ରାନୁ ମଣ୍ଡଳଙ୍କ ପରେ ଏହି ଯୁବକ ହେଲେ ଭାଇରାଲ ! କଣ୍ଠରୁ ଗୀତ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ… ଦେଖନ୍ତୁ ଭିଡ଼ିଓ

ବର୍ତ୍ତମାନର ଇଣ୍ଟରନେଟ ଯୁଗରେ ଯେକୌଣସି ଘଟ-ଣାର ଭିଡିଓ ଅଳ୍ପ ସମୟ ମଧ୍ୟରେ ସେୟାର ହୋଇଥାଏ। ତେବେ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ। ସୋସିଆଲ ମିଡିଆରେ ଦେଖିବାକୁ ମିଳୁଥିବା ଭିଡିଓଗୁଡିକ ଯାହା ବହୁତ ମାତ୍ରାରେ ସେୟାର ହୋଇଥାଏ

ସେହି ସବୁ ଭିଡିଓଗୁଡିକ କିଛି କାରଣ ପାଇଁ ଲୋକମାନଙ୍କର ଟିକିଏ ଅଧିକ ପସନ୍ଦ ହୋଇଥାଏ। ତେଣୁ ଏହିଭଳି ଭିଡିଓ ଲୋକମାନଙ୍କର ବହୁତ ପସନ୍ଦ ଆସିଥାଏ। ତେବେ ଲୋକ ଏହାକୁ ଦେଖୁ ବହୁତ ଖୁସି ହୁଅନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ମଧ୍ୟ ଦିଅନ୍ତି। ସେହିପରି ଆଜି ଆମେ ଦେଖିବା ଏବଂ ଜାଣିବା ଏକ ଏମିତି ଭିଡିଓ ବିଷୟରେ ଯାହା ଆପଣଙ୍କୁ ନିଶ୍ଚିତ ଆଶ୍ଚର୍ଯ୍ୟ କରିଦେବ ଏବଂ ଖୁସି ମଧ୍ୟ ଦେବ।

କାରଣ ସେହିଭଳି ଏକ ଭାଇରାଲ ହେଉଥିବା ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ଆପଣ ଜାଣିଛନ୍ତି ଆଜିର ଏହି ଡିଜିଟାଲ ଦୁନିଆରେ ଅଧିକାଂଶ ସମୟରେ କିଛି ନା କିଛି ଏମିତି ଘଟ-ଣାର ଭିଡିଓ ସାମ୍ନାକୁ ଆସୁଛି ଯାହାକୁ ଦେଖିଲେ ଲୋକେ ଆଚମ୍ବିତ ହୋଇ ଯାଉଛନ୍ତି। ତେବେ ସେହିଭଳି ଏକ ଘଟ-ଣାର ଭିଡିଓ ବିଷୟରେ ଆମେ ଆଜି ଆପଣଙ୍କୁ କହିବାକୁ ଯାଉଛୁ।

ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏଠାରେ ଏହି ଭିଡିଓରେ ଜଣେ ଯୁବକଙ୍କ ଏକ ଆକର୍ଷଣୀୟ ସୁମଧୁର ଗୀତ ଗାଇବାର ଭିଡିଓ ସାମ୍ନାକୁ ଆସିଛି। ସେ ବହୁତ ସୁନ୍ଦର ଭାବରେ ଏହି ଗୀତକୁ ଗାଉଛନ୍ତି। ଯାହାକୁ ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ।

ଯୁବକ ଜଣଙ୍କ ନବେ ଦଶକର ଦୁଇଟି ସୁପରହିଟ ଗୀତ ଗାଉଥିବା ଶୁଣିବା ପାଇଁ ମିଳୁଛି। ଏହି ଗୀତ ଦୁଇଟି ହେଉଛି, ଓ ସିଫ ତୁମସେ ପ୍ୟାର କରତେ ହେଁ ଏବଂ ସୋଚେଙ୍ଗେ ତୁମସେ ପ୍ୟାର୍ କରକେ ନେହିଁ। ତେବେ ଆପଣ ଜାଣିଛନ୍ତି ନବେ ଦଶକର ଏହି ଦୁଇଟି ଗୀତ ଲୋକଙ୍କର ହୃଦୟକୁ କିପରି ଭାବରେ ଛୁଇଁ ପାରିଛି। ଏହି ଗୀତ ବର୍ତ୍ତମାନ ମଧ୍ୟ ଲୋକଙ୍କ ବହୁତ ପସନ୍ଦ। ତେବେ ଏହି ଗୀତର ପାଖାପାଖୁ ଅବିକଳ ସ୍ବର କରି ଏହି ଯୁବକଜଣଙ୍କ ଏଠାରେ ଗାଉଛନ୍ତି ଯାହାକୁ ଶୁଣିଲେ ବହୁତ୍ ସୁନ୍ଦର ଲାଗୁଛି। ଲୋକ ଏହାକୁ ଶୁଣି ବହୁତ୍ ଖୁସି ହେବା ସହ ଯୁବକଙ୍କ ଏହି ଗୀତକୁ ବହୁତ ସେୟାର ମଧ୍ୟ କରୁଛନ୍ତି।

ଅନେକ ଲୋକ ସୋସିଆଲ ମିଡିଆରେ ଏହି ଗୀତକୁ ଶୁଣିବା ପରେ ଏହି ଯୁବକ ଜଣଙ୍କ ଗାୟିକିକୁ ବହୁତ ପ୍ରଶଂସା କରୁଛନ୍ତି ଏବଂ ସୁନ୍ଦର ସୁନ୍ଦର ପ୍ରତି-କ୍ରିୟା ସବୁ ପ୍ରକାଶ କରୁଛନ୍ତି। ଆପଣ ଥରେ ଏହି ଗୀତକୁ ଶୁଣିଲା ପରେ ନିଶ୍ଚିତ ଭାବରେ ଭାବିବେଯେ ଏହି ଯୁବକ ଜଣଙ୍କ କିପରି ଏତେ ସୁନ୍ଦର ଭାବରେ ଅବିକଳ କରି ନବେ ଦଶକର ଏହି ଗୀତକୁ ସୁନ୍ଦର୍ ସ୍ୱରରେ ଗାଇ ଦେଉଛନ୍ତି। ଏହା ବହୁତ ଶ୍ରୁତି ମଧୁର ମଧ୍ୟ ହୋଇଛି।

Leave a Reply

Your email address will not be published. Required fields are marked *