ଚାକିରୀ ପରେ ନିରଞ୍ଜନ ସେଠୀ ରୋମାଣ୍ଟିକ ଗୀତ ସହ କରୁଥିଲେ ଛୋଟ ଛୋଟ ସିନେମା କରୁଥିଲେ

କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ ଚାଞ୍ଚଲ୍ୟକର ଖୁଲ୍ଲାସା । ଏକ ଚିପ୍‌ ପାଇଁ ମାନସଙ୍କୁ ହ-ତ୍ୟା କରାଯାଇଛି । ଆଉ ୨ ଜଣ ଅଭି-ଯୁକ୍ତଙ୍କୁ ଗି-ର-ଫ କରିଛି ଭଦ୍ରକ ପୋ-ଲି-ସ । ଏମାନଙ୍କ ଭିତରେ ଅଛନ୍ତି ପୂର୍ବତନ ଓ ଆଇ ଏସ୍ ଅଧିକାରୀ ନିରଞ୍ଜନ ସେଠୀ । ଆଉ ଜଣେ ଅଭି-ଯୁକ୍ତ ହେଲା ରଞ୍ଜନ ନାୟକ । ହ-ତ୍ୟା ଘଟ-ଣାରେ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ନେଇ ଯଥେଷ୍ଟ ପ୍ରମାଣ ରହିଛି ।

ସେ ମୁଖ୍ୟ ଷ-ଡ଼ଯ-ନ୍ତ୍ରକାରୀ ଥିଲେ । ମୁଖ୍ୟ ଅଭି-ଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଏବେ ବି ଫେ-ରା-ର ଅଛନ୍ତି । କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହ-ତ୍ୟା ମା-ମ-ଲାରେ ଏଯାଏ ପୋ-ଲି-ସ ୫ ଜଣଙ୍କୁ ଗି-ରଫ କରିଛି । ପୂର୍ବରୁ ୩ ଜଣ ଅଭି-ଯୁକ୍ତ ଗି-ର-ଫ ହୋଇଥିଲେ । ତେବେ ମାଷ୍ଟରମାଇଣ୍ଡ ତଥା ୱେବ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା, ତାଙ୍କର ସହଯୋଗୀ ଝୁନା ଭୋଇ ଓ ରଞ୍ଜନ ନାୟକ ଓ-ର-ଫ ରାଜ ଫେ-ରା-ର ଥିଲେ । ସେମାନଙ୍କୁ ଧରିବା ପାଇଁ ପୋ-ଲି-ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା ।

ତେବେ ଚାକିରୀ କୁ ଛାଡ଼ି ନିରଞ୍ଜନ ସେଠୀ ଜଣେ ଗୀତିକାର ମଧ୍ୟ ଥିଲେ । ଚାକିରୀ ରୁ ଅବସର ନେଇ ସେ କୁଆଡେ ସାହିତ୍ୟ ସଂରଚନା କରୁଥିଲେ । ଛୋଟ ଛୋଟ ସିନେମା ରେ ହିରୋ ମଧ୍ୟ ହେଉଥିଲେ । ତାଙ୍କ ରଚିତ ଗୀତ ଗୁଡ଼ିକ ଶୁଣିଲେ ଯେ କୌଣସି ବୟସ ର ଲୋକ ହେଉଥାଉ ନା କାହିଁକି , ନିଜକୁ ଯବାନ ଯବାନ ମନେ ହେବ । ଅନେକ ରୋମାଣ୍ଟିକ ରୋମାଣ୍ଟିକ ହୋଇ ସେ ଗୀତ ସବୁ ସଂରଚନା କରିଛନ୍ତି । ତଥା ବଡ଼ ବଡ଼ କଳାକାର ଙ୍କୁ ନେଇ ମଧ୍ୟ ଏସବୁ ଗୀତ ରେ କାମ କରିଛନ୍ତି ।

ତେବେ ଏହି ଅଫିସର ଙ୍କୁ ବର୍ତମାନ ଏସି ଘର ଛାଡ଼ି ଯାଇ ଜେ-ଲ୍ ରେ ରହିବାକୁ ପଡ଼ୁଚି । ଭାବିଛି ମୁ ମାନେ ନେଇଯିବି ଦିନେ ସାଗର ସେପାରି ବୁଲି । ଏହିପରି ଅନେକ ରୋମାଣ୍ଟିକ ଗୀତ କୁ ସେ ସଂରଚନା କରିଛନ୍ତି । ଅର୍ଥାତ୍ ସେ ପ୍ରେମିକା କୁ ହାତ ଧରି ନେଇଯିବେ ସାଗର ସେ ପାରି ବୁଲିବାକୁ । ଏହିପରି ବୟସ ରେ ସେ ଏତେ ରୋମାଣ୍ଟିକ ହୋଇ ଏହିପରି ଅନେକ ଅନେକ ଗୀତ ରେ କାମ କରିଛନ୍ତି । କେତେକ ଲେଖିଛନ୍ତି , ଗାଇଛନ୍ତି ।

Leave a Reply

Your email address will not be published. Required fields are marked *