ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।
ତେବେ ପ୍ରଥମ ଭିଡିଓରେ ଜଣେ ମହିଳା ଟ୍ରାଫିକ ପୋ-ଲିସ ଏକ ମହିଳା କୁ ଧରି ଲା-ଞ୍ଚ ନେବା ପାଇଁ ତାଙ୍କୁ କହିଲେ ଯେ ଟଙ୍କା ତାଙ୍କ ପକେଟ ରେ ପୁରେଇ ଦବା ପାଇଁ,ଯାହା ଫଳରେ ମହିଳା ମଧ୍ୟ ସଙ୍ଗେ ସଙ୍ଗେ ଟଙ୍କା ତାଙ୍କ ପକେଟରେ ପୁରେଇ ଦେଲେ।ଏହି ଘ-ଟ-ଣା ସୋଡ଼ିଆଲ ମିଡିଆରେ ଭାଇରଲ ହେବା ପରେ ସେ ଟ୍ରାଫିକ ପୋ-ଲି-ସଙ୍କ ଚାକିରି ଚାଲିଗଲା।
ଆଉ ଏକ ଭିଡିଓରେ ଏକ ଛୋଟ ପିଲା ଗାଡି ଚଳଉଥିବା ବେଳେ ଏକ ମହିଳା ଟ୍ରା-ଫିକ ପୋ-ଲି-ସ ତାକୁ ଧ-ରିଥିଲେ।ଛୁଆଟି ସେହି ସମୟରେ ହାତ ଗୋଡ ଧରି କା-ନ୍ଦିବାକୁ ଲାଗୁଛି ।ଏହା ପରେ ମହିଳା ପୋ-ଲିସ ଜଣକ ଛୁଆକୁ ବୁଝାଉ ଛନ୍ତି । ତେବେ ଛୁଆଟିର ବୟସ ହେଉଛି ମାତ୍ର ୧୬ ବର୍ଷ, ଏତେ କମ୍ ବୟସରୁ ଗାଡ଼ି ଚଳାଇବା ବହୁତ୍ ବିପ-ଦଜ-ନକ ହୋଇଥାଏ। ଏହା ପରେ ମହିଳା ଟ୍ରା-ଫିକ ପୋ-ଲି-ସ ଜଣକ ଛୁଆକୁ ବୁଝାଇ ଛାଡି ଦେଉଛନ୍ତି । ତେବେ ଏହି ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଅନେକ ମାତ୍ରାରେ ଭାଇରାଲ୍ ହୋଇଛି।