ସଲମାନ ମୋତେ ମାରିବାକୁ ଚାହାନ୍ତି, ଏଥିପାଇଁ ୫୦ କୋଟିର ସୁ-ପାରୀ ଦେଇଛନ୍ତି: KRK

ଶହେ ରୁ ଶତକଡା ଲୋକ ହିନ୍ଦୀ ଫିଲ୍ମ ଦେଖିବା କୁ ପସନ୍ଦ କରୁଛନ୍ତି । ଆମେ ସମସ୍ତେ ସିରିଏଲ୍ ଓ ଫିଲ୍ମ ଦେଖିବା ପାଇଁ ବହୁତ୍ ଭଲ ପାଉ । ହେଲେ କିଛି କିଛି ଜଣ ହିନ୍ଦୀ ବା ତେଲୁଗୁ ଫିଲ୍ମ ହେଉ ତ ଆଉ କିଛି କିଛି ଜଣ ତାମିଳ ବା ବଙ୍ଗାଳୀ ଫିଲ୍ମ ଦେଖିବା ପାଇଁ ଭଲ ପାଆନ୍ତି । ଆହୁରି ମଧ୍ୟ ଅନ୍ୟ କିଛି କିଛି ଲୋକ ଆଉ ଅଲଗା କିଛି ଦେଖିବାକୁ ପସନ୍ଦ କରନ୍ତି । ସେହି ଭଳି ଭାବରେ ହିନ୍ଦୀ ଫିଲ୍ମ ଓ ତେଲୁଗୁ ଫିଲ୍ମ ର ଚାହିଦା ଏବେ ମଧ୍ୟ ବହୁତ୍ ରହିଛି ।

ଖାଲି ଏତିକି ନୁହେଁ ଲୋକେ ମଧ୍ୟ ଫିଲ୍ମ ଗୁଡ଼ିକୁ ଯେତିକି ଭଲ ପାଇବା ଦେଉଛନ୍ତି ତାଠୁ ଭି ଅଧିକ ସେହି ଫିଲ୍ମ ରେ କାମ କରୁଥିବା ହିରୋ ଆଉ ହିରୋଇନ୍ ମାନଙ୍କୁ ଭଲ ପାଉଛନ୍ତି । ସମସ୍ତେ ମଧ୍ୟ ନଜର ରେ ରଖୁଛନ୍ତି କେତେବେଳେ କେଉଁ ହିରୋ ଅବା ହିରୋଇନ୍ କେମିତି ସଜ ହଉଛନ୍ତି କେମିତି ପୋଷାକ ପିନ୍ଧୁଛନ୍ତି । ଆହୁରି ମଧ୍ୟ ବେଳେ ବେଳେ କେମିତି ଚାଲିଛନ୍ତି କେମିତି ଅଭିନୟ କରୁଛନ୍ତି କେମିତି ଖାଉଛନ୍ତି କେମିତି ବସୁଛନ୍ତି ଏମିତି ବହୁତ୍ କିଛି ଭିଡିଓ ଆସିଥାଏ । ଆହୁରି ଅନେକ କିଛି ଖବର ମଧ୍ୟ ଆସିଥାଏ କେଉଁ ଅଭିନେତା ବା ଅଭିନେତ୍ରୀ ଙ୍କ ସପକ୍ଷ ରେ ବା ବିପକ୍ଷ ରେ ଷ-ଡ଼-ଯନ୍ତ୍ର କୁ ନେଇ ମଧ୍ୟ ।

ତେବେ ବଲିଉଡ୍ ଚଳଚ୍ଚିତ୍ର ଜଗତ ହେଉଛି ଏପରି ଏକ ସ୍ଥାନ ଯେଉଁଠି ଅନେକ ଅଭିନେତା ଓ ଅଭିନେତ୍ରୀ ରାଜ କରିଥାନ୍ତି । ତେବେ ଅନେକ ଙ୍କୁ ଷ-ଡ଼ଯ-ନ୍ତ୍ର କରି ମଧ୍ୟ ମା-ରି ଦିଆଯାଏ । ତେବେ ଏପରି ଏକ ଖବର ଆସିଚି ଯେ ମୋତେ ମାରି ଦିଆଯିବା ପାଇଁ ପ୍ରାୟ ୫୦କୋଟିର ସୁ-ପାରୀ ଦିଆଯାଇଛି ବୋଲି ସଙ୍ଗୀନ ଅଭି-ଯୋଗ ଆସିଚି ସଲମାନ୍ ଖାନ୍ ଙ୍କୁ ବି-ରୁ-ଦ୍ଧ ରେ । ବିଭିନ୍ନ ଫିଲ୍ମକୁ ନେଇ ବିବା-ଦୀୟ ବ-ୟା-ନ ଦେଉଥିବା କମାଲ ରଶିଦ ଖାନ୍ ଏବେ ଏଭଳି ଦାବି କରିଛନ୍ତି । ଏକାଧିକ ଟୁଇଟ୍ କରି କମାଲ ରଶିଦ ଖାନ୍ ଏହା ପ୍ରକାଶ କରିଛନ୍ତି । ତେବେ ଏପରି ପୂର୍ବରୁ ମଧ୍ୟ ବିଦ୍ୟା ବାଲାନ ଙ୍କ ସହିତ ଏପରି କିଛି ଖବର ଶୁଣିବାକୁ ମିଳିଥିଲା ।

ତେବେ ରଶିଦ ଖାନ୍ ଏହି ଘ-ଟଣା କେନ୍ଦ୍ରମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୟ ଙ୍କଠାରୁ ପାଇଛନ୍ତି ବୋଲି କହିଛନ୍ତି । ତେବେ ଏପରି ଆହୁରି ଅନେକ ତଥ୍ୟ ରସିଦ ଙ୍କ ପାଇଁ ସଞ୍ଜୟ ନିଜ ପେନ୍ ଡ୍ରାଇଭ ରେ ରଖିଛନ୍ତି ଓ ଯାହା ବା-ବଦ କୁ ସେ ୧୦ ଲକ୍ଷ୍ୟ ଟଙ୍କା ମାଗୁଛନ୍ତି । ତେବେ ରସିଦ ଙ୍କ ଅଭି-ଯୋଗ ମୁତାବକ ସଲମାନ ଖାନ ତାଙ୍କୁ ହ-ତ୍ୟା କରିବା ପାଇଁ ମୁମ୍ବାଇ ଏବଂ ଦିଲ୍ଲୀ ପୁ-ଲି-ସକୁ ୫୦କୋଟି ଟଙ୍କା ଦେଇଛନ୍ତି । ଏଥିରେ ଅନେକ ମନ୍ତ୍ରୀ ମଧ୍ୟ ଜ-ଡିତ ଅଛନ୍ତି । ସେହି ପେନ୍ ଡ୍ରାଇଭରେ ସଲମାନ ଖାନ, ଅନେକ ମନ୍ତ୍ରୀ ଏବଂ ପୁଲିସ କର୍ମଚାରୀଙ୍କ ରେକର୍ଡିଂ ଥିବା ସଞ୍ଜୟ ଦାବି କରିଛନ୍ତି । ତେଣୁ ଏହି ଖବର କୁ ନେଇ ରସିଦ ଦିଲ୍ଲୀ ପୋ-ଲି-ସ ଙ୍କୁ ତ୍ବିଟ୍ କରି ସବୁ କିଛି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *