ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ
ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଆଜିକାଲି ତ ଚାରିଆଡେ ସିସିଟିଭି କ୍ୟାମେରା ଲଗାଯାଇଛି, ଆଉ ସେହି ସବୁ ସିସିଟିଭି କ୍ୟାମେରାରେ ଏପରି କିଛି ଘ-ଟଣା କ-ଏଦ ହୋଇ ରହି ଯାଇଥାଏ ଯାହାକି ଲୋକ ମାନଙ୍କୁ ଆଶ୍ଚର୍ଯ୍ୟ କରି ରଖି ଦେଇଥାଏ।
ଆମେ ମଧ୍ୟ ଆଜି ଆପଣମାନଙ୍କୁ ସିସିଟିଭି କ୍ୟାମେରାରେ କଏଦ ହୋଇଥିବା ଏକ ଘଟଣା ସମ୍ପର୍କରେ କହିବୁ, ତାହା ଏତେ ବି ଆଶ୍ଚର୍ଯ୍ୟ କରାଇ ଦେବା ଭଳି ଘ-ଟଣା ନୁହେଁ। କିନ୍ତୁ ଏହି ଭିଡିଓ ସମ୍ପର୍କରେ ଶୁଣିବା ପରେ ଆପଣମାନଙ୍କ ମନରେ ଆମ ଦେଶର ଯବାନ୍ ମାନଙ୍କ ପାଇଁ ସମ୍ମାନ ବହୁତ ବଢି ଯିବ।
ଯବାନ୍ ମାନେ ହିଁ ହେଉଛନ୍ତି ଆମର ପ୍ରକୃତ ହିରୋ, କାରଣ ଆମେ ମାନେ ଯଦି ଆଜି ଶାନ୍ତିରେ, ବିନା ଡରରେ ଘରେ ବସି ପାରିଥାଉ କେବଳ ସେହି ଯବାନ୍ ମାନଙ୍କ ପାଇଁ। କାରଣ ସେହି ଯବାନ୍ ମାନେ ଦିନ ରାତି ସୀମାରେ ଆମ ଦେଶକୁ ଯଗି ରହି ଥାଆନ୍ତି। ସବୁବେଳେ ସେମାନେ ନିଜ ଦେଶ ବାସୀଙ୍କ ଜୀବନକୁ ଯଗି ରହିଥାଆନ୍ତି, ନିଜ ଜୀବନକୁ ଖାତିର୍ ନକରି।
ହେଲେ ଏକ ସ୍ଥାନରେ ଏକ ସିସିଟିଭି କ୍ୟାମେରାରୁ ଯବାନ୍ ଙ୍କୁ ନେଇ ଏଭଳି ଏକ ଖବର ଦେଖିବାକୁ ମିଳିଛି ଯାହାକି ସମସ୍ତଙ୍କୁ ଏକ ପ୍ରକାରର ଖୁସି କରି ରଖି ଦେଇଛି। ଏକ ସ୍ଥାନରେ ରାତିରେ ଜଣେ ଯୁବକ, ତାଙ୍କ ସ୍ତ୍ରୀ ଏବଂ ତାଙ୍କ ପିଲାକୁ ନେଇ ବାଇକ୍ ରେ ଯାଉଥିଲେ। ଏବଂ ସେହି ସମୟରେ ହଠାତ୍ ତାଙ୍କ ବାଇକ୍ ଟି ଖରାପ ହୋଇଗଲା ଏବଂ ସେମାନେ ସେହି ରାସ୍ତାରେ ଯାଉଥିବା ଅନେକ ଲୋକଙ୍କୁ ସାହାଯ୍ୟ ମଧ୍ୟ ମାଗିଲେ, ହେଲେ କେହିବି ତାଙ୍କର ସାହାର୍ଯ୍ୟ କରିଲେନି।
ସେହି ରାସ୍ତାରେ ଦୁଇଜଣ ଯବାନ୍ ଯାଉଥିଲେ ଏବଂ ସେମାନେ ନିଜର ଗାଡି ଅଟକାଇ ସେମାନଙ୍କ ଅସୁବିଧା ବୁଝି ସେମାନଙ୍କ ଖରାପ ବାଇକ୍ କୁ ନେଇ ନିଜର ଭଲ ବାଇକ୍ କୁ ଦେଇ ଲୋକ ମାନଙ୍କୁ ଘରକୁ ପଠାଇ ଥିଲେ। ଏବଂ ପରେ ସେହି ଖରାପ ବାଇକ୍ କୁ ଧରି ଚାଲି ଚାଲି ଯାଇଥିଲେ।