ନକ-ଲି ସୁନା ଓ ମିଠା ଧରି ବିବାହ କରିବାକୁ ଆସି ଧରା ପଡ଼ିଲେ ବର,ଆଉ ତା ପରେ …

ତେବେ ବନ୍ଧୁଗଣ ଆମ ଆଖ ପାଖରେ ଏଭଳି ସବୁ ଘ-ଟଣା ମାନ ଘଟିଯାଉଛି ଯେ ଯାହାକୁ ଆପଣ ମାନେ ବୋଧହୁଏ କୌଣସି ସିନେମା ରେ ହିଁ ଦେଖୁ ଥିବେ । ଆମ ସମାଜରେ ଚାରି ପାଖରେ ପ୍ରେମର ବହୁତ ଉଦାହରଣ ସବୁ ଦେଖିବାକୁ ମିଳିଥାଏ ମଧ୍ୟ । ତେବେ ଆମେ ଏଠାରେ କାହାଣୀଟି ଆରମ୍ଭ କରିବାକୁ ଚାହିଁବୁ ପ୍ରେମ ଶବ୍ଦରୁ । କଥାରେ ଅଛିକି ପ୍ରେମ ଅନ୍ଧ ହୋଇଥାଏ ବୋଲି । ପ୍ରେମ ଏକ ପବିତ୍ର ଶବ୍ଦ ବା ଏକ ପବିତ୍ର ସମ୍ପର୍କ ହେଲେ ଆଜି କାଲି ର ଯୁବକ ଯୁବତୀ ମାନେ ପ୍ରେମରେ ଅନ୍ଧ ହୋଇ ଭଲ ପାଇବା ନାଆଁ ରେ ଏମିକି କିଛି କାମ କରିଦିଅନ୍ତି ଯେଉଁଥି ପାଇଁ କି ତାଙ୍କୁ ଲୋକ ଲଜ୍ୟାକୁ ସାମ୍ନା କରିବାକୁ ପଡ଼ିଥାଏ ଏବଂ ତାଛଲ୍ୟ ଓ କଟୁ ଅପ-ଶବ୍ଦ ସହିବାକୁ ମଧ୍ୟ ପଡ଼ିଥାଏ ଜୀବନ ସାରା ପାଇଁ ।

ଆଜିର ଯୁବ ପିଢ଼ି ମାନେ ପ୍ରେମ ଭଳି ପବିତ୍ର ସମ୍ପର୍କକୁ କଳ-ଙ୍କିତ କରି ସାରିଲେଣି । ତେବେ ବିବାହ ଏକ ପବିତ୍ର ବନ୍ଧନ ଯାହା ସମସ୍ତଙ୍କ ଭାଗ୍ୟରେ ନ ଥାଏ । ଆଉ ସମସ୍ତଙ୍କୁ ମଧ୍ୟ ତାଙ୍କ ପ୍ରେମ ମିଳି ନଥାଏ । ତେବେ କିଛି ଯୁବ ପିଢ଼ି ମାନଙ୍କ ପାଇଁ ଏହି ପବିତ୍ର ସମ୍ପର୍କ ଟି ବଦ-ନାମ୍ ହେଇ ଯାଇଛି । ବିବାହ କୁ ଆଜି କାଲି ର ଯୁବ ପୀଢ଼ି ମାନେ ଏକ ସାଧାରଣ ସମ୍ପର୍କ ବୋଲି ମାନୁଛନ୍ତି ।

ଗତକାଲି ଚାଉଳସୁଖା ଗାଁର ଜଣେ ବ୍ୟକ୍ତିଙ୍କର ଝିଅ ବିବାହ ଥିଲା। ଲକ୍ଷ୍ମୀକାନ୍ତଙ୍କ ସହ ତାଙ୍କ ଝିଅର ବିବାହ ସ୍ଥିର ହୋଇଥିଲା। ଗତକାଲି ରାତିରେ ଲକ୍ଷ୍ମୀକାନ୍ତ ବର ବେଶରେ ଏକ ଗାଡ଼ିରେ ଦୁଇରୁ ତିନି ଜଣ ବାଜା ବାଲାଙ୍କୁ ଧରି ପହଞ୍ଚିଥିଲେ କନ୍ୟାଘରେ।ବାଣ ବାଜା ଧରି ବାହା ହେବାକୁ ଏକ ପହଞ୍ଚିଲା ବର। ସାଙ୍ଗରେ କେହି ବରଯାତ୍ରୀ ନ ଥିଲେ। ଏନେଇ କନ୍ୟା ଘର ଲୋକଙ୍କ ସ-ନ୍ଦେହ ଉପୁଜିଥିଲା। ବରକୁ ଅଟକ ରଖି ପଚ-ରାଉ-ଚରା କରିବା ପରେ ସେ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ବରକୁ ଅଟକ ରଖି ପୁ-ଲିସ ଜିମାରେ ଦେଇଥିଲେ କନ୍ୟାପକ୍ଷ ଲୋକ।

ଏଭଳି ଘ-ଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିର ଚାଉଳସୁଖା ଗାଁରେ। ପୁ-ଲିସ ବର ବେଶରେ ଆସିଥିବା ଯୁବକ ଲକ୍ଷ୍ମୀକାନ୍ତ ତିଓ୍ୱାରୀଙ୍କୁ ଅଟକ ରଖି ପଚ-ରାଉ-ଚରା କରୁଛି।ବରକୁ କନ୍ୟା ଘର ଲୋକେ ଏକା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେମାନଙ୍କ ମନରେ ସ-ନ୍ଦେହ ଉପୁଜିଥିଲା। ପରେ କନ୍ୟାପକ୍ଷ ଲୋକେ ବାହାଘର କରିବାକୁ ରାଜି ହୋଇନଥିଲେ, ବରକୁ ଅଟକ ରଖି ପଚ-ରାଉ-ଚରା କରିଥିଲେ। ପଚରାଉଚରା ବେଳେ ବର ପୂର୍ବରୁ ବିବାହିତ ବୋଲି ଜଣାପଡ଼ିଥିଲା। ପରେ ଗ୍ରାମବାସୀ ବରକୁ ଅଟକ ରଖି ପୁ-ଲିସ ଜିମାରେ ଦେଇଥିଲେ।

Leave a Reply

Your email address will not be published. Required fields are marked *