ଶର୍ମିଷ୍ଠାଙ୍କୁ ନେଇ ଆସିଲା ବଡ଼ ଖବର,ସ୍ବାମୀଙ୍କ ସାମ୍ନାରେ ନିରଞ୍ଜନ ଙ୍କୁ କରୁଥିଲେ ଫ୍ଲାଇଂ କି-ସ !

ଶର୍ମିଷ୍ଠା ବର୍ତ୍ତମାନ କେଉଁଠି । ସ୍ଵର୍ଗ ରେ ନା ପାତାଳ ରେ । ତାଙ୍କ ସାଂଗରେ ଥିବା ଝୁନା ଭୋଇ ଏବେ କେଉଁଠାରେ । ମାନସ ପରି ତାର କିଛି କରି ନାହ ତ । କେତେଦିନ ଆଉ ପୋ-ଲି-ସ୍ କୁ ଲୁ-ଚି ଲୁ-ଚି ଦିନ କାଟିବ ଶର୍ମିଷ୍ଠା । ଭଲ ହେବ ପୋ-ଲି-ସ ପାଖରେ ଆ-ତ୍ମସ-ମର୍ପଣ କରିଦେବା । ତାଙ୍କର ଭଦ୍ର ମୁଖା ତଳେ ଥିବା କଳା କାହାଣୀ ସମସ୍ତ ଙ୍କୁ ଜଣା ପଡିଛି । ଧୀରେ ଧୀରେ ବିଭିନ୍ନ ରୂପ ମଧ୍ୟ ସାମ୍ନା କୁ ଆସିବାରେ ଲାଗିଛି । ସୂଚନା ଅନୁଯାୟୀ ନିରଞ୍ଜନ ପାଇଁ ଦାମ୍ପତ୍ୟ ଜୀବନ ରେ ଝଡ଼ ଉଠି ଥିଲା ।

ନିରଞ୍ଜନ ପାଇଁ ନିଜ ସ୍ବାମୀ ଙ୍କୁ ବାରମ୍ବାର ନିର୍ଯା-ତନା ଦେଇ ଆସୁଥିଲେ । ଏମିତି କି ସ୍ବାମୀ ଙ୍କ ସାମ୍ନା ରେ ନିରଞ୍ଜନ ସହିତ କଥା ହେଉଥିଲେ । ଯାହାକୁ ନେଇ ଦାମ୍ପତ୍ୟ ଜୀବନ ରେ ଝଡ଼ ଉଠି ଥିଲା ଶାଶୁ ଘର ସହିତ ମଧ୍ୟ କିଛି ସମ୍ପର୍କ ନ ଥିଲା । ଶାଶୁ ମଧ୍ୟ ଅଭି-ଯୋଗ କରିଛନ୍ତି ଯେ ସେ ନିଜ ଶାଶୁ ଶଶୁର ଙ୍କୁ ମା-ଡ଼ ମା-ରିଥିଲେ । ବର୍ତ୍ତମାନ ପ୍ରଶ୍ନ ଉଠିଛି ଯେଉଁ ନାରୀ ଘରେ ଥିବା ଜୀଅନ୍ତା ଦେବତା ଶାଶୁ ଶଶୁର ଙ୍କୁ ପୂଜା କରି ପାରେ ନାହିଁ ସେହିପରି ନାରୀ ନିଜେ ବୃଦ୍ଧା ଆଶ୍ରମ କରି ବୃଦ୍ଧା ମାନଙ୍କ ସେବା କରୁଥିଲେ ।

ଜଳ ଜଳ କରି ଦେଖା ଯାଇଛି ଶର୍ମିଷ୍ଠା କିପରି ସମାଜସେବା କୁ ଢାଲ କରି କୁକର୍ମ ରେ ଲିପ୍ତ ଥିଲେ । ଯାହା ପାଇଁ ୨୦୧୮ ରୁ ସ୍ବାମୀ ଙ୍କ ସହ କୌଣସି ସମ୍ପର୍କ ନ ଥିଲା । ୨୦୧୩ ରେ ଶର୍ମିଷ୍ଠା ଙ୍କ ସହିତ ତାଙ୍କ ଜିତେଶ ବଳ ଙ୍କ ସହିତ ପ୍ରେମ ବିବାହ ହୋଇଥିଲେ ମଧ୍ୟ ନିରଞ୍ଜନ ଙ୍କ ପାଇଁ ସମ୍ପର୍କ ରେ ଉଠି ଥିଲା ଝଡ଼ । ଏହା ପର ଠାରୁ ସ୍ବାମୀ ଛାଡ଼ି ପଳାଇ ଥିଲେ । ବର୍ତ୍ତମାନ କ୍ରାଇମ୍ ବ୍ରାଞ୍ଚ ଶର୍ମିଷ୍ଠା ଙ୍କୁ ଖୋଜୁଥିବା ବେଳେ ତାଙ୍କ ସ୍ବାମୀ ଓ ପୁଅ କୁ ପୋ-ଲି-ସ୍ ଖୋଜୁଛି ।

Leave a Reply

Your email address will not be published. Required fields are marked *