ତୃତୀୟ ପିଲାର ମାଆ ହେବାକୁ ଯାଉଛନ୍ତି କି କାଜଲ ?,ଭିଡ଼ିଓରେ ସଫା ସଫା ଦେଖାଗଲା ବେବି ବମ୍ଫ ! ଜାଣନ୍ତୁ ସତ୍ୟତା….

କାଜୋଲ ବଲିଉଡର ଜଣେ ଏପରି ଅଭିନେତ୍ରୀ,ଯିଏ କି ନିଜର ସାହସିକତା ପାଇଁ ଜଣାଶୁଣା ଅଟନ୍ତି | କାଜୋଲଙ୍କ ହୃଦୟରେ ଯାହା ଥାଏ, ତାହା ତାଙ୍କ ମୁଁହରେ ମଧ୍ୟ ଥାଏ ଏବଂ ବୋଧହୁଏ ନିଜର ଏହି ଗୁଣ ପାଇଁ ସେ ସମସ୍ତଙ୍କ ପ୍ରିୟ ଅଭିନେତ୍ରୀ ଅଟନ୍ତି | କାଜୋଲ ଯେତେବେଳେ ମଧ୍ୟ ମିଡିଆ ସାମ୍ନାରେ ନଜର ଆସନ୍ତି ତ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ନିଆଁ ପରି ଭାଇରାଲ ହୋଇଯାଏ |

ଟ୍ରୋଲରଙ୍କ ଟା-ର୍ଗେ-ଟରେ ଆସିଲେ କାଜୋଲ :-

ହେଲେ, ଅନେକ ଥର କାଜୋଲ ନିଜ ପୋଷାକ ପିନ୍ଧିବା ଶୈଳୀ ପାଇଁ ଟ୍ରୋଲରଙ୍କ ଟା-ର୍ଗେ-ଟରେ ରହିସାରିଛନ୍ତି | ସେ ଏହା ପୂର୍ବରୁ ମଧ୍ୟ ସେ ନିଜ ପସନ୍ଦର ପୋଷାକ ପିନ୍ଧିବା କାରଣରୁ ଟ୍ରୋଲଙ୍କ ଟା-ର୍ଗେ-ଟରେ ଆସିସାରିଛନ୍ତି | ଗୁରୁବାର ଦିନ ପୁଣି ଥରେ କାଜୋଲଙ୍କୁ କିଛି ଏହିପରି ପିନ୍ଧିଥିବାର ନଜର ଆସିଥିଲେ, ଯାହା ପରେ ସେ ଚର୍ଚ୍ଚାର ବିଷୟ ବନିଯାଇଛନ୍ତି |

View this post on Instagram

A post shared by Viral Bhayani (@viralbhayani)

ପାର୍ଟିରେ ସାମିଲ ହେଲେ ବଡ଼-ବଡ଼ ତାରକା :-

ପ୍ରକୃତରେ,ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ନିର୍ମାତା କରଣ ଜୋହର କିଛି ଦିନ ପୂର୍ବରୁ ଏକ ପାର୍ଟୀ ରଖିଥିଲେ, ଯେଉଁଠାରେ ବଲିଉଡର ବଡ଼-ବଡ଼ ତାରକାମାନେ ପହଞ୍ଜିଥିଲେ | ଏହି ପାର୍ଟି ସେ ଧର୍ମ ପ୍ରଡକ୍ସନ୍ସର ସିଇଓ ଆପୋର୍ଭା ମେହେତ୍ତାଙ୍କ ଜନ୍ମଦିନରେ ସେ ଏହି ପାର୍ଟୀ ଦେଇଥିଲେ। ବଲିଉଡରୁ ସେଠାକୁ ଗୌରୀ ଖାନ, ଆରିୟନ ଖାନ୍, ବିକି କୌଶଲ, କ୍ୟାଟ୍ରିନା କୈଫ, ଜାନଭି କପୁର, ନୀଲମ କୋଠାରି, ନେହା ଧୁପିଆ, ଅନନ୍ୟା ପାଣ୍ଡେ, ଅର୍ଜୁନ କପୁର,ତାରା ସୂତରିଆ ସହିତ ଅନ୍ୟ ଲୋକ ପହଁଞ୍ଜିଲେ | ସୋସିଆଲ ମିଡିଆରେ ଏହି ଜନ୍ମଦିନର ଫଟୋ ଛାଇ ହୋଇ ରହିଛି |

ହାଫ୍ ସୋଲଡର ବ୍ଲାକ୍ ଡ୍ରେସ୍ ରେ ନଜର ଆସିଲେ କାଜୋଲ :-

କରଣ ଜୋହରଙ୍କ ଘନିଷ୍ଠ ବନ୍ଧୁ କାଜୋଲ ମଧ୍ୟ ଏହି ପାର୍ଟୀରେ ଯୋଗ ଦେଇଥିଲେ। କିନ୍ତୁ କାଜୋଲ ତାଙ୍କ ପୋଷାକ ପାଇଁ ଟ୍ରୋଲ ହୋଇଗଲେ | ଅଭିନେତ୍ରୀ ହାଫ୍ ସୋଲଡର ବ୍ଲାକ୍ ଡ୍ରେସ୍ ପିନ୍ଧିଥିଲେ | ପ୍ରବେଶ ସମୟରେ କରଣ ଜୋହରଙ୍କୁ କାଜୋଲ ରିସିବି କରୁଥିବାର ନଜର ଆସିଲେ | କାଜୋଲ ନିଜ ମୋବାଇଲ କରଣଙ୍କୁ ଦେଲେ ଏବଂ ଏହା ପରେ ପାପାରାଜି ପାଇଁ ପୋଜ୍ ଦେବାକୁ ଲାଗିଲେ |

କଣ ପ୍ରେଗନେଟ ଅଛନ୍ତି କି କାଜୋଲ :-

ବ୍ଲାକ୍ ଡ୍ରେସ୍ ରେ କାଜୋଲ ବହୁତ ସୁନ୍ଦର ଦେଖାଯାଉଥିଲେ, ଯଦିଓ ତାଙ୍କର ଏହି ଡ୍ରେସ୍ ବହୁତ ଟାଇଟ ଥିଲା, ଯେଉଁଥିରେ ତାଙ୍କ ପେଟ ସ୍ପଷ୍ଟ ଦେଖାଯାଉଥିଲା | ଏହା ଦେଖି ଲାଗୁଥିଲା କି କାଜୋଲ ପ୍ରେଗନେଟ ଅଛନ୍ତି | ଏମିତିରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ କାଜୋଲଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଲେ |

ଟ୍ରୋଲ କରିବା ଆରମ୍ଭ କଲେ ୟୁଜର୍ସ :-

ଭିଡିଓ ଦେଖିବା ପରେ ଜଣେ ଉପଭୋକ୍ତା ଲେଖିଛନ୍ତି, ‘କଣ କାଜୋଲ ପ୍ରେଗନେଟ ଅଛନ୍ତି କି?’ ସେହିଭଳି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, ‘ଓ ମାଈ ଗଡ଼ ସେ ଗର୍ଭ-ବତୀ ଅଛନ୍ତି!’ ଆଉ କିଛି ଲୋକ କାଜୋଲର ଏହି ଫୋଟୋ ଏବଂ ଭିଡିଓ ଦେଖିବା ପରେ ତାଙ୍କୁ ଲଜ୍ଜିତ କରିବାକୁ ଲାଗିଲେ | ”କିଛି ଲୋକ ତାଙ୍କ ଡ୍ରେସିଂ ସେନ୍ସ ର ମଧ୍ୟ ସମାଲୋଚନା କରିଥିଲେ | ଜଣେ ଉପଭୋକ୍ତା ଲେଖିଛନ୍ତି, ‘ତାଙ୍କୁ ଓଜନ ହ୍ରାସ କରିବାର ଆବଶ୍ୟକ ଅଛି |’

ଫ୍ୟାନ୍ସ ମନେ କଲେ ଟ୍ରୋଲସ୍ସ ଙ୍କୁ ଚୁପ୍ :-

ଏହା ବ୍ୟତୀତ ମଧ୍ୟ ଅନେକ ଉପଭୋକ୍ତା ଏହିପରି ପ୍ରକାରର ମତାମତ ଦେଉଥିବାର ନଜର ଆସିଲେ, ଯଦିଓ ଅନେକ ଲୋକ କାଜୋଲଙ୍କ ସପୋର୍ଟରେ ମଧ୍ୟ ସେମାନଙ୍କର ପ୍ରତିକ୍ରିୟା ଦେଲେ | ଜଣେ ଉପଭୋକ୍ତା ଲେଖିଛନ୍ତି, ‘ବନ୍ଧୁଗଣ ଦୟାକରି ତାଙ୍କୁ ନିଶ୍ୱାସ ନେବାକୁ ଦିଅନ୍ତୁ, ମୁଁ ତାଙ୍କ ପ୍ରଶଂସକ ନୁହେଁ କିନ୍ତୁ ତାଙ୍କ ବୟସକୁ ଦେଖ ସେ ସ୍ଵଭାଵବିକ ଦେଖାଯାଉଛନ୍ତି,ତାଙ୍କୁ ପ୍ରଶଂସା କର 2 ପିଲାଙ୍କ ମାତା ଆଉ ମତେ ବିଶ୍ୱାସ ଅଛି କି ସେ ଅନ୍ୟ ମାନଙ୍କ ଠାରୁ ବହୁତ ହଟ ଅଟନ୍ତି |’ସେହିପରି ଅନ୍ୟ ଜଣେ ଲେଖିଛନ୍ତି,‘ସମସ୍ତେ କାହିଁକି ବଡି ସୋମିଙ୍ଗ କରୁଛନ୍ତି ?ଦାୟାକରି ଲୋକଙ୍କୁ ସମ୍ମାନ ଦିଅନ୍ତୁ, ବଞ୍ଚନ୍ତୁ ଏବଂ ବଞ୍ଚିବାକୁ ଦିଅନ୍ତୁ |

Leave a Reply

Your email address will not be published. Required fields are marked *