ସ୍ବାମୀଙ୍କର ଚୋ-ରା ପୀରତି ଧରା ପଡିଗଲା। ଭଦ୍ରକ ସହରରେ ଘଟିଛି ଏମିତି କିଛି ଅଭା-ବନିୟ ଘ-ଟଣା। ଆପଣମାନେ ବର୍ତ୍ତମାନ ପ୍ରାୟ ସବୁବେଳେ ଦେଖୁଥିବେ, କେଉଁ ଭଳି ଭାବରେ ଏବେ ସବୁ ସମୟରେ ପରକ୍ରିୟା ପ୍ରିତି ଖବର ସାମ୍ମାନାକୁ ଆସୁଛି। ସରପଞ୍ଚଙ୍କର ପର-କୀୟା ପ୍ରିତି ଧରା ପଡିବା ପରେ ପରିସ୍ଥିତି ଆହୁରି ଜଟିଳ ହୋଇପଡିଛି, ପ୍ରେମିକାଙ୍କ ଘରୁ ସ୍ୱାମୀଙ୍କୁ ଟାଣି ଆଣି ସ୍ତ୍ରୀ ବାହାରେ ପି-ଟିଥିଲେ।
ଭଦ୍ରକ ସହର କୁଆଁଶଠାରେ ଯୈ-ନିକ ମହିଳା ଭଡାରେ ରୁହନ୍ତି, ତେବେ ସେହି ମହିଳାଙ୍କ ସହ ସ୍ୱାମୀଙ୍କର ଅନୈ-ତିକ ସଂମ୍ପର୍କ ରହି ଥିବା ସ-ନ୍ଦେହ କରୁଥିଲେ ସ୍ତ୍ରୀ। ସ୍ୱାମୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ତିହିଡି ଥା-ନା ନୂଆ ନନ୍ଦ ପଞ୍ଚାୟତ ସରପଞ୍ଚ ସୁଶାନ୍ତ ମଲ୍ଲୀକ। ସେ ୧୯୯୭ ମସିହାରେ ପ୍ରେମ ବିବାହ କରିଥିଲେ , ଏବଂ ତାଙ୍କର ସ୍ତ୍ରୀ ମଧ୍ୟ ପୂର୍ବରୁ ସମିତି ସଭ୍ୟ ଥିଲେ।
ତେବେ ଅନେକ ସମୟରେ ବିଭିନ୍ନ ବାହାନା କରି ଘରକୁ ଯାଉନଥିଲେ ସରପଞ୍ଚ, ହେଲେ ଅନ୍ୟ ମହିଳାଙ୍କ ଘରେ ରହୁଥିବାର ଖବର ପାଇଥିଲେ ସ୍ତ୍ରୀ ସଂନ୍ଧ୍ୟା ସମୟରେ ଆସି ଟାଉନ୍ ଥାନା କୁଆଁଶ ଜଗି ରହିଥିଲେ ତାଙ୍କ ସ୍ତ୍ରୀ ଘରକୁ ଆସିବେ କି ନାହିଁ ସ୍ୱାମୀ ଙ୍କୁ ପଚାରିବାରୁ ଯିବେ ନାହିଁ ବୋଲି କହିଥିଲେ। ଏବଂ ସ୍ତ୍ରୀ ସାଙ୍ଗେ ସାଙ୍ଗେ ଉକ୍ତ ଘର ମଧ୍ୟକୁ ଯାଇ ସ୍ୱାମୀ ଙ୍କୁ ଘୋସାରି ଆଣିଥିଲେ, ଏବଂ ପରେ ଉ-ତ୍ୟ-କ୍ତ ହୋଇ ତାଙ୍କୁ ସେଠାରେ ମା-ଡ ମା-ରିଥିଲେ।
ପରେ ସ୍ଥାନୀୟ ଲୋକମାନେ ପୋ-ଲି-ସକୁ ଖବର କରିଥିଲେ ଏବଂ ପରେ ପୋ-ଲି-ସ ଉଭୟଙ୍କୁ ଥା-ନାକୁ ଆଣିଥିଲା ଏବଂ ପରେ ସ୍ତ୍ରୀ ସ୍ୱାମୀଙ୍କ ନାମରେ ଥା-ନା ରେ ଲିଖିତ ଭାବରେ ଏକ ଏ-ତ-ଲା ଦେଇଥିଲେ। ଏବଂ ପରେ ଟାଉନ ପୋ-ଲି-ସ ସ୍ୱାମୀଙ୍କୁ ଥା-ନାରେ ଅଟକ ରଖି ପଚରା ଉଚୁରା କରିଛି, ଏହାକୁ ନେଇ ବର୍ତ୍ତମାନ ସମୟରେ ସ୍ଥାନୀୟ ଲୋକମାନେ ମଧ୍ୟ ସରପଞ୍ଚଙ୍କ ନାମରେ ବି-କ୍ଷୋ-ଭ ମଧ୍ୟ କରିବାରେ ଲାଗିଛନ୍ତି। ଗ୍ରାମକୁ ସୁନ୍ଦର କରିବା ପରିବର୍ତ୍ତେ ସେ ଅଳିଆ କରିବାରେ ଲାଗିଛନ୍ତି। ସେଥିପାଇଁ ସ୍ଥାନୀୟ ଲୋକମାନଙ୍କ କହିବା ଅନୁସାରେ ତାଙ୍କୁ ସରପଞ୍ଚ ପଦବୀରୁ ହଟାଇବା ପାଇଁ ଗ୍ରାମର ଲୋକମାନେ ଆବେଦନ କରିଛନ୍ତି।