ଋଷ ପାଇଁ ଗୋଜିଆ କିଳା ସଜାଡୁଛନ୍ତି ୟୁକ୍ରେନ ନାଗରିକ ! ଦେଖନ୍ତୁ ଭିଡ଼ିଓ

ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁ-ଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁ-ଦ୍ଧର ଘନଘଟା । ଋଷ ଆକ୍ର-ମଣ ରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟରେ ଯୁ-ଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସୂଚନାରୁ ଜଣ ପଢ଼ିଛି ।

ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁ-ଦ୍ଧର ଘନଘଟା । ଋଷ ଆକ୍ର-ମଣରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟରେ ଯୁ-ଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ । ପୁଟିନ କାହାରି କଥା ଶୁଣୁ ନାହାନ୍ତି କି ଜେଲେନସ୍କି ମୁଣ୍ଡ ନୁଆଁଇବାକୁ ପ୍ରସ୍ତୁତ ନାହାନ୍ତି।

ଅନ୍ୟ ପଟେ ଋଷ ପାଇଁ ଅ-ସ୍ତ୍ର ସଜାଡୁଚି ୟୁକ୍ରେନ । ନିଜେ ୟୁକ୍ରେନ ଶ୍ରମିକ ମାନଙ୍କ ଦ୍ବାରା ଋଷ ପାଈ ରୋଡ ରେ ଓଲ୍ଡିଂ କରି ଅ-ସ୍ତ୍ର ତିଆରି କରୁଚି ୟୁକ୍ରେନ। ଯୋଉ ଅ-ସ୍ତ୍ର ଦ୍ବାରା ସେ ସୈନିକଙ୍କର ଆସୁଥିବା ସବୁ ଗାଡିକୁ ଲିକ୍ କରି ସେମାନଙ୍କର ଗତିକୁ ମନ୍ଥର କରିପାରିବେ। ଯାହା ଫଳ ରେ ଏମାନଙ୍କୁ ଆକ୍ର-ମଣ କରିବା ସହଜ ହେବ ।

ଖାଲି ସେତିକି ନୁହେଁ କାମ କରୁଥିବା ଶ୍ରମିକ ମାନଙ୍କ ମନବୋଲକୁ ବଢ଼ାଇବା ପାଇଁ ସେଠାରେ ଏକ ବ୍ୟକ୍ତି ଗୀତ ଗାଇ ସେମାନେ କୁ ପ୍ରସହିତ କରୁଥିଲା। ୟୁକ୍ରେନ ରେ ପ୍ରତେକ ଟି ନଗରୀ କ ତାଙ୍କ ଦେଶ ପାଈ ଥିବା କର୍ତ୍ତବ୍ୟ କୁ ପାଳନ କରୁଛନ୍ତି। ଆଉ ନିଜ ର ଯୋଗ୍ୟତା ଅନୁସାରେ ତିଆରି କରୁଛନ୍ତି ଏହି ଭୋଳି ଛୋଟ ଛୋଟ ଯୁ-ଦ୍ଧ ଉପକରଣ। ଯାହା ତାକୁ ସୁର-କ୍ଷା ଦେବା ରେ ସାହାଯ୍ୟ କରିବ ବୋଲି କୁହା ଯାଉଚି।

Leave a Reply

Your email address will not be published. Required fields are marked *