ପାଗଳ କରିଛି ଭାରତୀୟ ସେନା : ପ୍ରତ୍ୟେକ ଦିନ ରାତିରେ ୧୦ କିମି ଦୌଡୁଛନ୍ତି,ବର୍ତମାନ ଚାରିଆଡୁ ମିଳୁଛି ପ୍ରଶଂସାର ସୁଅ,ଦେଖନ୍ତୁ ଭିଡ଼ିଓ

ମଣିଷ ତାର ପରିଶ୍ରମ ଓ ଆତ୍ମ ବିଶ୍ୱାସ ବଳ ରେ ସଫଳତା ର ଶୀର୍ଷ ରେ ପହଞ୍ଚି ଥାଏ । ଆତ୍ମବିଶ୍ଵାସ ସହିତ ଦୃଢ଼ ବିଶ୍ୱାସ ସଫଳତା ର ସବୁଠୁ ବଡ଼ ସିଢ଼ୀ ହୋଇଥାଏ । ଯଦି ଗୋଟିଏ ମଣିଷ ପରିଶ୍ରମୀ ହେବା ସହିତ ଆତ୍ମ ବିଶ୍ୱାସୀ ହୋଇଥିବ ତେବେ ସେ ତାର ଲକ୍ଷ୍ୟ ସ୍ଥଳ ରେ ଯେତେ ବାଧା ବିଘ୍ନ ଆସିଲେ ମଧ୍ୟ ପହଞ୍ଚି ପାରିବ । ସମାଜରେ ପ୍ରତେକ୍ ଲୋକ ସଫଳତା ହାସଲ କରିବା ପାଇଁ ଚାହିଁ ଥାନ୍ତି । କିନ୍ତୁ ସଫଳତା ବାଟ ରେ ଅନେକ ବାଧା ବିଘ୍ନ ଆସିଥାଏ । ତେବେ ଏହି ବାଧା ନାମକ ରାସ୍ତା କୁ ଯିଏ ପର କରିଥାଏ ସେ ବାଜିମାତ କରିଥାଏ ।

ତେବେ ଏହା କହିବା ଠିକ୍ ଯେ କେହି ଯଦି ଜଣେ ମନରେ କିଛି କରିବା ପାଇଁ ଦୃଢ଼ କରିଥାଏ ସେ ସମସ୍ତ ଅସମ୍ଭବ କାର୍ଯ୍ୟ କୁ ସମ୍ଭବ କରିଥାଏ । ଜୀବନ ରେ ଅନେକ ବାଧା ଦେଖା ଦେଇ ଥାଏ । ତେବେ ସମସ୍ତ ଙ୍କ ଜୀବନ ରେ ଅନେକ କଷ୍ଟ ଦେଖା ଦେଇ ଥାଏ । ଆଉ ଏହି କଷ୍ଟ କୁ ସହି ଯିଏ ଆଗକୁ ବଢେ , ସେ ସଫଳତା ର ଶୀର୍ଷ ରେ ପହଞ୍ଚେ । ଆଜି ଆମେ ଆପଣଙ୍କୁ ଜଣେ ଯୁବକ ଙ୍କ ବିଷୟ ରେ କହିବୁ ଯାହାଙ୍କର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି ।

ଭିଡ଼ିଓ ଭାଇରାଲ ହେଲା ରାତା ରାତି ଷ୍ଟାର୍ ହୋଇ ଗଲେ ପ୍ରଦୀପ । ପ୍ରଦୀପ ସେନା ରେ ସାମିଲ୍ ହେବା ପାଇଁ ପ୍ରତିଦିନ ରାତି ୧୦ କିମି ଦୌଡ଼ି ଦଉଡ଼ି ଘରକୁ ଫେରନ୍ତି । ଏହି ଭିଡ଼ିଓ କୁ ଚଳଚ୍ଚିତ୍ର ନିର୍ମାତା ବିନୋଦ କପ୍ରି ଟୁଇଟ କରିବା ପରେ ହିରୋ ପାଲଟିଛନ୍ତି ପ୍ରଦୀପ । କେବଳ ସେତିକି ନୁହେଁ ସାହାଯ୍ୟ ର ସୁଅ ମଧ୍ୟ ଛୁଟୁଛି । ସୂଚନା ଅନୁଯାୟୀ ପରିବାର ର ଆର୍ଥିକ ସ୍ଥିତି ଏତେଟା ଠିକ୍ ନ ଥିବା ବେଳେ ମକ ଦୋନାଲ୍ ରେ କାମ କରନ୍ତି ସେ ।

କାମ ସାରି ଘରକୁ ଦଉଡ଼ି ଦଉଡ଼ି ଆସୁଥିବା କଥା ପ୍ରଦୀପ କହିଛନ୍ତି । ପ୍ରଦୀପ ବାରାଲ୍ ରେ ତାଙ୍କ ଭାଇ ଙ୍କ ସହ ରୁହନ୍ତି । ପ୍ରତିଦିନ ନୋଇଡା ର ସେକ୍ଟର ୧୬ ରୁ କାମ ସାରି ଦୌଡ଼ି ଦୌଡ଼ି ଘରକୁ ଫେରନ୍ତି । ଭିଡ଼ିଓ ଭାଇରାଲ ହେବା ପରେ ସାହାଯ୍ୟ ର ହାତ ବଢ଼ାଇଛନ୍ତି ଅବସର ପ୍ରାପ୍ତ ଲିଫାନନଂଦ୍ ଜେନେରାଲ ସତିଶ ଦୁଆଓ । ପ୍ରଦୀପ ଙ୍କୁ ପ୍ରଶଂସା କରିବା ସହ ଲେଖିଛନ୍ତି ଜେ ପ୍ରଦୀପ କିପରି ଉତ୍ତୀର୍ଣ୍ଣ ହେବେ ଓ ଉଚିତ୍ ତାଲିମ ପାଇବେ କୁ ଯୋଗାଯୋଗ କରିଛି । ଆନନ୍ଦ ମହେନ୍ଦ୍ର ମଧ୍ୟ ଭିଡ଼ିଓ ଦେଖି ଯୁବକ ଙ୍କୁ ଅନେକ ପ୍ରଶଂସା କରିଛନ୍ତି ।

Leave a Reply

Your email address will not be published. Required fields are marked *