ନା ନା କହୁଥିଲା,ଏବେ ସାହାଯ୍ୟ କଲା : ୟୁକ୍ରେନକୁ ଡ୍ରୋନ ଦେବ ଆମେରିକା,ଗେମ ଚେଞ୍ଜ କରିଦେବ ଡ୍ରୋନ !

ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁ-ଦ୍ଧର ଘନଘଟା । ଋଷ ଆକ୍ରମଣରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟରେ ଯୁ-ଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ । ପୁଟିନ କାହାରି କଥା ଶୁଣୁ ନାହାନ୍ତି କି ଜେଲେନସ୍କି ମୁଣ୍ଡ ନୁଆଁଉ ନାହାନ୍ତି । ୟୁକ୍ରେନ ରାଜଧାନୀ କିଭ ଅକ୍ତିଆର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କିଭ ସୈନ୍ୟ । ଋଷର ଏକାଜିଦ୍ ସେ ୟୁକ୍ରେନ ଦ-ଖଲ କରିବ ।ୟୁକ୍ରେନ ସୈନ୍ୟ ମାନେ ମଧ୍ୟ ଋଷ ସୈନ୍ୟଙ୍କୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି ।

ଅନ୍ୟ ପଟେ ନା ନା କହୁଥିବା ଆମେରିକା ଆବେ ସାହାଯ୍ୟ କରିବ ବୋଲି କୁହାଯାଉଛି। ଏବେ ଶୁଣିବାକୁ ମିଳିଛି କି ୟୁକ୍ରେନକୁ ଡ୍ରନ ଦେବ ଆମେରିକା । ଆଗରୁ ନା ନା କହୁଥିବା ଆମେରିକା ଆବେ ୟୁକ୍ରେନକୁ ସାହାଯ୍ୟ କରିବ ବୋଲି କୁହା ଯାଇଛି । ଋଷିଆ ଓ ୟୁକ୍ରେନର ଯୁ-ଦ୍ଧ ବେଳେ ଆମେରିକା ଡ୍ରନ୍ ଦେବ ।

ଆଉ ସେହି ଡ୍ରନ ସବୁ ଖେଳ ଚେଞ୍ଜ କରିଦେବ ବୋଲି କୁହାଯାଇଛି। ଏହି ଡ୍ରୋନ ମିଳିବା ପରେ ଋଷିଆ ଉପରେ ଭାରି ପଢିବ ୟୁକ୍ରେନ। ଆମେରିକାର ଏହି ପରି ସହଯୋଗକୁ ନେଇ ଋଷିଆ ଆବେ ଚିନ୍ତାରେ ।ୟୁକ୍ରେନ ପାଖରେ ଏହି ଡ୍ରୋନୋ ପହଚିବ ମାତ୍ରେ ସେ ଋଷିଆର ବଞ୍ଚିବା କଷ୍ଟକର କରିଦେବ ବୋଲି ଶୁଣିବାକୁ ମିଳିଛି । ୟୁକ୍ରେନ କୁ 8 ଶହ ଟଙ୍କା ଡଲାର ର ଅତିରିକ୍ତ ସହାୟତା କରିବାକୁ ଯାଉଚି ଆମେରିକା

ଆମିକଜି ଡ୍ରାନ୍ ବେତିତ ଆମେରିକା ୟୁକ୍ରେନକୁ 800 ସ୍ତିଙ୍ଗର ଆଣ୍ଟ , ଏୟାରକ୍ରାଫ ସିଷ୍ଟମ , 100 ଗ୍ରେନେଡ ଲାଞ୍ଚର , 2 କୋଟି ରାଉଣ୍ଡ ଯୁଧ୍ୟା-ସ୍ତ୍ର ମଧ୍ୟ ଦେବ।ଆବେ ଖାଲି ଏବେ ଅପେକ୍ଷା କି ଋଷ୍ଷୟା ଉପରେ ଆକ୍ର-ମଣ କରିବା ପରେ ଋଷିଆ ର ପରିସ୍ଥିତି କିପରି ହେବ।

Leave a Reply

Your email address will not be published. Required fields are marked *