ଫ୍ଲିପକାର୍ଟର ବଡ ଡିସକାଉଣ୍ଟ ! ମାତ୍ର ୭୪ ଟଙ୍କାରେ କିଣିପାରିବେ ସାମସଙ୍ଗର ଏହି ସ୍ମାର୍ଟଫୋନ,ଜାଣନ୍ତୁ କେମିତି କିଣିବେ !

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି। ଏପରି କିଛି କାମ ନାହିଁ କି ଆପଣ ମାନେ କହିବେ ପାରିବେ ଯେ ଏହା ଅନ୍ଲାଇନ୍ ଦ୍ୱାରା ହେବା ସମ୍ଭବ ନୁହେଁ ବୋଲି। ତେବେ ଲୋକ ମାନେ ଘରେ ବସି ଫୋନ୍ ଦ୍ୱାରା ଅନ୍ଲାଇନ୍ ମାଧ୍ୟମରେ ଅନେକ ସବୁ କାମ କରି ପାରୁଛନ୍ତି।

ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ସେହିପରି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି କଥା ସୋସିଆଲ୍ ମିଡିଆରେ ଫ୍ଲିପକାଟ୍ ତରଫରୁ ଭାଇରାଲ୍ ହୋଇଛି।

ଫ୍ଲିପକାର୍ଟରେ ମୋବାଇଲ୍ସ ବୋନାନଞ୍ଜା ସେଲ୍ ଚାଲିଛି । ଯେଉଁଥିରେ ସ୍ମାର୍ଟଫୋନରେ ଡ଼ିସକାଉଣ୍ଟ ଦିଆଯାଇଛି। ଯଦି ଆପଣ ଏକ ନୂତନ ସ୍ମାର୍ଟଫୋନ୍ କିଣିବାକୁ ପ୍ଲାନ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଭଲ ସୁଯୋଗ ରହିଛି। ସେଲରେ ସାମସଙ୍ଗ ଫୋନ୍ ଗୁଡିକ ବହୁତ ଶସ୍ତାରେ କିଣିହବ। ସାମସଙ୍ଗ ଗାଲାକ୍ସି F12 ବହୁତ କମ୍ ମୂଲ୍ୟରେ ବି ଆପଣ କାଣିପାରିବେ।

ଅଫର୍ସର ଲାଭ ଉଠାଇ ଫୋନକୁ ୭୪ ଟଙ୍କାରେ କିଣିପାରିବେ ଗ୍ରାହକ ।ସାମସଙ୍ଗ ଗାଲାକ୍ସି F12 4GB RAM + 64GB ଷ୍ଟୋରେଜ୍ ଭାରିଆଣ୍ଟର ଲଞ୍ଚ ମୂଲ୍ୟ ୧୨,୪୯୯ ଟଙ୍କା, କିନ୍ତୁ ଫୋନ ଫ୍ଲିପକାର୍ଟରେ ୯୪୯୯ ଟଙ୍କାରେ ବିକ୍ରି ହେଉଛି। ଅର୍ଥାତ୍ ଫୋନରେ ୩୫୦୦ ଟଙ୍କା ଡ଼ିସକାଉଣ୍ଟ ଦିଆଯାଉଛି। ଏହା ବ୍ୟତୀତ ଅନେକ ବ୍ୟାଙ୍କ ଏବଂ ଏକ୍ସଚେଞ୍ଜ ଅଫର ପରେ ଫୋନର ଦାମ୍ ବହୁତ କମ୍ ହୋଇଯାଉଛି।

ଯଦି ଆପଣ ଫୋନ୍ କିଣିବା ପାଇଁ ଆକ୍ସିସ୍ କ୍ରେଡିଟ୍ କିମ୍ବା ଡେବିଟ୍ କାର୍ଡ ସହିତ ପେମେଣ୍ଟ କରୁଛନ୍ତି, ତେବେ ଆପଣଙ୍କୁ ୪୭୫ ଟଙ୍କା ଡ଼ିସକାଉଣ୍ଟ ମିଳିବ, ଅର୍ଥାତ୍ ଫୋନର ମୂଲ୍ୟ ୯୦୨୪ ଟଙ୍କା ହେବ। ଏହା ପରେ ଏକ୍ସଚେଞ୍ଜ୍ ଅଫର୍ ମଧ୍ୟ ଅଛି।ସାମସଙ୍ଗ ଗାଲାକ୍ସି F12 ରେ ୮୯୫୦ ଟଙ୍କା ଏକ୍ସଚେଞ୍ଜ ଅଫର ଅଛି।

ଯଦି ଆପଣ ପୁରୁଣା ସ୍ମାର୍ଟଫୋନ୍ ଏକ୍ସଚେଞ୍ଜ କରୁଛନ୍ତି ତେବେ ପାଣଙ୍କୁ ଏତିକି ଟଙ୍କାର ଅଫ୍ ମିଳିଯି । ୮୯୫୦ ଟଙ୍କାର ସମ୍ପୂର୍ଣ୍ଣ ଲାଭ ସେତେବେଳେ ମିଳିବ ଯଦି ଫୋନର କଣ୍ଡିସନ୍ ଭଲ ଥିବ ଏବଂ ମଡେଲ୍ ଲାଟେଷ୍ଟ ହୋଇଥିବ । ସମ୍ପୂର୍ଣ୍ଣ ଅଫ୍ ମିଳିସାରିବା ପରେ ଫୋନର ଦାମ୍ ୭୪ ଟଙ୍କା ହୋଇଯିବ । ଅର୍ଥାତ୍ ୧୨,୪୯୯ ଟଙ୍କାର ଫୋନ୍ ଆପଣ ମାତ୍ର ୭୪ ଟଙ୍କାରେ କିଣିପାରିବେ।

Leave a Reply

Your email address will not be published. Required fields are marked *