ଏ ଭିଡିଓ ଦେଖିଲେ ଆପଣଙ୍କର ହସିହସି ପେଟ ଦରଜ ହୋଇଯିବ,ଦେଖନ୍ତୁ ଭିଡିଓ !

ଆଜିର ଏହି ବିଜି ଲାଇଫ ଷ୍ଟାଇଲ୍ ରେ ଲୋକ ଏତେ ବିଜି ହୋଇ ଯାଇଛନ୍ତି ଯେ, ସେମାନେ ନିଜ ପାଇଁ ଗୋଟିଏ ମିନିଟ୍ ବି ଦେଇ ପାରୁ ନାହାଁନ୍ତି। ଯାହାର ରେଜଲ୍ଟ ଭାବରେ ସେମାନଙ୍କୁ ମିଳୁଛି ଟେନ୍ସନ୍ ଆଉ ଟେନ୍ସନ୍। ସେଥିପାଇଁ ଆମେ ଆପଣ ମାନଙ୍କ ପାଇଁ ଏପରି କିଛି ଫନି ଭିଡିଓ ନେଇ ଆସିଛୁ କି, ଯାହାକୁ ଶୁଣିବା ମାତ୍ରେ ହିଁ ଆପଣମାନେ ହସିବାକୁ ଲାଗିବେ ଆଉ ଟେନ୍ସନ୍ ରୁ ଟିକିଏ ସମୟ ପାଇଁ ରିଲାକ୍ସ ପାଇ ପାରିବେ।

୧:- ଏହି ଫନି ଘଟଣାରେ ରିପୋଟର୍ ସଜତ ଜାନି ନ୍ୟୁଜ୍ ୨୪ ଚ୍ୟାନେଲ୍ ମାଧ୍ୟମରେ ଗୋଟିଏ ମୋବାଇଲ ଦୋକାନରେ ଲୋକ ମାନଙ୍କର ମତାମତ ନେଉଥିଲେ। କଥାରେ କଥାରେ ସେ ଦୋକାନର ମାଲିକକୁ ପଚାରିଲେ କଣ ମୁଁ ତୁମ ମୋବାଇଲ କୁ ଭାଙ୍ଗି ପାରିବି। ଦୋକାନୀ ଜଣକ ନିଜର ଖାତିର୍ ଦେଖାଇ କହିଲେ କି ଆପଣଙ୍କ ଯାହା ଇଚ୍ଛା କରି ପାରିବେ। ଏହାପରେ ଜାନି ମୋବାଇଲଟି କୁ ଜୋରରେ ତଳେ କଚ୍ଚାଡି ଦେଲେ। ଏହାପରେ ଭଙ୍ଗା ମୋବାଇଲ କୁ ଦେଖି ମାଲିକ ଜଣକ ନିଜର ଲୁହ ଅଟକାଇ ପାରିଲେନି, ଆଉ ତାଙ୍କ କାନ୍ଦ ଦେଖି ଆପଣ ନିଜର ହସ ଅଟକାଇ ପାରିବେନି।

https://www.youtube.com/watch?v=qdTM9q43zlY

୨:- ରାଜସ୍ଥାନର ଅଲର୍ୱୱାର୍ ରେ ଥିବା ଏହି ଭିଡିଓ ସୋସିଆଲ ମିଡିଆରେ କାଫି ଭାଇରାଲ୍ ହେଉଛି। ଏଥିରେ ଆପଣ ଦେଖି ପାରିବେ ଯେ ଜଣେ ଲୋକ ରାସ୍ତାରେ ନିଜର ହାତରେ ବରା ର ପାର୍ସଲ୍ ଧରି ଯାଉଛି। ଆଉ ସାଙ୍ଗେ ସାଙ୍ଗେ ରେଲୱେ କ୍ରସିଙ୍ଗ୍ ରେ ଏକ ଟ୍ରେନ୍ ଆସି ଠିଆ ହେଲା ଓ ଲୋକ ଜଣକ ବରାଟିକୁ ଡ୍ରାଇଭର୍ ଙ୍କ ହାତକୁ ଦେଇଦେଲେ। ଡ୍ରାଇଭର୍ ଜଣକ ବରା ଖାଇବା ପାଇଁ ଟ୍ରେନ୍ କୁ ବି ଠିଆ କରିଦେଲେ

୩:- ଯେତେବେଳ ମିଡିଆ ବାଲା ରିପୋଟିଂ ପାଇଁ ସାଧାରଣ ଲୋକଙ୍କ ପାଖକୁ ପହଁଞ୍ଚି ଯାଆନ୍ତି, ସେତେବେଳେ ସେମାନଙ୍କୁ ବଡ ଆଶ୍ଚର୍ଯ୍ୟ ଜନକ ଉତ୍ତର ମିଳିଯାଏ। ଜଣେ ମ୍ୟାଡମ୍ ପାର୍କକୁ ରିପୋଟିଂ କରିବା ପାଇଁ ଚାଲି ଆସନ୍ତି ଆଉ ଜଣେ ବ୍ୟକ୍ତିଙ୍କୁ କିଛି ପ୍ରଶ୍ନ କରିବାକୁ ଲାଗି ଯାଆନ୍ତି। କିନ୍ତୁ ବ୍ୟକ୍ତି ଜଣକ କ୍ୟାମେରାର ଫାଇଦା ଉଠାଇ ନିଜ ସାଙ୍ଗକୁ ଦେଇଥିବା ୧୦୦୦ ଟଙ୍କା ମାଗିବାକୁ ଲାଗି ଯାଆନ୍ତି।

୪:- ଆପଣମାନେ ଅନେକ ଥର ହାତକୁ ଦେଖାଇ ବସ୍ କିମ୍ବା ଅଟୋକୁ ରୋକିଥିବେ। ହେଲେ ଜଣେ ମହିଳା ନିଜ ହାତକୁ ଦେଖାଇ ଟ୍ରେନ୍ କୁ ରୋକିବାକୁ ଚାହୁଁ ଥିଲେ। ହେଲେ ସେହି ଟ୍ରେନ୍ ଟି ରହିଲା ନାହିଁ, ବାକି ତାଙ୍କର ବୁଦ୍ଧିକୁ ମାନିବାକୁ ପଡିବ।

Leave a Reply

Your email address will not be published. Required fields are marked *