ଯୁ-ଦ୍ଧ ଚାଲିଥିବା ସମୟରେ ଋଷରେ ବଢ଼ିଲା କ-ଣ୍ଡୋ-ମର ବିକ୍ରି, କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ !

ୟୁକ୍ରେନ ଉପରେ ଆକ୍ର-ମଣ ଯୋଜନାକୁ ରାଷ୍ଟ୍ରପତି ପୁତିନ ଖ-ଣ୍ଡନ କରିବା ପରେ ବି ଟଳୁନି ଯୁ-ଦ୍ଧ ଭ-ୟ । ଜାତିସଂଘକୁ ଏନେଇ ଚିଠି କରିବା ସହ ସତ-ର୍କ କରାଯାଇଛି ।

କେତେବେଳେ ଥମିଯାଉଛି ତ ପୁଣି କେତେବେଳେ ବଢୁଛି ଯୁ-ଦ୍ଧ ଆଶଙ୍କା । ପ୍ରତିଦିନ ଗୁ-ଳି , କ୍ଷେ-ପଣା-ସ୍ତ୍ର , ବୋ-ମା ମା-ଡ଼ ପରେ ମା-ଡ଼ ହେଉଥିଲା । ଏମିତିକି ସାଧାରଣ ଲୋକଙ୍କୁ ମା-ରିବାକୁ ବି ପଛାଉ ନାହିଁ । ତେବେ ଅନ୍ୟ ସମସ୍ତ ଦେଶ ତଥା ଜାତିସଂଘ ମଧ୍ୟ କୌଣସି ମତେ ଏହି ଯୁ-ଦ୍ଧ ରୋକି ପାରୁନାହାନ୍ତି । ଋଷିଆ ର ସେହି ଗୋଟିଏ ସଂକଳ୍ପ , ସେ ୟୁକ୍ରେନ କୁ ନିଜ ଅଧୀନ ରେ ନେବ ।

ଏହିପରି ଭାବେ ଦୁଇ ଦେଶ ମଧ୍ୟରେ ଘୋମଗାଟ ଯୁ-ଦ୍ଧ ଚାଲିଥିଲା ବେଳେ ଅବଶ୍ୟ ବଜାର ରେ ଏହାର ପ୍ର-ଭାବ ପଡ଼ିଥିଲା । ତେବେ ଯେପରି ସବୁ କିଛି ଜିନିଷ ର ଦାମ ବଢିଥିଲା , ଏକ ଅନ୍ୟ ଘ-ଟଣା ଶୁଣିଲେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ସେଠାରେ କ-ଣ୍ଡୋ-ମ ଅ-ଭାବ ମଧ୍ୟ ହୋଇପାରେ ଭାବି ସେଠାକାର ବାସିନ୍ଦା ଅନେକ ପରିମାଣ ରେ କ-ଣ୍ଡୋ-ମ କିନିନେଇଛନ୍ତି । ଋଷ ରେ କ-ଣ୍ଡୋ-ମ ବିକ୍ରିରେ ଏହି ବୃଦ୍ଧି ଏପରି ସମୟରେ ଘ-ଟିଛି ଯେଉଁ ସମୟରେ ଡ୍ୟୁରେକ୍ସ ଏବଂ ଅନ୍ୟାନ୍ୟ ବ୍ରାଣ୍ଡ ନାମରେ କ-ଣ୍ଡୋ-ମ ତିଆରି କରୁଥିବା ବ୍ରିଟିଶ କମ୍ପାନୀ ରେକିଟ ଦେଶରେ ବ୍ୟବସାୟ ଜାରି ରଖିଛି ।

ତେବେ ସେଠାକାର ଗଣ ମାଧ୍ୟମ ରି-ପୋ-ର୍ଟ ଅନୁସାରେ ଗତ ବର୍ଷ ତୁଳନାରେ ଔଷଧ ଦୋକାନୀଙ୍କ ଦ୍ୱାରା କଣ୍ଡୋମ ବିକ୍ରି ୩୨ ପ୍ରତିଶତ ବୃଦ୍ଧି ପାଇଛି । ଏଥିସହିତ ସୁପରମାର୍କେଟ ନିଜର ବିକ୍ରି ୩୦ ପ୍ରତିଶତ ବୃଦ୍ଧି ପାଇଛି ବୋଲି କହିଛି ।ଋଷର ସବୁଠାରୁ ବଡ଼ ଅନଲାଇନ୍ ରିଟେଲର ୱାଇଲ୍ଡବେରୀ କହିଛି ଯେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହରେ କ-ଣ୍ଡୋ-ମ ବିକ୍ରି ୧୭୦ ପ୍ରତିଶତ ବୃଦ୍ଧି ପାଇଛି । ଦେଶର ବୃହତ୍ତମ ଫାର୍ମାସି ଚେନ୍ ୩୬.୬ PJSC ବିକ୍ରିରେ ୨୬ ପ୍ରତିଶତ ବୃଦ୍ଧି ଘ-ଟିଛି ବୋଲି କହିଛି।

Leave a Reply

Your email address will not be published. Required fields are marked *