୨୦୨୨ ରେ ଘଟିବାକୁ ଯାଉଥିବା ୫ଟି ବିଚିତ୍ର ଘଟଣା,ଜାଣନ୍ତୁ କଣ କଣ ?

ଦୁନିଆ ରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ । ଆପଣଙ୍କୁ ଲାଗିବ ଆପଣ ଯାହା ଦେଖିଲେ କି ଶୁଣିଲେ ସେ ସବୁ ଜିନିସ ଗପ ହୋଇଥିବ ହେଲେ ତାହା ଗପ ନଥାଏ ତାହା ପ୍ରକୃତିର ନିୟମ ହେଇଥାଏ ସତ ହେଇଥାଏ। ତେବେ ଆସନ୍ତୁ ସେମିତି କିଛି ଆଶ୍ଚର୍ଯ୍ୟ କଲା ପରି ସତ ଜାଣିବା।

2022 ରେ ମହାକାଶରେ ଘଟିବାକୁ ଯାଉଥିବା ଅଦ୍ଭୁତ ଘଟଣା ବିଷୟ ରେ ଜାଣିବା। ଏହି ବର୍ଷ 18-19 ଅଗଷ୍ଟ ରେ ଆପଣ ଆକାଶରୁ ଅନେକ ତାରା ଖସୁଥିବର ଦେଖିବାକୁ ପାଇବେ। ପର୍ଶିଟ ମିଟିୟର ନାମ ରେ ନାମିତ ଏହି ଇଭେଣ୍ଟରେ ପ୍ରତି ମିନିଟରେ ଗୋଟେ ଛିଡ଼ୁ ଥିବା ତାରା ଦେଖା ଯିବ। ଯାହାକୁ ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ଏହିପରି ହିସାବ କଲେ ଆପଣ ଗୋଟେ ମିନିଟରେ 60 ଟି ଛିଡୁଥିବା ତାରା କୁ ଦେଖିବାକୁ ପାଇବେ।

ଆଉ ଏହାକୁ ଆପଣ ସେବେ ଖାଲି ଆଖିରେ ଦେଖିପାରିବେ ଯେବେ ଆପଣଙ୍କ ପାଖରେ ଟେଲିଷ୍କପ ଥିବ । ଏକ ବଡ଼ ଉଲ୍କ ପିଣ୍ଡ ପୃଥିବୀର ପାଖ ଦେଇ ଗତି କଲା ବେଳେ ତାହା ଛୋଟ ଛୋଟ ଖଣ୍ଡରେ ପରିଣତ ହେଇଥାଏ। ଯାହା ପୃଥିବୀ ଭିତରକୁ ପ୍ରବେଶ କରିଥାଏ। ଯାହା ଖସିବା ସମୟରେ ଛୋଟ ଛୋଟ ତାରା ଭଳି ଦେଖାଯାଏ । ଆଉ ଏହା ପରେ ଡିସେମ୍ବରରେ ଆପଣ କୁଣ୍ଡେଖିବଙ୍କୁ ମିଳିବା କିଙ୍ଗ ଅଫ ମିଟିୟର ସ୍ଵଵର୍ ଯାହା ଛିଡ଼ୁ ଥିବା ରାଜା ମାନଙ୍କର ରାଜା ଅଟେ। ଏହା ବର୍ଷର ସବୁ ଠାରୁ ବଡ ମିଟିୟର ସ୍ଵଵର୍ ଅଟେ ।

Leave a Reply

Your email address will not be published. Required fields are marked *