ପୃଥିବୀର ଭ-ୟାନ-କ ଜଙ୍ଗଲ, ଯାହାର ରହସ୍ୟ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ

ଆମ ପୃଥିବୀ ଯେତିକି ସୁନ୍ଦର ସେତିକି ବିଚିତ୍ର ମଧ୍ୟ। ଏହା ଭିତରେ ଥିବା ସମସ୍ତ ପ୍ରକାର ରହସ୍ୟମୟ ସୃଷ୍ଟି ମଣିଷକୁ ସବୁବେଳେ ଆଶ୍ଚର୍ଯ୍ୟ କରିଦିଏ। ପୃଥିବୀର ସବୁ ଜାଗା ସମାନ ନୁହେଁ କେଉଁଠି ନଦୀ ଅଛି ତ ଆଉ କେଉଁଠି ବିଶାଳ ଝରଣା ପୁଣି କେଉଁଠି ପର୍ବତମାଳା ତ କେଉଁଠି ମରୁଭୁମି ଅଛି। ତେଣୁ କରି ପୃଥିବୀକୁ ବୁଝିବା ଏତେ ସହଜ କଥା ଆଦୌ ନୁହେଁ। ତେବେ ଆଜି ଆମେ ପୃଥିବୀର ସବୁଠାରୁ ଖାସ ଓ ବଡ ଜଙ୍ଗଲ ବିଷୟରେ କଥା ହେବାକୁ ଯାଉଛୁ।

ଏହି ଜଙ୍ଗଲଟି ଏତେ ବିଚିତ୍ରଯେ, ଏହା ବିଷୟରେ ଯେତେ କହିଲେ ମଧ୍ୟ ଆପଣମାନଙ୍କୁ ଆଦୌ ବିଶ୍ଵାସ ହେବ ନାହିଁ। ଆପଣମାନେ ସମସ୍ତେ ଆମାଜୋନ ରେଞ୍ଜ ଫରେଷ୍ଟର ନାମ ନିଶ୍ଚୟ ଶୁଣିଥିବେ। ଏହି ଜଙ୍ଗଲକୁ ନେଇ ଏକ ଦୁର୍ଘ-ଟଣା ଗତ ଦୁଇ ବର୍ଷ ତଳେ ଘଟି ଯାଇଥିଲା

ଆମାଜନ ଭଳି ବିଶାଳକାୟ ଘଞ୍ଚ ଜଙ୍ଗଲରେ ଦୀର୍ଘ ୪ ମାସ ଧରି ନି-ଆଁରେ ଲାଗିଥିଲା ଯେଉଁଥିରେ ଅନେକ ଜୀବ ଜନ୍ତୁ ଓ ମୂଲ୍ଯବାନ ଔଷଧୀୟ ଗଛ ଆଦି ପୋଡି ଛାରଖାର ହୋଇ ଯାଇଥିଲା। ଆଉ ଏଭଳି ସ୍ଥିତିକୁ ମଣିଷ ଆୟତ କରିବା ସମ୍ଭବ ହୋଇନଥିଲା। ଆକ-ସ୍ମିକ ବର୍ଷା ହିନ ପ୍ରକୃତରେ ଏହି ଜଙ୍ଗଲକୁ ଉଧାର କରିପାରି ଥିଲା। କହିବାକୁ ଗଲେ ପ୍ରକୃତି ହିଁ ଏହି ଜଙ୍ଗଲର ନି-ଆଁକୁ ଆୟତ୍ତରେ ଆଣିଥିଲା।

ଏହି ଜଙ୍ଗଲ ଯେତିକି ଘନ ଏହାର ରହସ୍ୟ ମଧ୍ୟ ସେତିକି ବିଚିତ୍ର ଅଟେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେକି, ଏହି ଜଙ୍ଗଲ ଯଦି ଗୋଟେ ଦେଶ ହୋଇଥାନ୍ତା ତେବେ ଆମ ପୃଥିବୀର ନବମ ବୃହତ୍ତମ ଦେଶ ଭିତରେ ଏହା ରହିଥାନ୍ତା। ଏଠାରେ ଏତେ ବଡ ବଡ ଗଛ ଅଛି, ଯାହାକୁ ସୂର୍ଯ୍ୟଙ୍କର କିରଣ ମାଟିକୁ ସ୍ପର୍ଶ କରିପାରେ ନାହିଁ। ବିଗତ କିଛି ବର୍ଷ ମଧ୍ୟରେ ବୈଜ୍ଞାନିକମାନେ ଏହି ଜଙ୍ଗଲରୁ ଅନେକ କିଛି ଅ-ନୁସ-ନ୍ଧାନ କରିଛନ୍ତି

ଆମାଜନ ଜଙ୍ଗଲରେ ଥିବା ଏହି ଦୃ-ଶ୍ୟ ଆପଣଙ୍କୁ ଏକ ଗଛ ଡାଳ ଭଳି ଦେଖା ଯାଉଥିବ ହେଲେ ଏହା ଏକ ପକ୍ଷୀ ଅଟେ। ଏହି ପକ୍ଷୀ ସାଧାରଣତଃ ରାତିରେ ବୁଲନ୍ତି। ଏମିତି ଅନେକ ବିଚିତ୍ର ଜୀବଜନ୍ତୁ କେବଳ ଆମାଜନ ଜଙ୍ଗଲରେ ଦେଖିବାକୁ ମିଳେ। ଆପଣମାନେ କେବଳ ଗଛ ଚାଲିବାର ଦୃ-ଶ୍ୟ ଦେଖିଛନ୍ତି। ଏହି ଆମାଜନ ଜଙ୍ଗଲରେ କାସ୍ପୋନା ନାମକ ଏକ ଗଛ ରହିଛି।

ଯାହାକି ସୂର୍ଯ୍ୟ କିରଣ ଅନୁସାରେ ନିଜ ଚେରକୁ ଆଗକୁ ବଢାଇଥାଏ ଓ ଧୀରେ ଧୀରେ ଗୋଟେ ସ୍ଥାନରୁ ଆଉ ଏକ ସ୍ଥାନକୁ ବ୍ଯାପିଥାଏ। ଏହି ସବୁ କଥା ବୈଜ୍ଞାନିକମାନେ ନିଜ ରିସର୍ଚରୁ ଜଣାଇଛନ୍ତି। ଆମାଜନ ଜଙ୍ଗଲ ବିଷୟରେ ଯେତେ କହିଲେ ମଧ୍ୟ କମ ପଡିଯିବ। ଏମିତି ଅନେକ ରହସ୍ୟ ଏହି ଜଙ୍ଗଲ ମଧ୍ୟରେ ଲୁ-ଚି ରହିଛି।

Leave a Reply

Your email address will not be published. Required fields are marked *