ଜଳୁଥିବା ଚିତାରୁ ଶବ ଉଠି ଛିଡା ହେଲା ଏବଂ ତା ପରେ ଯାହା ଘଟିଲା …,,ଦେଖନ୍ତୁ ଭିଡ଼ିଓ

ଯାହା ଆଖି ଦେଖି ବି ବୁଝି ପାରେନି ତାକୁ ଚମତ୍କାର କୁହାଯାଏ, ଏଥିପାଇଁ ଆମେ ଆମ ଦେଶରେ ରେକର୍ଡ ହୋଇଥିବା କିଛି ଏମିତି ଭିଡିଓ ସମ୍ପର୍କରେ ଆପଣମାନଙ୍କୁ କହିବୁ ଯାହାକୁ ଆପଣ ଯେତେ ଥର ଶୁଣି ନିଅନ୍ତୁ ବା ଦେଖି ନିଅନ୍ତୁ ତଥାପି ବି ଆପଣମାନେ ବୁଝି ପାରିବେନି ଯେ ପ୍ରକୃତରେ ଏହି ଘଟଣା କଣ ଅଟେ।

୧:- ଯଦି ଆପଣ ତାମିଲନାଡୁ କେବେ ଯାଇଛନ୍ତା ତେବେ ଆପଣଙ୍କୁ ଲଡ୍ ଅଫ୍ ତାମିଲନାଡୁ ବା ଭଗବାନ ମୃଗାଙ୍କ ଚମତ୍କାର ବିଷୟରେ ମାଲୁମ୍ ଥିବ। ଏମିତି ତାଙ୍କ ଚମତ୍କାର ମାନଙ୍କ ମଧ୍ୟରୁ ଏକ ରହସ୍ୟମୟ ଏବଂ ଚମତ୍କାର ଭିଡିଓ ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ। ଏଠାରେ ଲଡ୍ ମୃର୍ଗାନ୍ଙ୍କ ମୂର୍ତ୍ତି ଆଗରେ ତାଙ୍କର ଆଳତି କରା ଯାଉଥିଲା, ସେତେବେଳେ ଦେଖା ଯାଉଥିଲା କି ଆଳତି ସମୟରେ ବେଳେ ବେଳେ ଭଗବାନଙ୍କ ଆଖି ଖୋଲା ହେଉଥିଲା। ଆଳତି କରୁଥିବା ଲୋକଟି ଯେତେବେଳେ ନିଜର ହାତକୁ ଭାଗବାନଙ୍କ ମୁହଁ ତଳକୁ ଆଣୁଥିଲା ସେତେବେଳେ ତାଙ୍କର ଆଖି ଖୋଲା ହେଉଥିବାର ଦେଖିବାକୁ ମିଳୁଥିଲା।

୨:- ଆମ ଦୁନିଆ ଅଜବ ଜିନିଷରେ ଭରି ରହିଛି, ସେହି ଅଜବ ଜିନିଷ ମଧ୍ୟରୁ ଆମେ ଦେଖିବାକୁ ପାଇଲୁ ଏପରି କିଛି ଅଜବ ଭିଡିଓ ଯାହାକୁ ଦେଖିଲେ ମଧ୍ୟ ଆପଣମାନେ ସହଜରେ ବିଶ୍ୱାସ କରି ପାରିବେନି। ତେଲେଙ୍ଗାନା ଏକ ସ୍ଥାନରେ ଦେଖିବାକୁ ମିଳିଲା କି ଏକ ଛୋଟ ନିମ୍ବ ଗଛ ଚାରା ଟି ଆପେ ଆପେ ଘୂରୁ ଥିଲା, ଏହାକୁ କେହିବି ଟଚ୍ଚ୍ ବି କରୁନଥିଲେ ହେଲେ ଏହା ମୁଭ୍ କରୁଥିଲା।

୩:- ଲାଷ୍ଟ ଇୟର୍ ଝାଡଖଣ୍ଡର ଏକ ରାସ୍ତାରେ କିଛି ଆଶ୍ଚର୍ଯ୍ୟଜନକ ଜିନିଷ ଦେଖିବାକୁ ମିଳିଥିଲା ଆଉ ଏହା ସୋସିଆଲ୍ ମିଡିଆରେ ନିଆଁ ଭଳି ଭାଇରାଲ୍ ହୋଇଥିଲା। ଅନ୍ଧାର ରାତିର ଶୂନଶାନ୍ ରାସ୍ତାରେ ଦେଖିବାକୁ ମିଳିଥିଲା ଅଜବ ଏଲିଆନ୍ ଭଳି ଦେଖାଯାଉଥିବା ଜୀବଟି ରାସ୍ତାରେ ଚାଲି ଚାଲି ଯାଉଥିଲା। ଆଉ ସେହି ସମୟରେ ଏହି ଭିଡିଓ ନିଆଁ ଭଳି ଭାଇରାଲ୍ ହୋଇଥିଲା।

https://youtube.com/watch?v=UeE1j1upmYA

୪:- ୨୦୨୧ ଜୁନ୍ ମାସର ଏକ ଦିନରେ ଗୁଜୁରାଟ ରାଜ୍ୟର ଏକ ସହରରେ ବୁଢ଼ା ଠାରୁ ପିଲା ପର୍ଯ୍ୟନ୍ତ ସମସ୍ତେ ଆକାଶକୁ ଅନାଇ ଥିଲେ। ଆଉ ଅନାଇବା ପଛର କାରଣ ଥିଲା ଆକାଶରେ ଦେଖା ଯାଉଥିବା ଅଜବ ଲାଇଟ୍। ଆକାଶରେ ଦେଖା ଯାଉଥିବା ସେହି ଲାଇଟ୍ ଟି କାହାର ଥିଲା ତାହା ଏପର୍ଯ୍ୟନ୍ତ କେହି ବି ଜାଣି ପାରି ନାହାଁନ୍ତି।

୫:- ଆପଣ ଦୁନିଆରେ ଅନେକ ବୃଦ୍ଧ ବ୍ୟକ୍ତି ମାନଙ୍କୁ ଦେଖିଥିବେ ସେମାନେ ମ୍ୟାକ୍ସିମମ୍ ୭୦,୮୦,ନହେଲେ ୯୦ ବୟସର ହୋଇଥିବେ ହେଲେ ଆମେ ଆଜି ଆପଣମାନଙ୍କୁ ଆଜି ଯେଉଁ ବୃଦ୍ଧ ବ୍ୟକ୍ତିଙ୍କ ସମ୍ପର୍କରେ କହିବୁ ତାଙ୍କର ଜନ୍ମ ୧୮୯୬ ମସିହାରେ, ଅର୍ଥାତ୍ ତାଙ୍କର ଏବେର ବୟସ ୧୨୩ ବର୍ଷ। ସେ ଏବେବି ସୁସ୍ଥ ରହିବା ସହିତ ଯୋଗ ପ୍ରାଣାୟାମ୍ ଆଦି ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *