ହୋଟେଲ ଭିତରକୁ ଗଲେ ପ୍ରେମୀ ଯୁଗଳ । କିନ୍ତୁ କେବଳ ଏକା ବାହାରିଲେ ପ୍ରେମିକ !

ଉତ୍ତରାଖଣ୍ଡର ରୁଡକି ଗେଷ୍ଟ ହାଉସରୁ ସୁଟକେସରେ ଯୁବତୀଙ୍କ ମୃ-ତଦେ-ହ ରଖି ନେଇଯାଉଥିବା ବେଳେ ଜଣେ ଯୁବକଙ୍କୁ ପୁ-ଲିସ ଗି-ରଫ କରିଛି । ଯୁବକ ଜଣକ ଗେଷ୍ଟହାଉସ ଛାଡ଼ି ଯାଉଥିବା ବେଳେ ସେଠାରେ ଥିବା କର୍ମଚାରୀଙ୍କୁ ତାଙ୍କ ଉପରେ ସ-ନ୍ଦେ-ହ ହୋଇଥିଲା । କାରଣ ହୋଟେଲ୍ ଭିତରକୁ ଯାଇଥିଲେ ପ୍ରେମୀ ଯୁଗଳ କିନ୍ତୁ ହୋଟେଲ ରୁମ୍ ରୁ ବାହାରି ଥିଲେ କେବଳ ପ୍ରେମିକ । ତେଣୁ ସେମାନେ ଉକ୍ତ ଯୁବକଙ୍କୁ ଅଟକ ରଖି ପୁ-ଲି-ସକୁ ଖବର ଦେଇଥିଲେ ।

ଯୁବକଙ୍କ ନାମ ହେଉଛି ଆୟନ୍ । ଖବର ପାଇ ପୁ-ଲି-ସ ଘଟ-ଣାସ୍ଥ-ଳରେ ପହଞ୍ଚି ଯୁବକଙ୍କୁ ସୁଟକେସ ଖୋଲିବାକୁ କହିଥିଲା । ଯୁବକ ଜଣକ ପ୍ରଥମେ ପୁ-ଲି-ସ କଥାରେ ରାଜି ହୋଇ ନଥିଲେ । ପରେ ପୁଲି-ସର ଧ-ମ-କ ଭ-ୟରେ ଯୁବକ ସୁଟକେସ ଖୋଲିଥିଲେ । ସୁଟକେସ ଭିତରେ ଯାହା ଥିଲା ତାହାକୁ ଦେଖି ଘଟ-ଣାସ୍ଥ-ଳରେ ଉପସ୍ଥିତ ଥିବା ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । କାରଣ ସୁଟକେସ ଭିତରେ ଜଣେ ଯୁବତୀଙ୍କ ମୃ-ତଦେ-ହ ଥିଲା ।

https://www.youtube.com/watch?v=w2wnTQV4N38

ପଚ-ରାଉ-ଚରା ସମୟରେ ଯୁବକ ଜଣକ ପୁଲି-ସକୁ କହିଥିଲେ, ‘ଉକ୍ତ ଯୁବତୀ ଓ ତାଙ୍କ ମଧ୍ୟରେ ୮ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । ଦୁହେଁ ବିବାହ କରିବାକୁ ଚାହୁଁଥିଲୁ, କିନ୍ତୁ ପରିବାର ଏସମ୍ପର୍କରେ ରାଜି ନଥିଲେ । ତେଣୁ ଦୁହେଁ ବି-ଷ ପିଇ ଆ-ତ୍ମହ-ତ୍ୟା ପାଇଁ ସ୍ଥିର କରିଥିଲୁ । ଯୁବତୀ ପ୍ରଥମେ ବି-ଷ ପିଇ ଦେଇଥିବାରୁ ତାଙ୍କର ମୃ-ତ୍ୟୁ ହୋଇଯାଇଥିଲା । ଏହାପରେ ମୁଁ କ’ଣ କରିବି କିଛି ସ୍ଥିର କରି ନପାରି ମୃ-ତଦେ-ହକୁ ସୁଟକେସରେ ଭରି ଦେଇଥିଲି । ଆଉ ଗେଷ୍ଟ ହାଉସରୁ ବାହାରି ଯାଇଥିଲି ।

ସୁଟକେସ ସହ ମୃ-ତଦେ-ହକୁ ନଦୀରେ ପିଙ୍ଗି ମୁଁ ନିଜେ ଆ-ତ୍ମହ-ତ୍ୟା କରିବାକୁ ସ୍ଥିର କରିଥିଲି । ପୁ-ଲି-ସ ଯୁବତୀଙ୍କ ମୃ-ତଦେ-ହକୁ ବ୍ୟ-ବଚ୍ଛେ-ଦ ପାଇଁ ପଠାଇ ଦେବା ସହିତ ଉଭୟ ଯୁବକ ଓ ଯୁବତୀଙ୍କ ପରିବାରକୁ ଏନେଇ ଖବର ଦେଇଛି । ଏହି ଘଟ-ଣାକୁ ଗମ୍ଭୀରତା ସହ ନେଇ ପୁ-ଲିସ ତ-ଦ-ନ୍ତ ଆରମ୍ଭ କରି ଦେଇଛି । ପୁ-ଲିସ ଯୁବତୀଙ୍କ ମୃ-ତଦେ-ହକୁ ବ୍ୟବ-ଚ୍ଛେଦ ପାଇଁ ପଠାଇ ଦେବା ସହିତ ଉଭୟ ଯୁବକ ଓ ଯୁବତୀଙ୍କ ପରିବାରକୁ ଏନେଇ ଖବର ଦେଇଛି । ଏହି ଘଟ-ଣାକୁ ଗମ୍ଭୀରତା ସହ ନେଇ ପୁଲିସ ତ-ଦ-ନ୍ତ ଆରମ୍ଭ କରି ଦେଇଛି ।

Leave a Reply

Your email address will not be published. Required fields are marked *