ମନୁଷ୍ୟ ବର୍ତମାନ ନିଜର ବୁଦ୍ଧି ବିବେକ ହରାଇ ସାରିଛି। ଛୋଟ ପିଲା ତଥା ଅନ୍ୟ ମଣିଷ ଙ୍କ ପ୍ରତି କରୁଣା ଦେଖାଇବା ଦୂରର କଥା , ପଶୁ ପରି ଅ-ତ୍ୟାଚା-ର କରୁଛନ୍ତି ଲୋକ ମାନେ। ବିବେକ ବୋଲି କିଛି ହେଲେ ରହୁନାହିଁ ବର୍ତମାନ ର ପିଢ଼ି ଙ୍କ ପାଖରେ। ବେଳେବେଳେ ଦେଖାଯାଏ ଏହି ଦୁନିଆର ଭଲ ଲୋକମାନେ ଚାଲିଯାଇଛନ୍ତି ।
ମାନବିକତାକୁ ବହୁ ଦୂରରେ ସମାଧି ଦିଆଯାଇଛି। ସମସ୍ତେ ନିଷ୍ଠୁର ଏବଂ ନିଷ୍ଠୁର ହୋଇଗଲେ। ଏବର ଲୋକମାନେ ଯେଉଁଭଳି ନୃ-ଶଂ-ସ ଭାବେ କାମ କରୁଛନ୍ତି ସେହି ସବୁ ବିଷୟରେ ଶୁଣିଲା ବେଳକୁ ଲୋମ ଟାଙ୍କୁରି ଉଠୁଛି। ଆଜିକାଲିର ଲୋକମାନେ ସବୁବେଳେ ନିଜର ସ୍ୱାର୍ଥ ପାଇଁ କାମ କରୁଛନ୍ତି, ଆଉ ସେହି ସ୍ୱାର୍ଥରେ ଯଦି ଟିକିଏ ବି କିଛି ଆଞ୍ଚ ଆସୁଛି ତେବେ ସେମାନେ ଲୋକ ମାନଙ୍କର ଜୀବନ ନେବାକୁ ମଧ୍ୟ ପଛଉ ନାହାଁନ୍ତି।
ଗତକାଲି ଏକ ଖବର ସାରା ଓଡିଶାକୁ ହଲଚଲ କରି ରଖି ଦେଇଥିଲା, କାରଣ ଗୋଟିଏ ଘରର ଚାରି ଜଣ ଯୁବକଙ୍କୁ ହ-ତ୍ୟା କରି ଦୁ-ର୍ବୃତ୍ତ ମାନେ ମା-ରି ଦେଇଥିଲେ। ସୂଚନା ଅନୁସାରେ ସେହି ଚାରି ଜଣ ଯୁବକ ଗୋଟିଏ ଘରର ଏବଂ ସେମାନେ ଏକ ଫାଷ୍ଟଫୁଡ୍ ଦୋକାନ କରିଥିଲେ। ହଠାତ୍ ମଙ୍ଗଳବାର ଦିନ କୌଣସି କାରଣରୁ କିଛି ଝ-ଗ-ଡା ହୋଇଥିଲା ଏବଂ ଅନ୍ୟ ପଟର ଲୋକ ମାନେ ଏହି ଚାରି ଯୁବକଙ୍କୁ ଗୋଡାଇ ଗୋଡାଇ ହ-ତ୍ୟା କରିଥିଲେ। ଏହାପରେ ସେମାନଙ୍କ ପରିବାରଙ୍କ ପ୍ରତି-କ୍ରିୟା ରିପୋ-ଟର୍ ମାନେ ନେଇଥିଲେ।
ରିପୋ-ଟର୍ ମାନେ ଯେତେବେଳେ ସେହି ଯୁବକ ମାନଙ୍କ ମାଆଙ୍କର ପ୍ରତି-କ୍ରିୟା ନେଉଥିଲେ ସେତେବେଳେ ସେ ପୂରା ପୂରି ଧୈ-ର୍ଯ୍ୟ ହରା ହୋଇ ଯାଇଥିଲେ। ସେ ପୂରା ପାଗେଳିଙ୍କ ପରି ହେଉଥିଲେ। ସେ ଖାଲି କହୁଥିଲେ କି ମୋତେ ଆଉ ମୋ ସ୍ୱାମୀଙ୍କୁ ଟିକେ ଟିକେ ବି-ଷ ଦେଇଦିଅ। ମୁଁ ଜଣେ ମାଆ ମୋ ଆଖି ଆଗରେ ମୋର ଚାରି ଚାରିଟା ପୁଅ ମ-ରିକ-ରି ଶୋଇଛନ୍ତି ମୁଁ କେମିତି ଏହାକୁ ଦେଖିକି ବଞ୍ଚିବି।