ଯେଉଁମାନେ ଭଗବାନଙ୍କୁ ବିଶ୍ୱାସ କରୁନାହଁ, ସେମାନେ ଗୋଟିଏ ଥର ନିଶ୍ଚିତ ଏ ଭିଡିଓକୁ ଦେଖନ୍ତୁ !

ଯେଉଁ ବ୍ୟକ୍ତିମାନଙ୍କ ଉପରେ ଭଗବାନଙ୍କର କୃପା ରହିଥାଏ ତାଙ୍କର ମୃ-ତ୍ୟୁକୁ କି ଡର। ଏହା ଆପଣ ନିଶ୍ଚିତ ଅନେକ ଥର ଶୁଣିଥିବେ। ଆଜି ଏହିପରି ଏକ ବାସ୍ତବ ଘ-ଟଣା ଆପଣ ଦେଖିବେ। ଆଜିର ଏହି ଘଟଣାରେ ଏକ ଦୁଇ ବର୍ଷର ପିଲାଟି ସେହି ଦୁର୍ଘ-ଟଣାରୁ ବଂଚିପାରିବା ସହଜ ହେଇନଥିଲା କିନ୍ତୁ ପିଲାଟି ଏଠାରେ ବଂଚିଯାଇଥିଲା। ଆସନ୍ତୁ ଜାଣିବା ଏହି ଘ-ଟଣା ବିଷୟରେ।

ତୃତୀୟ ମହଲାରୁ ପଡି ଯାଇଥିଲା ପିଲାଟି। ଘଟ-ଣାଟି ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାର ଅଟେ। ସୋମବାର ଦିନ ରାଘବେନ୍ଦ୍ର ନଗର ଅଂଚଳରେ ଏକ ଦୁଇ ବର୍ଷର ନିରୀହ ପିଲା (କାର୍ତିକ) ତୃତୀୟ ମହଲାରୁ ଖେଳୁ ଖେଳୁ ତଳେ ପଡିଯାଇଥିଲା। ପିଲାଟି ତୃତୀୟ ମହଲାରୁ ପଡିବା ସତ୍ୱେ ମଧ୍ୟ ପିଲାଟିର କିଛି ହେଇନଥିଲା।ସମ୍ପୂର୍ଣ ଘଟ-ଣାଟି ସେଠାରେ ଲାଗିଥିବା ସିସିଟିଭିରେ ରେ-କର୍ଡ ହୋଇଯାଇଥିଲା। ଭିଡିଓରେ ଆପଣ ଦେଖୁଥିବେ ଜଣେ ମହିଳା ସେଠାରେ ତଳେ ଯାଉଥିଲେ ଏବଂ ମହିଳାଙ୍କ ଦେହରେ ମାଡ଼ ହେବା ପରେ ପିଲାଟି ସେଠାରେ ପଡିଗଲା।

https://youtu.be/L-CndQfBXuY

କିନ୍ତୁ ପିଲାଟି ଏତେ ଉପରୁ ପଡିବା ପରେ ମଧ୍ୟ ପିଲାଟିର କିଛି ଆ-ଘା-ତ ଲାଗିନଥିଲା। କିନ୍ତୁ ମହିଳାଙ୍କ ଉପରେ ପିଲାଟି ମାଡ଼ ହେଇଥିଲେ ଓ ମହିଳାଙ୍କୁ ସାମାନ୍ୟ ଆ-ଘା-ତ ଲାଗିଥିଲା। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏତେ ଉପରୁ ପିଲାଟି ପଡିଲେ ବଂଚିବା ସମ୍ଭବ ନଥିଲା।

କାର୍ତିକଙ୍କ ପିତା ରାଜବିର ଯାଦବଙ୍କ ଅନୁସାରେ ଘ-ଟଣା ସମୟରେ ସେ ଡିଉଟିରେ ଥିଲେ। ଏବଂ ସେ ସମୟରେ ତୃତୀୟ ମହଲାରେ ତାଙ୍କପତ୍ନୀ ଓ ୧୮ ମାସର ପୁଅ କାର୍ତିକଙ୍କ ସହ ମାମାଙ୍କର ୧୪ ବର୍ଷର ଝିଅ ମଧ୍ୟ ଥିଲା। କାର୍ତିକ ଖେଳୁ ଖେଳୁ କୁଆଡେ ଯାଉଥଲେ ଏବଂ ଏହା ପରେ ସେଠାରେ ରେଲିଂ ରେ ଓହଳି ଖେଳିବା ଆରମ୍ଭ କରିଥିଲେ।

ତଳେ ପଡ଼ିବା ସମୟରେ ଇଲେକ୍ଟ୍ରି ତାରରେ ମଧ୍ୟ ମାଡ଼ ହେଇଥିଲେ ଏବଂ ଏହା ପରେ ସେଠାରେ ଯାଉଥିବା ମହିଳାଙ୍କ ଦେହରେ ମାଡ଼ ହୋଇଯାଇଥିଲା| ଘ-ଟଣା ପରେ ତୁରନ୍ତ କାର୍ତିକଙ୍କୁ ହସ୍ପିଟାଲ ନିଆ ଯାଇଥିଲା। କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ପିଲାଟିର କିଛି ହେଇନାହିଁ।

Leave a Reply

Your email address will not be published. Required fields are marked *