ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।
ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ସୋସିଆଲ ମିଡ଼ିଆରେ ଅନେକ ସମୟରେ ଅନେକ ଦୁର୍ଘ-ଟଣା ଜନିତ ଖବର ଭାଇରାଲ୍ ହୋଇଥାଏ, ଏବେ ମଧ୍ୟ ସୋସିଆଲ ମିଡ଼ିଆରେ ସେହିଭଳି ଏକ ଦୁର୍ଘ-ଟଣା ଘ-ଟଣା ଭାଇରାଲ୍ ହୋଇଛି।
ବାଂଲାଦେଶରୁ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଏଥିରେ ଦେଖିବାକୁ ମିଳୁଛି, ଏକ ବଡ଼ ଜାହଜ ତଳକୁ ଚାଲି ଆସିଥିବା ଏକ ଛୋଟ ଡଙ୍ଗା ଦୁର୍ଘ-ଟଣାଗ୍ର-ସ୍ତ ହୋଇ ନଦୀ ପାଣିରେ ବୁଡ଼ି ଯାଉଛି। ଏହି ଦୁର୍ଘ-ଟଣାରେ ପ୍ରାୟ ୬ ଜଣ ଲୋକଙ୍କ ମୃ-ତ୍ୟୁ ଘଟିଥିବା ବେଳେ ୧୦୦ରୁ ଅଧିକ ଲୋକ ନି-ଖୋ-ଜ ଅଛନ୍ତି। ଯାତ୍ରୀରେ ଭରପୂର ଏହି ନୌକା କାର୍ଗୋ ଜାହଜରେ ଧ-କ୍କା ହୋଇଥିଲା। ଏହି ଦୁର୍ଘ-ଟଣା ଢାକା ନିକଟସ୍ଥ ଶୀତାଲକ୍ଷ୍ୟା ନଦୀରେ ଘ-ଟିଛି।
ଭିଡିଓରେ ଆପଣ ଦେଖି ପାରିବେ ଯେ ବଡ଼ ଜାହଜ କିପରି ଛୋଟ ଡଙ୍ଗାକୁ କିଛି ମିଟର ପର୍ଯ୍ୟନ୍ତ ଟାଣି ନେଇ ଯାଉଛି, ଯାହାର କିଛି କ୍ଷଣ ପରେ ଡଙ୍ଗାଟି ଓଲଟି ପଡ଼ୁଛି ଏବଂ ଦେଖୁ ଦେଖୁ ପାଣିରେ ବୁଡ଼ି ଯାଉଛି। କିଛି ଲୋକ ଡଙ୍ଗା ଓଲଟିବା ପୂର୍ବରୁ ନିଜ ଜୀବନ ବଞ୍ଚାଇବା ପାଇଁ ନଦୀକୁ କୁଦି ପଡ଼ିଥିଲେ। ତେବେ ଡଙ୍ଗାଟି ବୁଡ଼ିଯିବା ପରେ ହିଁ ଜାହଜ ଅଟକୁଥିବା ଭିଡିଓରେ ଦେଖିବାକୁ ମିଳୁଛି।ଦୁର୍ଘ-ଟଣା ସମୟରେ ଏହି ଭିଡିଓକୁ ଅନ୍ୟ ଏକ ଜାହଜର ଯାତ୍ରୀମାନେ ସେମାନଙ୍କ କ୍ୟାମେରାରେ କ-ଏ-ଦ କରି ନେଇଥିଲେ। ଯେତେବେଳେ ଜାହଜ ତଳେ ଡଙ୍ଗାଟି ଆସି ମା-ଡ଼ ହେଉଛି, ତ ଲୋକମାନେ ଜୋର୍ରେ ଚିଲ୍ଲାଉ ଥିବା ଶୁଣିବାକୁ ମିଳୁଛି।