ମୁଁ ୨୨୩୬ ମସିହାରୁ ଆସିଛି, ଯାହା କହିବି ସତ ଘଟିବ !

ମାଳିକା ଅନୁସାରେ କଳିଯୁଗ ଶେଷ ହେବାକୁ ବସିଲାଣି । ଏବେ ଧୀରେ ଧୀରେ ସାମ୍ନାକୁ କଳି କାଳର କଥା ସାମ୍ନାକୁ ଆସିଚି ।ଆଉ ଏହିପରି ସମୟରେ ଆବେ ଜଣେ ବାବାଙ୍କ କଥା ଚର୍ଚ୍ଚାରେ କହିଛି । ସେ ହେଉଛନ୍ତି ମିଷ୍ଟର ରେମସ ବାବା । ସେ ପାଖାପାଖି ୯୦ ବର୍ଷ ଜଣେ ବୟସ୍କ ବୃଦ୍ଧ ଅଟନ୍ତି । ସେ ଦୀର୍ଘ ୩୦ ବର୍ଷ ହେବେସେ ଏକ ଗୁମ୍ଫାରେ ରହୁଥିବ କଥା ସମନଙ୍କୁ ଆସିଚି ।

ଆଉ ସେ ନିଜେ ଏହା ଦାବିର ସହିତ କହିଛନ୍ତି ଯେ ଜଣେ ସେଲିବ୍ରେତି ଆଗକୁ ନିଜର ପରଦା ଫାସ କରୁଥିବାର କଥା ସାମ୍ନାକୁ ଆସିବ ।ଯିଏ ଜଣେ ସଙ୍ଗୀତକାର ହାଇଥିବେ। ଆଉ ଯିଏ ତାଙ୍କ ସଙ୍ଗିତକାର ହୋଇଥିବେ । ଯିଏ ସଙ୍ଗୀତ ମାଧ୍ୟମରେ ଭବିଷ୍ୟବାଣୀ କରୁଥିବେ। ଆଉ ସେ ଯାହା କହୁଥିଲେ ତାହା ସତ ମଧ୍ୟ ହେଉଥିଲା।

ତାଙ୍କ କହିବା ଅନୁସାରେ ହିନ୍ଦୀ ସାହିତ୍ଯ ଦେବନାଗରୀରେ ସବୁ ଦେବତା ଅଛନ୍ତି ବୋଲି ବାବା ଦର୍ଶାଇଛନ୍ତି । ଅକ୍ଷରରୁ ଯୋଡିଲେ ଆପଣ ଭଗବାନ କୃଷ୍ଣ, ମହାଦେବ, ଲକ୍ଷ୍ମୀ ଓ ନାରାୟଣ, ଚନ୍ଦ୍ର ସୂର୍ଯ୍ୟ, ଜଳ ସ୍ଥଳ ସବୁ ଦେଖି ପାରିବେ ବୋଲି ଜଣ ପଢ଼ିଛି । ତାଙ୍କ ଜୀବନ କାଳରେ ଅନେକ ତପସ୍ୟା କରିବା ପରେ ସେ ବୌଦ୍ଧ ଧର୍ମର ସବୁ ଦେବି ଦେବତାଙ୍କ ସହ ସବୁ ଧର୍ମ ବିଷୟରେ ଜାଣି ପାରିଥିବାର ସୂଚନା ମିଳିଛି

ବାବାଙ୍କର କହିବା ଅନୁସାରେ ବର୍ତ୍ତମାନ ସମୟରେ ସାରା ବିଶ୍ଵରେ କୋରୋନା ମହାମାରୀ ଆସିଛି ଯାହା କାରଣରୁ ଆଉ ମାତ୍ର ଦୁଇ ମାସ ପରେ ସବୁ କିଛି ଧ୍ଵଂସ ହେବ ବୋଲି ବାବା କହିଛନ୍ତି ଦୁଇ ମାସ ପରେ ଆଉ ଏକ ନୂଆ ମହାମାରୀ ଦେଶକୁ ଆସିବ ଓ ଯୋଗିନୀ ଏ ସଂସାରକୁ ଖାଇବା ବୋଲି ଲୋକୋକୁ ସୂଚନା ଦେଇଛନ୍ତି ବାବା ।

Leave a Reply

Your email address will not be published. Required fields are marked *