ବିଚ୍ ରାସ୍ତାରେ ମାଆ ସମାନ ଭାଉଜକୁ ଘୋଷାଡି ଘୋଷାଡି ମା-ରିଲା ଦିଅର,କାରଣ ଜାଣିଲେ ଅବାକ୍ ହୋଇ ରହିଯିବେ।

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ଏବେ ମଧ୍ୟ ସେହିଭଳି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ଦେଖିବାକୁ ମିଳିଛି।

ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଲା ଏହି କଳିଯୁଗର ଦିଅରଙ୍କୁ, ଯିଏକି ମାଆ ସମାନ ଭାଉଜକୁ ବିଚ୍ ରାସ୍ତାରେ ଘୋଷାଡି ଘୋଷାଡି ମା-ରିଥିଲେ। ଘଟ-ଣାଟି ହେଉଛି ଆମ ରାଜ୍ୟ କେନ୍ଦ୍ରାପଡା ଜିଲ୍ଲାର, ଏଠାରେ ହୋଲି ଦିନ କୌଣସି କାରଣରୁ ଭାଉଜ ଜଣକ ରା-ଗି ଯାଇ ରାସ୍ତାରେ ଆସି ଶୋଇକରି ନିଜର ଜୀବନ ଦେଇଦେବେ ବୋଲି କହିଲେ। ଏହାପରେ ଦିଅର ଜଣକ ଆସି ମହିଳାଙ୍କୁ ବିଚ୍ ରାସ୍ତାରେ ଘୋଷା-ଡିବା ପରେ ତାଙ୍କୁ ମା-ଡ ମଧ୍ୟ ମା-ରିଥିଲେ।

ଏଠାରେ ଅନେକ ଲୋକ ଠିଆ ହୋଇ ଦେଖୁଥିଲେ, ଆଉ ରାସ୍ତାରେ ଯାଉଥିବା କେତେକ ଗାଡି ନିଜ ଗାଡିକୁ ଅଟକାଇ ଦେଖିବା ସହ ଭିଡିଓ ମଧ୍ୟ କରିଥିଲେ। କେହି ଜଣେ ସେମାନଙ୍କ ମଧ୍ୟରୁ ଏହି ଭିଡିଓକୁ ସୋସିଆଲ ମିଡିଆରେ ଅପଲୋଡ କରିଥିଲେ। ଏହାପରେ ଏହି ଭିଡିଓଟି ଫୋନ୍ ରୁ ଫୋନ୍ କୁ ଘୂରିଥିଲା। ପରେ ଭାଉଜ ଜଣଙ୍କୁ ଏହି ବିଷୟରେ ପଚାରିବାରୁ ସେ କହିଥିଲେ କି, ଏହା ଆମର ଘରୋଇ କଥା ଏହାକୁ ଆପଣମାନେ ବେଶି ନ ବଢାଇ କମ୍ପ୍ରୋମାଇଜ୍ କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *