ଋଷ ସେନା ନିଜକୁ ନିଜେ ଗୁ-ଳି କରୁଛନ୍ତି। ଯୁ-ଦ୍ଧ କ୍ଷେତ୍ର ଛାଡିଲେ ଡେଥ୍ ସ୍କ୍ବାର୍ଡ ହ-ତ୍ୟା କରୁଛି। ଋଷ ଓ ୟୁକ୍ରେନ ମଧ୍ୟରେ ଯୁ-ଦ୍ଧକୁ ଗତ ୨୬ ଦିନ ଧରି ଯୁ-ଦ୍ଧ ଥମିବାର ନାଁ ନେଉନି। ଏହି ଯୁ-ଦ୍ଧରେ ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ଧନ ଜୀବନ କ୍ଷ-ୟକ୍ଷ-ତି ହେଲାଣି। କିନ୍ତୁ ଫେନୃୟାରୀ ମାସ ୨୪ ତାରିଖରେ ୟୁକ୍ରେନ ଉପରେ ଆକ୍ର-ମଣ ଆରମ୍ଭ କରିଥିବା ଋଷ ଯାହା ଭାବିଥିଲା ବର୍ତ୍ତମାନ ପର୍ଯ୍ଯନ୍ତ ତାହା ହାସଲ କରିବାରେ ଋଷ ଆଦୌ ସଫଳ ହୋଇପାରି ନାହିଁ। ଋଷ ଭାବିଥିଲା ବହୁତ କମ ଦିନରେ ୟୁକ୍ରେନ ଉପରେ କବଜା କରିନେବ।
କିନ୍ତୁ ବର୍ତ୍ତମାନ ପର୍ଯ୍ଯନ୍ତ ୟୁକ୍ରେନ ଉପରେ କବଜା କରିବା ଋଷସେନା ପାଖରେ ସମ୍ଭବ ହୋଇପାରି ନାହିଁ। ୟୁକ୍ରେନ ସେନା ସହ ଦୀର୍ଘ ଦିନ ଧରି ଲ-ଢେଇ କରି କରି ଋଷସେନା ଥକି ପଡିଲେଣି। ବର୍ତ୍ତମାନ ଆଉ ଯୁ-ଦ୍ଧ ନୁହେଁ ବରଂ ଘରକୁ ଫେରିବା ପାଇଁ ଋଷସେନା ଚାହୁଁଛନ୍ତି। ଯେଉଁଥି ପାଇଁ ନିଜକୁ ନିଜେ ଗୁ-ଳି ଲରିବାକୁ ମଧ୍ୟ ଯବାନ ପଛାଉ ନାହାନ୍ତି। ଇଣ୍ଟରସେପ୍ଟେଡ ଋଷି ଫୋନ କଲରୁ ଜଣାପଡିଛିଯେ, ଋଷି ସୈନିକ ବର୍ତ୍ତମାନ ୟୁକ୍ରେନ ସେନାଙ୍କ ଗୋ-ଲାବା-ରୁଦ ଖୋଜିବାରେ ଲାଗିଛନ୍ତି।
କାହିଁକି ନା ନିଜକୁ ନିଜେ ଗୁଳି କରି ଆ-ହତ ହୋଇ ଘରକୁ ଫେରିବାର ରାସ୍ତା ଋଷ ସେନାମାନେ ଖୋଜୁଛନ୍ତି। ଯୁ-ଦ୍ଧରେ ୟୁକ୍ରେନ ସେନାର ଗୁ-ଳିରେ ଆ-ହତ ହୋଇଥିବା ଦର୍ଶାଇ ନିଜର ଘରକୁ ଫେରିବାକୁ ଚାହୁଁଛନ୍ତି। ଜଣେ ଯବାନ ତାଙ୍କର ମାଆଙ୍କୁ ଫୋନ କରି ଏପରି କିଛି କହିଥିବା ସମୟର କଲ୍ ରେ-କର୍ଡ ସାମ୍ନାକୁ ଆସିଛି। ଫୋନରେ ଯବାନ ଜଣକ କହିଛନ୍ତିଯେ ପୂର୍ବରୁ ଅନେକ ଯବାନ ଏପରି କରି ସାରିଛନ୍ତି।
ୟୁକ୍ରେନ ସେନାର ବନ୍ଧୁ-କରୁ ପରସ୍ପରକୁ ଗୁ-ଳି କରି ଚିକିତ୍ସା ପାଇଁ ମେଡିକାଲ ଯାଇଛନ୍ତି। ପାଖାପାଖି ୧୨୦ ଜଣ ଯବାନ ପୂର୍ବରୁ ଏପରି କରି ସାରିଛନ୍ତି। ୩୫୦ରୁ ଅଧିକ ସୈନିକ ତାବୁତରୁ ଋଷ ଫେରି ଯାଇଛନ୍ତି। ସେପଟେ ଋଷର ଆଉ ଏକ ସତ ସାମ୍ନାକୁ ଆସିଛି। ଋଷର କମାଣ୍ଡର ଯୁ-ଦ୍ଧରେ ସାମିଲ ହେବାକୁ ଚାହୁଁନଥିବା ଯବାନଙ୍କୁ ଗି-ରଫ କରି ତମକୁ ଜେ-ଲ ପଠାଇ ଦିଆଯାଉଛି । ଯେଉଁମାନେ ଯୁ-ଦ୍ଧରେ ସାମିଲ କରିବା ପାଇଁ ମନା କରୁଛନ୍ତି ସେମାନଙ୍କୁ ୮ ବର୍ଷ ପାଇଁ ଜେ-ଲ ଦ-ଣ୍ଡ ଶୁଣାଯାଉଛି।
ଏହା ସହିତ ପୁଟିନ ଡେଥ୍ ସ୍କ୍ବାର୍ଡ ନାମକ ଏକ ଦଳ ଗଠନ କରିଛନ୍ତି । ଯେଉଁମାନେ ଯୁ-ଦ୍ଧରେ ସାମିଲ ହେବାକୁ ମନା କରୁଛନ୍ତି କିମ୍ବା ଯୁ-ଦ୍ଧ କ୍ଷେତ୍ର ଛାଡି ପଳାୟନ କରୁଛନ୍ତି, ସେମାନଙ୍କୁ ଡେଥ୍ ସ୍କ୍ବାର୍ଡ ଖୋଜି ଖୋଜି ହ-ତ୍ୟା କରୁଛି। ଯାହାର ଖୁଲାସା କରିଛନ୍ତି ୟୁକ୍ରେନ ହାତରେ ଧରା ପଡିଥିବା ଜଣେ ଋଷ ସୈନିକ।