ପାଣି ଭର୍ତି ବେଲୁନ ମାଡ,ରାସ୍ତାରେ ଓଲଟିଲା ଅଟୋ,ଦେଖନ୍ତୁ ଭିଡ଼ିଓ

ତେବେ ବନ୍ଧୁଗଣ ଓଡ଼ିଶାରେ ପାଳନ କରାଯାଉଥିବା ସମସ୍ତ ପର୍ବପର୍ବାଣି ମଧ୍ୟରୁ ହୋଲି ପର୍ବ ବିଶେଷ ମହତ୍ତ୍ୱ ପ୍ରତିପାଦନ କରେ । ହୋଲି, ରଙ୍ଗ ପସରା ତଥା ଜାତି ଧର୍ମ ସମ୍ପ୍ରଦାୟର ସାଂସ୍କୃତିକ ଭାଇଚାରାର ଉତ୍ସବ । ଓଡିଶା ସମେତ ସମଗ୍ର ଭାରତ ହଜାର ହଜାର ବର୍ଷ ଧରି ପାଳନ କରାଯାଉଅଛି । କିନ୍ତୁ ହସ ଖୁସିରେ ପାଳନ କରାଯାଉଥିବା ଏହି ଉତ୍ସବ କେବେ କେବେ ପାଲଟିଯାଏ ମୃ-ତ୍ୟୁର ସୌଦାଗର । ହୋଲିର ମଜା ପାଲଟିଲା ସଜା । ହୋଲିରେ ମଜା କରିବା କିଛି ଲୋକଙ୍କ ପାଇଁ ବିପ-ଦର କାରଣ ପାଲଟିଛି ।

ଉତ୍ତର ପ୍ରଦେଶ ରାଜ୍ୟର ବାଗପତରେ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ମା-ମ-ଲା ସାମ୍ନାକୁ ଆସିଛି । ଏଠାରେ ଏକ ଚଳନ୍ତା ଅଟୋ ଉପରକୁ କିଛି ଲୋକ ମଜାରେ ପାଣି ଭର୍ତ୍ତି କରି ବେଲୁନ୍‌ ଫିଙ୍ଗିଥିଲେ । ଫଳରେ ଅଟୋଟି ରାସ୍ତା ଉପରେ ହିଁ ଓଲଟି ପଡ଼ିଥିଲା । ଏହି ସମୟରେ ଅଟୋରେ କିଛି ଯାତ୍ରୀ ବି ଥିଲେ । ଏହି ଘଟ-ଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି । ରି-ପୋ-ର୍ଟ ମୁତାବକ, ଏହି ଘ-ଟଣା ବାଗପତ୍‌ରେ ଦିଲ୍ଲୀ ଓ ସହାରନ୍‌ପୁର ହାଇେଓ୍ଵରେ ଘ-ଟିଛି ।

ହୋଲି ଖେଳିବା ବେଳେ କିଛି ଯୁବକ ପାଣିଥିବା ବେଲୁନ୍‌କୁ ଏକ ଚଳନ୍ତା ଅଟୋ ଉପରକୁ ଫିଙ୍ଗିଥିଲେ । ଫଳରେ ନିୟ-ନ୍ତ୍ରଣ ହରାଇ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିଥିଲା । ସୌଭାଗ୍ୟବଶତଃ ଏହି ସମୟରେ ରାସ୍ତାରେ କୌଣସି ଭାରୀ ଯାନ ଚଳପ୍ରଚଳ କରୁ ନଥିଲା । ଅଟୋରେ କିଛି ଯାତ୍ରୀ ବି ବସିଥିଲେ । ତେବେ ଅଟୋ ଟି ଓଲଟି ପଡ଼ିବାରୁ ଯାତ୍ରୀମାନେ ଆ-ହ-ତ ହୋଇଥିବା ଜଣାଯାଇଛି । ଭିଡିଓରେ ଦେଖାଯାଇଛି ଯେ କିଛିଲୋକ ରାସ୍ତା ପାର୍ଶ୍ବରେ ଛିଡ଼ା ହୋଇଛନ୍ତି । ଏହି ସମୟରେ ସେହି ରାସ୍ତାରେ ଏକ ଦ୍ରୁତଗତିରେ ଅଟୋଟି ଯାତ୍ରୀଙ୍କୁ ନେଇ ଯାଉଛି । ଏତିକି ବେଳେ ସବୁଜ ରଙ୍ଗର ଟିସାର୍ଟ ପିନ୍ଧିଥିବା ଜଣେ ଯୁବକ ପାଣିଭର୍ତ୍ତି ବେଲୁନ ଅଟୋ ଉପରକୁ ପିଙ୍ଗି ଦେଉଛନ୍ତି ।

ହଠାତ ଯୁବକଙ୍କ ଏଭଳି କାମରେ ଅଟୋ ଚାଳକ ଭ-ୟଭୀ-ତ ହୋଇ ଯାଉଛନ୍ତି । ଆଉ ସେ ଅଟୋ ଉପରେ ନିୟ-ନ୍ତ୍ରଣ ର-କ୍ଷା‌ କରି ପାରି ନଥିଲେ । ଫଳରେ ଅଟୋଟି ରାସ୍ତାକୁ ଓଲଟି ପଡ଼ିଥିଲା । ଏହି ଘ-ଟଣା ପରେ ଯୁବକ ଜଣକ ଘଟ-ଣାସ୍ଥ-ଳରୁ ଫେ-ରାର ହୋଇ ଯାଇଥିଲେ । ତେବେ ଭାଇରାଲ ହେଉଥିବା ଏହି ଭିଡିଓଟି ସହରର କୋତବାଲୀର କାଠା ଗାଁର ବୋଲି କୁହାଯାଉଛି । ଏହାକୁ ଅଜିତ ନାମକ ଜଣେ ଯୁବକଙ୍କ ଫେସ୍‌ବୁକ୍‌ ଆଇଡିରୁ ସେୟାର କରାଯାଇଛି

Leave a Reply

Your email address will not be published. Required fields are marked *