ଦେଖନ୍ତୁ ଭିଡ଼ିଓ : ବୃଦ୍ଧ ବ୍ୟକ୍ତିଙ୍କୁ ଉଚିତ ଶିକ୍ଷା ଦେଲା ଷଣ୍ଢ, ବିନା କାରଣରେ ଷଣ୍ଢକୁ ବାଡେଇବାରୁ ବୃଦ୍ଧଙ୍କ ଏପରି ଅବସ୍ଥା…

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।

ଇଣ୍ଟରନେଟରେ ଅନେକ ସମୟରେ ଜୀବଜନ୍ତୁଙ୍କ ଉପରେ ଅନ୍ୟାୟ ହେଉଥିବା ଦେଖିବାକୁ ପାଉଥିବେ, ଏପରି ଅନେକ ଭିଡିଓ ରହିଛି ଯାହାକୁ ଦେଖିଲେ ଆପଣମାନେ କାନ୍ଦିବାକୁ ଲାଗିବେ। ମାତ୍ର ଆମେ ଆଜି ଆପଣମାନଙ୍କୁ ଯେଉଁ ଭିଡିଓ ସମ୍ପର୍କରେ କହିବୁ ତାହାକୁ ଶୁଣିଲେ ଆପଣମାନଙ୍କ ମନ ଖୁସି ହୋଇଯିବ। ସୋସିଆଲ ମିଡ଼ିଆରେ ଭାଇରାଲ୍ ହୋଇଥିବା ଏହି ଭିଡିଓରେ ବିନା କାରଣରେ ଏକ ଷଣ୍ଢକୁ ବାଡେଇଥିବା ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଉଚିତ୍ ସବକ୍ ଶିଖାଇଛି ଷଣ୍ଢ।

ରାସ୍ତା କଡରେ ଏକ ଷଣ୍ଢଟି ଛିଡା ହୋଇଛି ଏବଂ ସେ କାହାର କିଛି କ୍ଷତି କରୁନାହିଁ। କିଛି ସମୟ ପରେ ଜଣେ ବୃଦ୍ଧ ବୟସ୍କ ସେହି ରାସ୍ତା ଦେଇ ଯାଉଛନ୍ତି, ଆଉ ସେ ଧରିଥିବା ବାଡିରେ ହଠାତ୍ ଷଣ୍ଢ ଟିକୁ ବାଡେଇବାକୁ ଲାଗିଲେ। ଏହାପରେ ଯାହା ଦେଖିବାକୁ ମିଳିଲା ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ବୃଦ୍ଧ ଜଣକ ଷଣ୍ଢଟିକୁ ବାଡେଇବା ପରେ ଷଣ୍ଢଟି ମଧ୍ୟ ନିଜର ଅସଲ ରୂପ ଦେଖାଇଥିଲା। ସେ ମଧ୍ୟ ରାଗି ଯାଇ ବ୍ୟକ୍ତି ଙ୍କୁ ନିଜ ଶିଙ୍ଗରେ ଉଠାଇ ଫିଙ୍ଗି ଦେଇଥିଲା।

Leave a Reply

Your email address will not be published. Required fields are marked *