ଦେଖନ୍ତୁ ପ୍ରମାଣ : ମିଳିଗଲା ତୃତୀୟ ବିଶ୍ବଯୁ-ଦ୍ଧର ସମ୍ପୂର୍ଣ ଯୁ-ଦ୍ଧସୂଚୀ !

ଆଗତ ଭବିଷ୍ୟତ ଉପରେ କିଛି ମହାପୁରୁଷଙ୍କ ଦର୍ଶନକୁ ମାଳିକା କୁହାଯାଏ । ହିନ୍ଦୁ ଧର୍ମ ଶାସ୍ତ୍ରରେ ମାଳିକା କୁ ବହୁ ଗୁରୁତ୍ବ ଦିଆଯାଇଥାଏ । ଏହି ମାଳିକା ବିଶ୍ଵର ଭବିଷ୍ୟତ ବୋଲି ବିଶ୍ୱାସ କରାଯାଏ । ମହାପୁରୁଷ ଅଚ୍ୟୁତଙ୍କ ରଚିତ ଏହି ମାଳିକା ବଚନରେ ବିଶ୍ଵ କିଭଳି ଭାବେ ଧୀରେ ଧୀରେ ପ୍ରଳୟ ଆଡକୁ ଗତି କରିବ ଓ ନିର୍ଦ୍ଧିଷ୍ଟ ସମୟ ଆସିଲେ ଏହା ଧ୍ଵଂ-ସ ହେବ ବୋଲି ଲେଖା ରହିଛି ।

ସଂସାର ରେ ପା-ପ ର ଭାର ବଢିବା, ବଡ଼ ବଡ଼ ପ୍ରଳୟ ମାଡି ଆସିବା, ବାଇଶି ପାହାଚରେ ମୀନ ଖେଳିବା । କଳ୍କୀ ଙ୍କ ଜନ୍ମ ହେବା ଆଦି ସେଥିରେ ବର୍ଣ୍ଣିତ । ତେବେ ନିକଟରେ ବ୍ୟାପିଥିବା ମହାମାରୀ କରୋନା ସମ୍ପର୍କରେ ମଧ୍ୟ ମାଳିକା ରେ ବର୍ଣ୍ଣନା ଥିବା କୁହାଯାଇଛି । ମାଳିକା ରେ ଲେଖା ଥିଲା ଅଚିହ୍ନା ରୋଗ ବ୍ୟାପିବ, ଯାହା ପାଇଁ ବଇଦ ନାହାନ୍ତି । ତେବେ ଆହୁରି ମଧ୍ୟ ଲିଖିତ ରହିଛି ଯେ ପୃଥିବୀ ତୃତୀୟ ବିଶ୍ଵ ଯୁଧ୍ୟ ଦେଖିବ ।

ତେବେ ଅନନ୍ତ ମାଳିକା ର ଲେଖା ରହୁଚି ଏହି କଥା । ଏହି ମାଳିକା ର ରଚୟିତା ହେଉଛନ୍ତି ବାବା ଶ୍ରୀ ଶ୍ରୀ ଅଭିରାମ ସରସ୍ୱତୀ । ଏହି ମାଳିକା ର ୧୪ ନମ୍ୱର୍ ପୃଷ୍ଠା ରେ ରହିଛି ଯେ ନିଶ୍ଚିତ ଭାବେ ତୃତୀୟ ବିଶ୍ଵ ଯୁ-ଦ୍ଧ ହେବ । ସେହି ଯୁ-ଦ୍ଧ ରେ ବଡ ବଡ ଦେଶ ମହାଦେଶ ଅଂଶୀଦାର ରହିବେ । ଆମେରିକା , ଋଷିଆ , ଚାଇନା , ତିବେଟ , ଦିଲ୍ଲୀ , ନେପାଳ , ମିଆମର ଭଳି ସମସ୍ତ ଦେଶ ଯୁଦ୍ଧ କରିବେ ତୃତୀୟ ବିଶ୍ଵ ଯୁ-ଦ୍ଧ ରେ । ତେବେ ଏସବୁ ପଢ଼ି ବୁଝାଇଛନ୍ତି ମାଳିକା ବିଶେଷଜ୍ଞ ଗଣ୍ଡୁ ବାବା ।

ତେବେ ତାଙ୍କ କହିବା ଅନୁସାରେ ଯାହା ଯାହା ମାଳିକା ରେ ମହାପୁରୁଷ ମାନେ ଲେଖିଯାଇଛନ୍ତି , ତାହା ନିଶ୍ଚିତ ଭାବେ ସତ ହେବ । ମାଳିକା ବଚନ କେବେ ହେଲେ ମିଥ୍ୟା ହୁଏ ନାହିଁ । ମାଳିକା ବଚନ ଅକାଟ୍ୟ ସତ୍ୟ ଅଟେ କାରଣ ବର୍ତମାନ ସମୟ ରେ ଲୋକ ମାନେ ମାଳିକା ବଚନ କୁ ମାନୁ ନ ଥିଲେ ହେଲେ ବର୍ତମାନ ସମୟ ରେ ଯେଉଁ ପରି ସ୍ଥିତି ହୋଇଛି ଲୋକ ଏହି ମାଳିକା ବଚନ କୁ ମାନିବା ପାଇଁ ବାଧ୍ୟ ଅଟନ୍ତି କାରଣ ଏହି ମାଳିକା ବଚନ ବର୍ତମାନ ର ସ୍ଥିତି ବିଷୟ ରେ ପୂର୍ବ ରୁ ଲେଖା ଥିଲା ଏବଂ ବର୍ତମାନ ସମୟ ରେ ଏହା ଅକ୍ଷରେ ଅକ୍ଷରେ ସତ ହୋଇଛି ।-

Leave a Reply

Your email address will not be published. Required fields are marked *