ଯାଆଁଳା ଶିଶୁଙ୍କୁ ନେଇ ସତ କହିଲେ ଭାରତୀ ସିଂ, କହିଲେ- ଦେଢ ମାସ ପର୍ଯ୍ୟନ୍ତ ଜଣା ପଡିଲାନି କିନ୍ତୁ ତା’ପରେ

ନିଜର ଶ୍ରେଷ୍ଠ କମେଡି ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ହସାଇଥିବା ଭାରତୀ ସିଂ ଟିଭିର ଲୋକପ୍ରିୟ ଶୋ ‘ଦେଶ କେ ହୁନାରବାଜ’ର ହୋଷ୍ଟ କରୁଛନ୍ତି। ଏହି ଶୋ’ରେ ସେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିଆଙ୍କ ସହ ନଜର ଆସିଛନ୍ତି | ସୂଚନା ଯୋଗ୍ୟ କି ଏହି ଦିନ ମାନଙ୍କରେ ଭାରତୀ ସିଂ ଗର୍ଭ-ବତୀ ଅଛନ୍ତି ଏବଂ ସେ ଗର୍ଭ-ଧାରଣର ଶେଷ ଦିନମାନଙ୍କରେ ମଧ୍ୟ କାମ କରୁଛନ୍ତି |

ଆଶା କରାଯାଉଛି କି ଏପ୍ରିଲ ମାସରେ ଭାରତୀ ଏବଂ ହର୍ଷ ଲିମ୍ବାବାୟା ପିତା-ମାତା ଵନିଯିବେ | କିନ୍ତୁ ଏହାପୂର୍ବରୁ ଭାରତୀ ସିଂଙ୍କ ବିଷୟରେ ଖବର ଆସିଛି ଯେ ସେ ଦୁଇ ସନ୍ତାନର ମା ହେବେ। ବର୍ତ୍ତମାନ ଭାରତୀ ସିଂ ଏହା ଉପରେ ପ୍ରତି-କ୍ରିୟା ପ୍ରକାଶ କରିଛନ୍ତି ଏବଂ ସେ ତାଙ୍କ ପ୍ରେ-ଗେ-ନ୍ସୀ ବିଷୟରେ ମଧ୍ୟ ଖୋଲାଖୋଲି ଭାବେ କଥା ହୋଇଛନ୍ତି।

ଆମେ ଆପଣଙ୍କୁ କହିରଖୁଛୁ କି,ଭାରତୀ ଏବଂ ହର୍ଷ 2017 ମସିହାରେ ଗୋଆରେ ବଡ଼ ଧୁମ୍-ଧାମ୍ ର ସହିତ ବିବାହ କରିଥିଲେ | ବିବାହର ଚାରି ବର୍ଷ ପରେ ଡିସେମ୍ବର 2021 ରେ ଏହି ଦମ୍ପତି ସେମାନଙ୍କର ଗ-ର୍ଭଧା-ରଣ ବିଷୟରେ ଘୋଷଣା କରିଥିଲେ | ଏହି ନିକଟରେ ହିଁ ତାଙ୍କ ପ୍ରେ-ଗ୍ରେ-ନ୍ସୀ ବିଷୟରେ କଥାବାର୍ତ୍ତା କରି ଭାରତୀ ସିଂ କହିଛନ୍ତି, ‘ମୁ ଖାଉଛି’ ‘ସୁଟିଙ୍ଗ କରୁଛି’,’ଡ୍ୟାନ୍ସ ଦେୱାନେ’ ରେ ଡ୍ୟାନ୍ସ କରୁଛି |

ପରେ ମୁଁ ଭାବିଲି କି, ଚାଲ ଏହାକୁ ଥରେ ଚେକ୍ କରିବା | ଯେତେବେଳେ ମୁଁ କରିଲି, ମୁଁ ଟେଷ୍ଟ କୁ ତଳେ ରଖିଲି ଆଉ ବାହାରକୁ ଆସିଲି | ଯେତେବେଳେ ମୁଁ ପୁଣି ଗଲି ଆଉ ଯାଇ ଦୁଇଟି ଗାର ଦେଖିଲି, ସେତେବେଳେ ମୁଁ ହର୍ଷଙ୍କୁ ଏହା ବିଷୟରେ କହିଲି | ତେଣୁ ଏହା ଆମ ପାଇଁ ଏକ ଆ-ଶ୍ଚର୍ଯ୍ୟ କରିଦେବା ଭଳି କଥା ଥିଲା | ଆମେ ଏପରି ଯୋଜନା କରିନଥିଲୁ କି, ପିଲା ଜନ୍ମ କରିବାର ଏଇଟା ଠିକ ସମୟ ବୋଲି |

ଏଥିସହିତ ଯା-ଆଁ-ଳା ଶିଶୁଙ୍କ ପ୍ରତି-କ୍ରିୟାରେ ଭାରତୀ ସିଂ କହିଛନ୍ତି ଯେ “ଆପଣ ଭାବୁଛନ୍ତି ଏହା ଯାଆଁଳା ଶିଶୁଙ୍କ ପେଟ ଅଟେ |” ଭାରତୀ କହିଛନ୍ତି ଯେ କେବଳ “ଗୋଟିଏ ଅଛି, ଜଣା ନାହିଁ ବାବା ଅଟେ ନା ବାବି | ହର୍ଷଙ୍କୁ ପିଲାମାନେ ବହୁତ ପସନ୍ଦ | ଆମେ ବହୁତ ଉତ୍ସାହିତ ଅଛୁ | ମୁଁ ଜାଣିନି କାହିଁକି ମୁଁ ଏପର୍ଯ୍ୟନ୍ତ ଶିଶୁକୁ ଭଲ ପାଉ ନାହିଁ? ମୁଁ ହର୍ଷଙ୍କୁ ସବୁବେଳେ ପଚାରେ କି,ପ୍ରେମ କେବେ ହବ | ସମସ୍ତେ କୁହନ୍ତି ଯେତେବେଳେ ସେ ହାତକୁ ଆସିବ ସେତେବେଳେ ହେଵ | ବର୍ତ୍ତମାନ ମୁଁ ଜାଣେ ନାହିଁ ହାତକୁ ସେ କେବେ ଆସିବ |

କହିରଖୁଛୁ, ଯେତେବେଳେ ଭାରତୀଙ୍କୁ ପଚରାଗଲା ଯେ ସେ ଗର୍ଭ-ବତୀ ହେବାପରେ ମଧ୍ୟ କାହିଁକି କାମ କରୁଛନ୍ତି? ଏହାର ଜବାବରେ ଭାରତୀ କହିଥିଲେ, “ସେ ଜଣେ ପ୍ରେ-ଗ୍ରେ-ନ୍ସୀ ୱାରକିଙ୍ଗ ମହିଳାଙ୍କୁ ନେଇ ଲୋକଙ୍କ ଚିନ୍ତାଧାରାକୁ ପରିବର୍ତ୍ତନ କରିବାକୁ ଚାହୁଁଛନ୍ତି | ମୁଁ ତୁମର ଆଉ ଭାରତର ଯେତେ ମାଆ ଅଛନ୍ତି, ସମସ୍ତଙ୍କ ଚିନ୍ତାଧାରାକୁ ବଦଳେଇବି | ମୁଁ ବନିବି ଭାରତର ପ୍ରଥମ ପ୍ରେଗ-ନେଟ୍ ୟାଙ୍କର |

ବର୍ତ୍ତମାନ ଭାରତୀ ସିଂ ରିଆଲିଟି ସୋ ‘ହୁନାରବାଜ’ର ସାନ୍ ବଢ଼ାଉଛନ୍ତି ଏବଂ ସେ ତାଙ୍କ ସ୍ୱାମୀ ହର୍ଷ ଲିମ୍ବାଚିୟାଙ୍କ ସହ ଏହାକୁ ଜୋରଦାର ହୋଷ୍ଟିଙ୍ଗ କରୁଛନ୍ତି। ଏହି ଶୋ’ରେ ଅଭିନେତ୍ରୀ ପାରିନୀତି ଚୋପ୍ରା, ମିଥୁନ ଚକ୍ରବର୍ତ୍ତୀ ଏବଂ କରଣ ଜୋହର ଜଜ୍ ଙ୍କ ଭୂମିକାରେ ନଜର ଆସୁଛନ୍ତି |

Leave a Reply

Your email address will not be published. Required fields are marked *