ଶୀ-ୟା ହୋଇଥାଏ ଦର୍ଶକମାନେ ପସନ୍ଦ କରିଥାନ୍ତି । ନିଜର ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତାରୁ ଟିକିଏ ଫୁରସତ ମିଳିଲେ ମନକୁ ଟିକେ ହାଲୁକା କରିବା ପାଇଁ ସୋସିଆଲ ମିଡ଼ିଆରେ ଏପରି ଭିଡ଼ିଓ ଆପଣମାନେ ସମସ୍ତେ ଦେଖି ଥାଆନ୍ତି ଏବଂ ମନୋରଞ୍ଜନ ଟିକେ କରିଥାନ୍ତି ଯାହା ଫଳରେ ମନର ବୋଝ ହାଲୁକା ହୋଇଥାଏ ।

ତେବେ ଆଜିକାଲିର ବ୍ୟସ୍ତତା ଭିତରେ ଟିକେ ମୁହଁରେ ହଁସ ଫୁଟେଇବାର ସୁଯୋଗ ମିଳିବାର ସୋସିଆଲ ମିଡ଼ିଆର ଭାଇରାଲ ହେଉଥିବା ଏପରି ଭିଡ଼ିଓ ପାଲଟିଛି ମୁଖ୍ୟ ଭୂମିକା । ଦେଶର କୋଣ ଅନୁକୋଣରେ ଘଟୁଥିବା ଅ-ଦ୍ଭୁ-ତ ଘ-ଟଣା ସବୁ ସୋସିଆଲ ମିଡିଆରେ ଭାଇରାଲ ହୋଇ ସବୁ ଲୋକଙ୍କ ପାଖରେ ପହଞ୍ଚିଥାଏ । ତେବେ ବନ୍ଧୁଗଣ ଆପଣମାନେ ସମସ୍ତେ ତୋ ଏହି କଥାରେ ସହମତ ଥିବେ ନିଶ୍ଚୟ ଯେ ସୋସିଆଲ ମିଡ଼ିଆ ଆଜିର ଯୁବପୀଢ଼ି ମାନଙ୍କ ପାଇଁ ପାଲଟି ଯାଇଛି ବହୁମୂଲ୍ୟ ବସ୍ତୁ ।

କେବଳ ଯୁବପିଢୀ ନୁହଁ ପିଲାଠୁ ବୁଢା ଏବେ ସମସ୍ତେ ସ୍ମାର୍ଟଫୋନର ବଶବର୍ତ୍ତୀ । ତେବେ ଏହାର କିଛି ସକାରାତ୍ମକ ପକ୍ଷ ଥିବା ବେଳେ କିଛି ନକାରାତ୍ମକ ପକ୍ଷ ମଧ୍ୟ ରହିଛି । ତେବେ ସୋସିଆଲ ମିଡିଆର ଗୋଟେ ସକାରାତ୍ମକ ପକ୍ଷ ହେଉଛି ଲୋକମାନଙ୍କ ମୁହଁରେ ଟିକେ ହଁସ ଆଣି ମନକୁ ଲାଘବ କରିବା । ସେମିତି କିଛି ଘ-ଟଣା ବିଷୟରେ ଚାଲନ୍ତୁ ଜାଣିବା ।

https://www.youtube.com/watch?v=6AQKjc9DAYs

୧. ଭୁଲ୍ ସମୟରେ ଭୁଲ୍ ଶବ୍ଦ କହିବାରେ ପରିଣାମ କଣ ହୋଇପାରେ ଆପଣ ଏବେ ଜଣେ ମ୍ୟାଡ଼ାମ୍ ଙ୍କ ଠାରୁ ଜାଣି ପାରିବେ । ଅନଲାଇନ୍ କ୍ଲାସ୍ ରେ ପିଲାଙ୍କୁ କେମେଷ୍ଟ୍ରୀ ପଢ଼ାଉଥିବା ବେଳେ ମ୍ୟାଡ଼ାମ୍ ଙ୍କ ଜିଭ ଟିକେ ଖସି ଗଲା ଆଉ ସେ ମେବି କହିବା ଜାଗାରେ ବେବି କହିଦେଲେ । ପିଲାମାନେ ହଁସି ମଜା ଉଡ଼ାଇବା ସହିତ ଓଲଟା ମ୍ୟାଡ଼ାମଙ୍କ କ୍ଲାସ୍ ନେଇଗଲେ ।

୨. ଛୋଟ ପିଲାମାନଙ୍କୁ ଭଗବାନଙ୍କ ରୂପ ବୋଲି କୁହା ଯାଇଥାଏ । କିନ୍ତୁ ବେଳେ ବେଳେ ସେମାନଙ୍କ ବଦ-ମାସି ପାଇଁ ସେମାନଙ୍କୁ ସୈ-ତା-ନର ରୂପ ବୋଲି ମଧ୍ୟ କୁହାଯାଏ । ପିଲାମାନେ ନିଜ ବଦ-ମାସ କାମରେ ପୂରା ଘରକୁ ଉଠାନ୍ତି ଆଉ ପକାନ୍ତି । ଏକ ଭିଡ଼ିଓରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତି ଘରର ସବୁ ଲାଇଟ୍ ବନ୍ଦ କରି ଯାଉଥିଲେ । ସେହି ସମୟରେ ତାଙ୍କ ପୁଅ ଭୂତ ଫିଲ୍ମ ଭଳିଆ ହାତ ଗୋଡ ଦ୍ଵାରା ଚାଲି ତାଙ୍କ ପଛପଟେ ଚାଲିଯାଏ । ବ୍ୟକ୍ତି ଜଣକ ଡ-ରିଯାଇ ଯାଞ୍ଚ କରିବା ପାଇଁ ଦୁଇଟି ରୁମ୍ ର ଲାଇଟ୍ ଦେଇ ମଧ୍ୟ କାହାକୁ ଦେଖି ପାରିଲେ ନାହିଁ । ସେଥିପାଇଁ ସେ ଡ-ରିଯାଇ ସେଠାରୁ ଦଉଡି ପଳାଇଗଲେ ।

୩. ଏଇ କିଛିଦିନ ତାଳେ ଭାଇରାଲ ହୋଇଥିବା କଚା ବାଦାମ ଗୀତ ତୋ ଆପଣ ନିଶ୍ଚିତ ସୁନିଥିବେ । ସେହି ବାଦାମ ବିକାଳି ଭଳି ଜଣେ ପରିବା ବିକାଳି ମଧ୍ୟ ନିଜ ଦ୍ଵାରା ବନାଜାଇଥିବା ବଢିଆ ଗୀତ ବୋଲି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ତେବେ କଚ୍ଚା ବାଦାମ ଗୀତ ଭଳିଆ ଏହି ବୁଢ଼ାର ଗୀତ କେବେ ଭାଇରାଲ ହେବ ତାହା ସମୟ କହିବ ।

୪. ବନ୍ଧୁଗଣ ଆପଣମାନେ ନିଶ୍ଚିତ ଶୁଣିଥିବେ ଯେ ହାତୀର ଖାଇବା ଦାନ୍ତ ଅଲଗା ଏବଂ ଦେଖେଇବା ଦାନ୍ତ ଅଲଗା । ଝିଅଙ୍କୁ ସାଧାରଣ ବୋଲି ମନା ଯାଇଥାଏ । କିନ୍ତୁ ଏକ ପେଟ୍ରୋଲ ପମ୍ପରେ ସ୍କୁଟିର ପଛରେ ପେଟ୍ରୋଲ ପକାଉଥିବା ବେଳେ ପଛପଟେ ବସିଥିବା ଝିଅର ଭାବଭଙ୍ଗୀ ବିଲକୁଲ୍ ସାଧାରଣ ଜଣା ପଡ଼ିନଥିଲା ।

୫. ପୋ-ଲି-ସ୍ ଗାଡ଼ିର ସାଇରନ୍ ଶୁଣି ବଡ଼ ବଡ଼ ଗୁ-ଣ୍ଡା ମାନଙ୍କର ମଧ୍ୟ ପ୍ୟାଣ୍ଟ ଓଦା ହୋଇଯାଏ । କିନ୍ତୁ ଏହି ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଏହାକୁ ଇଣ୍ଟର୍ନେଟ୍ ର ଏକ ମାଧ୍ୟମ ବନେଇ ଦିଅନ୍ତି । ରାସ୍ତାରେ ଜଣେ ବୁଢ଼ା ମଉସା ପୋ-ଲି-ସ୍ ଗାଡ଼ିର ସାଇରନର ତାଳେ ତାଳେ ନାଚିବାକୁ ଲାଗିଲେ । ଏହି ଘ-ଟ-ଣା ଆମ ପଡୋଶୀ ଦେଶ ପାକିସ୍ଥାନର ଲାହୋର ଅଞ୍ଚଳରୁ ରେ-କ-ର୍ଡ କରାଯାଇଛି ।

Leave a Reply

Your email address will not be published. Required fields are marked *