ଦେଖନ୍ତୁ କେମିତି ନକଲି ମ-ଦ ତିଆରି ହୁଏ ?

ମାନବ ନିଜର ସ୍ଥିତି କୁ ସୁଦୃଢ କରିବା ପାଇଁ ଯାହା ଯାହା ଆବଶ୍ୟକ କରେ ସେ ସବୁ ମଧ୍ୟ ଏଇ ସ୍ବାସ୍ଥ୍ୟ ହେଉଛି ଅନ୍ୟତମ । କାରଣ ସ୍ବାସ୍ଥ୍ୟ ହି ଶ୍ରେଷ୍ଠ ସମ୍ପଦ । ମ-ଦ୍ୟପା-ନ ଶରୀର ପ୍ରତି ହାନିକାରକ ହୋଇଥାଏ। ହେଲେ ଦେଶରେ ମ-ଦ୍ୟ-ପ ଙ୍କ ସଂଖ୍ୟା ଏତେ ମାତ୍ରା ରେ ବଢ଼ିଚାଲିଛି । ମ-ଦ୍ୟପା-ନ ଯୋଗୁ କେତେ ଘରେ ଅଶାନ୍ତି ହବା ସହିତ କେତେ ଘରେ ଖାଇବାକୁ ପାଉନାହାଁନ୍ତି। କେତେ ସ୍ତ୍ରୀ ନିର୍ଯା-ତନା ହେଉଛନ୍ତି।

ତେବେ ଏହାକୁ କେହି ରୋକି ପରୁ ନାହାଁନ୍ତି। ମ-ଦ ପିଇ ନି-ଶା ରେ ଏପରି କିଛି କାମ କରି ଯାଉଛନ୍ତି ଅମା-ନବୀୟ ଘ-ଟଣା । କିଏ ମ-ଦ ପିଇ ସ୍ତ୍ରୀ କୁ ମା-ରୁଛି ତ ପୁଣି କିଏ ହ-ତ୍ୟା । ପୁଣି କେତେବେଳେ ନି-ରୀହ କ-ନ୍ୟା ବଳା-ତ୍କାର ର ଶି-କାର ହେଉଛନ୍ତି । ମ-ଦ ନେଉଛି ଜୀବନ । ତଥାପି ଚେତୁନି ମଣିଷ । ମ-ଦ କୁ ମଧ୍ୟ ରୋକା ଯାଇ ପାରୁ ନାହିଁ । ଆପଣ ମାନେ ଜାଣିଛନ୍ତି କୁ ମ-ଦ କୁ କିପରି ତିଆରି କରା ଯାଉଛି । ଏହା ଦେହ ପାଇଁ କେତେ କ୍ଷ-ତିକା-ରକ ଅଟେ ।

ହୋଲି ପର୍ବ ରେ ନାମୀ ଦାମି ମ-ଦ କିପରି ଡିପ୍ଲିକେଟ୍ ହୋଇ ବ୍ୟବସାୟ କରୁଥିବା ସମୟ ରେ ଏକସାଇସ୍ ପକ୍ଷ ରୁ ଯାଇ ରେଡ୍ କରିଥିଲେ । ଅପ-ରାଧୀ କୁ ଧରି ଆଣିଥିଲେ । ଅପ-ରାଧୀ କିପରି ଦୁପ୍ଲିକେତ ମ-ଦ କୁ ପ୍ରସ୍ତୁତ କରି ଦେଖାଇଥିଲେ । ପାଣି ରେ ରଙ୍ଗ ମିଶାଇ ସେଥି ରେ ଖରାପ୍ ମ-ଦ ମିଶାଇ ମଦ ପ୍ରସ୍ତୁତ କରି ଥିଲା ।

ସେଥିରେ ନାମି ଦାମୀ କମ୍ପାନୀ ର କାଚ ଓ ଲେଖା ଲଗାଇ ତାକୁ ବିକ୍ରି କରୁଥିଲେ । ଏହାକୁ ସେ ମାଲିକ ପାଖରେ ଦେଉଥିଲେ । ମାଲିକ ଏହାକୁ ବିକ୍ରି କରୁଥିଲେ । ସେ କେବଳ ଘର ଭଡ଼ା ଦେଉଥିଲେ । ଏହି ବିଷୟ ରେ ଖବର ପାଇ ପୋ-ଲିସ ସେହି ଜାଗାରେ ଯାଇ ପହଞ୍ଚି ପେଟି ପେଟି ଦୁପ୍ଲିକେଟ୍ ମ-ଦ କୁ ଜ-ବତ କରିଥିଲା । ଏହି ମ-ଦ ଦେହ ପାଇଁ କ୍ଷ-ତିକା-ରକ ଅଟେ ।

Leave a Reply

Your email address will not be published. Required fields are marked *