ସିଙ୍ଗିଙ୍ଗରେ ଜମିଲା ନାହିଁ ତ ଏବେ ଡ୍ୟାନ୍ସ ଶିଖୁଛନ୍ତି ରାନୁ ମଣ୍ଡଳ,ୟୁଜର୍ସ କହିଲେ ଭୁଲରେ ବି କେହି ଦେଖନ୍ତୁ ନାହିଁ ।

ରାସ୍ତାରେ ଗୀତ ଗାଈ ରାତା-ରାତି ଷ୍ଟାର ହୋଇଥିବା ରାନୁ ମଣ୍ଡଳ ତ ଆପଣମାନଙ୍କର ନିଶ୍ଚିତ ମନେ ଥିବେ । ସୋସିଆଲ ମେଡ଼ିଆ ମାଧ୍ୟମରେ ଇଣ୍ଟରନେଟ ରେ ଭାଇରାଲ୍ ରାନୁ ମଣ୍ଡଳ ହୁଏତ ନିଜ ପ୍ରଂଶସାକୁ ବଜାଇ ରଖି ପାରିଲେ ନାହିଁ କିନ୍ତୁ ବର୍ତ୍ତମାନ ସେ ଫୁଣି ଗୋଟେ ଥର ସୋସିଆଲ ମେଡ଼ିଆରେ ନିଜକୁ ଫେରେଇ ଆଣିବାରେ ଲାଗିଛନ୍ତି । ଆଜିକାଲି ରାନୁ ମଣ୍ଡଳ ଇଷ୍ଟାଗ୍ରାମ୍ ରେ ରିଲ ବନେଇ ତାଙ୍କ ଫ୍ୟାନ୍ସ କୁ ଖୁବ ମନୋରଞ୍ଜନ ଦେଉଛନ୍ତି ।

ଏବେଯାଏଁ ରାନୁ ମଣ୍ଡଳ ତାଙ୍କ ଗୀତ ଜରିଆରେ ଫ୍ୟାନ୍ସଙ୍କ ହୃଦୟ ଜିତୁଥିଲେ । କିନ୍ତୁ ବର୍ତ୍ତମାନ ରାନୁ ମଣ୍ଡଳ ତାଙ୍କ ନୂଆ ଟ୍ୟାଲେଣ୍ଟକୁ ମଧ୍ୟ ଲୋକମାନଙ୍କ ସାମ୍ନାରେ ଦେଖାଉଛନ୍ତି । ରାନୁ ମଣ୍ଡଳ ଆଜିକାଲି ସୋସିଆଲ୍ ମିଡ଼ିଆ ରେ ତାଙ୍କ ଫ୍ୟାନ୍ସଙ୍କୁ ଡ୍ୟାନ୍ସ ଜରିଆରେ ନିଜ ଦିୱାନା ବନଉଛନ୍ତି । ସୋସିଆଲ ମିଡ଼ିଆରେ ରାନୁ ମଣ୍ଡଳଙ୍କ ଏହି ଡ୍ୟାନ୍ସର ଭିଡ଼ିଓ ଖୁବ ଭାଇରାଲ ହେଉଛି ।

ଗୀତ ପରେ ଏବେ ଡ୍ୟାନ୍ସ ଶିଖୁଛନ୍ତି ରାନୁ ମଣ୍ଡଳ :-

ଯେଉଁଠି ଗୋଟେ ପଟେ ରାନୁ ମଣ୍ଡଳଙ୍କ ଏହି ଭିଡ଼ିଓକୁ ଲୋକ ଖୁବ ପସନ୍ଦ କରୁଛନ୍ତି । ତେବେ ସେଇଠି ଅନ୍ୟପଟେ ଲୋକ ରାନୁ ମଣ୍ଡଳଙ୍କ ଏହି ଭିଡ଼ିଓ କୁ ନେଇ ତାଙ୍କ ଟ୍ରୋଲ୍ କରିବାର ମୌକା ବି ଛାଡୁନାହାନ୍ତି । ଏବେ ଆପଣ ଏହା ତ ଜାଣିଥିବେ କି ତାଙ୍କ ମନୋଭାବ ପାଇଁ ରାନୁ ମଣ୍ଡଳ ହେଡ଼ଲାଇନ ରେ ରହିଥାନ୍ତି । କିଛି ଲୋକଙ୍କୁ ରାନୁ ମଣ୍ଡଳଙ୍କ ବ୍ୟବହାର ଭଲ ଲାଗେ ନାହିଁ । ଯେଉଁ କାରଣରୁ ଲୋକ ତାଙ୍କୁ ଟ୍ରୋଲ କରିବାକୁ ଛାଡ଼ନ୍ତି ନାହିଁ ।

View this post on Instagram

A post shared by Touhida Onay (@tauhida_onay)

ତେବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ବିଷୟରେ କହିବାକୁ ଗଲେ ଏହି ଭିଡ଼ିଓରେ ରାନୁ ମଣ୍ଡଳ ଗୋଟିଏ ଝିଅ ସହ ଡ୍ୟାନ୍ସ କରୁଥିବାର ଦେଖାଯାଉଛନ୍ତି । ଆପଣ ମଧ୍ୟ ଏହି ଭିଡ଼ିଓରେ ଦେଖି ପାରୁଥିବେ କି ଗୋଟେ ଝିଅ ରାନୁ ଙ୍କୁ ଡ୍ୟାନ୍ସ ଟିପ୍ସ ଶିଖାଉଛି । ସୋସିଆଲ ମିଡ଼ିଆ ରେ ଲୋକ ରାନୁ ମଣ୍ଡଳଙ୍କ ଏହି ଭିଡ଼ିଓ କୁ ଦେଖି ନିଜର ପ୍ରତିକ୍ରିୟା ମଧ୍ୟ ଦେଉଛନ୍ତି ।

ବର୍ତ୍ତମାନ ଲୋକ କମେଣ୍ଟ କରୁଛନ୍ତି :-

ଯେଉଁଠି ଗୋଟେ ପଟେ ଲୋକ ତାଙ୍କ ଡ୍ୟାନ୍ସିଙ୍ଗର ଟ୍ୟାଲେଣ୍ଟ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ତ ସେଇଠି ଅନ୍ୟପଟେ ଏହି ଭିଡ଼ିଓ ରେ ରାନୁ ମଣ୍ଡଳଙ୍କ ଦ୍ୱାରା ଗାଇଥିବା ଗୀତକୁ ନେଇ ଲୋକ ତାଙ୍କୁ ବହୁତ କଥା ଶୁଣାଉଛନ୍ତି ମଧ୍ୟ । ୟୁଜର୍ସଙ୍କୁ ରାନୁ ମଣ୍ଡଳଙ୍କ ଏହି ଗୀତ ପସନ୍ଦ ଆସୁଛି । ଏମିତିରେ ଜଣେ ୟୁଜର ସୋସିଆଲ ମିଡ଼ିଆରେ କମେଣ୍ଟ କରି ଲେଖିଛନ୍ତି କି ଏବେ ନା କେହି ୟାଙ୍କୁ ଦେଖିବାକୁ ପସନ୍ଦ କରୁଛନ୍ତି ଆଉ ନା ହିଁ ଶୁଣିବାକୁ । ତେବେ ଆଉ ଜଣେ ୟୁଜର କହିଛନ୍ତି କି ଓ ଭାଇ ଏ ମୁଁ ଦେଖିଦେଲି ମାରୋ ମୁଝେ ।

ସୋସିଆଲ ମିଡିଆରେ କରୁଛନ୍ତି ଏଣ୍ଟରଟେନ :-

ଏହା ବ୍ୟତୀତ ଆଉ ଜଣେ ୟୁଜର ଏହି ଭିଡ଼ିଓ ରେ କମେଣ୍ଟ କରି ଲେଖିଛନ୍ତି କି କିଛି ନହେଲେ ଗୀତ ତ ଠିକ୍ ସେ ମନେ ରଖିଦିଅ,କାନରୁ ରକ୍ତ ବାହାରି ଗଲା । ଆପଣଙ୍କୁ ଜଣାଥିବ କି ରାନୁ ମଣ୍ଡଳ ତାଙ୍କର ଗୋଟିଏ ଗୀତ ପରେ ଗ୍ଲାମର ଦୁନିଆରୁ ଦୁର ହୋଇ ପୁଣି ନିଜ ପୁରୁଣା ଜୀବନକୁ ଚାଲିଗଲେ । ବର୍ତ୍ତମାନ ରାନୁ ମଣ୍ଡଳ ସୋସିଆଲ ମିଡ଼ିଆର ଭିଡିଓ ଜରିଆରେ ଲୋକମାନଙ୍କୁ ଏଣ୍ଟରଟେନ କରିବାର କାମ କରୁଛନ୍ତି ।

Leave a Reply

Your email address will not be published. Required fields are marked *