ବାଇଗଣ ଖେଳ ହେଲା କାଳ, ଶୁଣନ୍ତୁ ବଞ୍ଚିଯାଇଥିବା ଛାତ୍ରଙ୍କ ମଧ୍ୟରୁ ସେଇ ହୃଦୟ ବିଦାରକ ଘ-ଟଣା

ରାଜ୍ୟରେ ଧୁମ୍‌ଧାମ୍‌ରେ ହୋଲି ପର୍ବ ଶନିବାର ଶେଷ ହୋଇଯାଇଛି । ବିଗତ ୨ ବର୍ଷ ହେବ କରୋନା କଟକଣା ଯୋଗୁଁ ହୋଲି ଖେଳ ହୋଇପାରି ନଥିବାରୁ ଏଥର ଲୋକେ ଅଧିକ ଉତ୍ସାହିତ ଦେଖାଯାଇଛନ୍ତି । ଏଥି ପାଇଁ ଅନେକ ସ୍ଥାନରେ ଅଘ-ଟଣ ଓ ହିଂ-ସା ମଧ୍ୟ ଦେଖାଯାଇଛି । ତେବେ କାଲି ଏକ ବଡ଼ ଖୁସି ର ଦିନ ଥିଲା ତାହା ପୁଣି କେବଳ ଓଡ଼ିଆ ବାସୀ ଙ୍କ ପାଇଁ ନୁହେଁ ବରଂ ଦେଶ ସାରା ଏହି ହୋଲି ଉତ୍ସବ ପାଳନ କରନ୍ତି ।

ଏହି ଦିନରେ କିଏ ଖୁସି ରେ ରଙ୍ଗ ଖେଳୁ ଥିବା ବେଳେ ଆଉ କିଛି ଅଛନ୍ତି ଯେଉଁ ମାନେ ଦୁଃ-ଖ ର ସାଗର ରେ ବୁଡି ରହି ଥାଆନ୍ତି । କାଲି ହୋଲି ଉତ୍ସବ ରେ ସେଭଳି ଏକ ବଡ଼ ଦୁର୍ଘ-ଟଣା ଘ-ଟି ଯାଇଛି ଯାହାକୁ ଶୁଣିଲେ ଲୋକ ଟାଙ୍କୁରୀ ଉଠିବ । ହୋଲି ଖେଳିବା ପରେ ସତେ ଯେମିତି ମୃ-ତ୍ୟୁ ମାଡ଼ି ଆସି ଥିଲା ଆଉ ଏହି କାଳ ଜଣେ ନୁହେଁ କି ଦୁଇ ଜଣ ନୁହେଁ ଏକା ସାଙ୍ଗରେ ୬ ଜଣ ଙ୍କୁ ଭସାଇ ନେଇ ଥିଲା ।

ଏଭଳି ଏକ ଘ-ଟଣା ଯାଜପୁର ଜିଲ୍ଲା ରେ ଦେଖିବା ପାଇଁ ମିଳିଛି ଯାହାକି ଏକ ବଡ଼ ଦୁର୍ଘ-ଟଣା ଘଟି ଯାଇଛି । ସାଙ୍ଗ ସାଥି ମିଶି ହୋଲି ଖେଳି ସାରିବା ପରେ ୧୦ ଜଣ ଗାଧୋଇବା ପାଇଁ ଏକ ବଡ଼ ନଦୀ କୁ ଯାଇ ଥିଲେ ଓ ଖେଳୁଥିଲେ । ଖେଳିବା ସମୟରେ ରାହୁଲ ନାମକ ଜଣେ ଯୁବକ ଅଳ୍ପ ପାଣି ଭିତରକୁ ଚାଲି ଯାଇ ଥିଲେ କିନ୍ତୁ ପରେ ପରେ ସେ ଆଉ ଫେରି ନଥିଲେ ।

ଫଳରେ ତାଙ୍କର ୫ ଜଣ ସାଙ୍ଗ ରାହୁଲ ଙ୍କୁ ଉ-ଦ୍ଧାର କରିବାକୁ ସେହି ନଦୀ କୁ ଡେଇଁ ପଡ଼ି ଥିଲେ କିନ୍ତୁ ସେହି ୫ ଜଣ ସାଙ୍ଗ ଆଉ କେହି ମଧ୍ୟ ଫେରି ପାରି ନଥିଲେ । ଚାହୁଁ ଚାହୁଁ ୬ ଜଣଙ୍କ ଜୀବନ ସେହି ଠାରେ ହିଁ ଚାଲି ଯାଇ ଥିଲା । ଏହି ଘଟ-ଣାଟି ଯାଜପୁର ଜିଲ୍ଲାର ବନ୍ଧମୁଣ୍ଡା ଗ୍ରାମରେ ଶୋ-କର ଛା-ୟା ଖେଳି ଦେଇଚି । ଆଉ ଏହିଠାରେ ୧୦ ଜଣ ପିଲା ଖରସ୍ରୋତା ନଈ କୁ ଗାଧେଇବା ପାଇଁ ଯାଇଥିଲେ ଆଉ ତା ପରବର୍ତ୍ତୀ ସମୟରେ କିଛି ପିଲା ନି-ଖୋଜ ହୋଇ ଯାଇଥିଲେ । ସେମାନେ ସମସ୍ତେ ଆସିଥିଲେ ରଙ୍ଗ ଖେଳି ଗାଧେଇବାକୁ ଯାହା ତାଙ୍କ ପାଇଁ ଥିଲା କାଳ

ଖରସ୍ରୋତା ନଦୀରେ ଗତକାଲି ବୁଡ଼ି ଯାଇଥିବା ପିଲାମାନଙ୍କ ମୃ-ତଦେ-ହ ଉ-ଦ୍ଧାର ହୋଇଛି । ଅଗ୍ନିଶମ ବାହିନୀର କର୍ମଚାରୀମାନେ ଦୀର୍ଘ ଘଣ୍ଟା ହେବ ନିଜର ଅପରେସନ ଜାରି ରଖିଥିବା ବେଳେ ସମସ୍ତ ମୃ-ତଦେ-ହ ଉ-ଦ୍ଧାର ହୋଇଛି । ଅଗ୍ନିଶମ ବାହିନୀକୁ ଆଜି ସକାଳୁ କ୍ରିଷ୍ଣା ଜେନାର ମୃ-ତଦେ-ହ ମିଳିଥିବା ବେଳେ ଅପରାହ୍ନରେ କରନ ଜେନାଙ୍କ ମୃ-ତଦେ-ହ ମିଳିଛି ।

ଏହା ପୂର୍ବରୁ ଶୁଭମ ଜେନା ଓ ସୁବ୍ରତ ଜେନାର ମୃ-ତଦେ-ହ ଗତକାଲି ମିଳିଥିଲା । ତେବେ ଏବେ ସୁଦ୍ଧା ରାହୁଲ ଜେନା ଓ ବବଲୁ ଜେନା ନି-ଖୋ-ଜ ଅଛନ୍ତି । ଅମିତ ଜେନା ସୁସ୍ଥ ହୋଇ କଟକ ବଡ଼ମେଡିକାଲରୁ ଗତକାଲି ରାତିରେ ଘରକୁ ଫେରି ଆସିଛନ୍ତି । ତେବେ ତାଙ୍କ ଆଖି ସାମ୍ନା ରେ ଏହି ସମସ୍ତ ଘ-ଟଣା ଘଟି ଯାଇଛି ।

Leave a Reply

Your email address will not be published. Required fields are marked *