୪୦୦ ଟଙ୍କାରେ ନିଅନ୍ତୁ AC ର ମଜା ! ଗୋଟେ ଗ୍ଲାସ ପାଣି ପୁରା ରୁମ୍ କୁ କରିଦେବ ଥଣ୍ଡା ; ବିଦ୍ୟୁତ୍ ବିଲ୍ ବି ଆସିବା ନ ଆସିବା ସଙ୍ଗେସଙ୍ଗେ ସମାନ

ଆଗକୁ ଆସୁଛି ଗ୍ରୀଷ୍ମ ଋତୁ | ଲୋକମାନେ କୁଲର୍ ଏବଂ AC କୁ ସର୍ଭିସ କରିବା ଆରମ୍ଭ କରିଦେଲେଣି | ମାର୍କେଟରେ ଗୋଟେ ବହୁତ ହିଁ ଦମ୍-ଦାର AC ଆସିଛି ଯାହା କି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ମଧ୍ୟ ଏୟାର କଣ୍ଡିସନର ଅପେକ୍ଷା ଆକାରରେ ବହୁତ ଛୋଟ ଅଟେ | ଯଦି ଆପଣ କମ ବିଦ୍ୟୁତ୍ ରେ ବେଶି ପବନ ଦେଉଥିବା ପୋର୍ଟେବଲ୍ କୁଲିଂ ଡିଭାଇସ୍ ର ସନ୍ଧାନ କରୁଛନ୍ତି

ତେବେ ଏହି ପୋର୍ଟେବଲ୍ ଏୟାର କଣ୍ଡିସନର ଆପଣଙ୍କ ପାଇଁ ଗୋଟେ ସାନଦାର ଅଫସନ୍ ହୋଇପାରେ | କମ୍ ମୂଲ୍ୟ ଵାଲା ଏହି ପୋର୍ଟେବଲ୍ ମିନି କୁଲର୍ କିଛି ହିଁ ମିନିଟ୍ ମଧ୍ୟରେ ରୁମ୍ କୁ ଥଣ୍ଡା କରିପାରେ | ଯଦି ଆପଣ କିଣିବାକୁ ଆଗ୍ରହୀ ଅଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏହି ବିଷୟରେ ସମ୍ପୂର୍ଣ ଡିଟେଲେସ୍ କହିବାକୁ ଯାଉଛୁ

ଷ୍ଟଡି କରିବା ସମୟରେ, ଅଫିସ୍ କାମ କରିବାବେଳେ,ଏହି ପୋର୍ଟେବଲ୍ ମିନି AC ସର୍ବୋତ୍ତମ ବୋଲି ପ୍ରମାଣିତ ହୋଇପାରେ | ଏହି ଡିଭାଇସ୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ କିଣାଯାଇପାରିବ | ମୂଲ୍ୟର ଆରମ୍ଭ 400 ରୁ କମ୍ ରୁ ଆରମ୍ଭ ହୋଇ 2 ହଜାର ଟଙ୍କା ପର୍ଯ୍ୟନ୍ତ ଯାଏ | ଏହାକୁ ଅଲଗା-ଅଲଗା ଡିଜାଇନ୍ ଏବଂ ଆକାରରେ କିଣାଯାଇପାରିବ | ଫ୍ଲିପକାର୍ଟରେ ମଧ୍ୟ ଅନେକ ଅଫସନ୍ ଉପଲବ୍ଧ ଅଟେ, ଆପଣ ଯାଇ ଆପଣଙ୍କର ପ୍ରିୟ ମିନି ଏସି ବାଛିପାରିବେ |

କମିତି କରିବ କାମ :-

ଏଥିପାଇଁ ଆପଣଙ୍କୁ ଶୁଖିଲା ବରଫ କିମ୍ବା ପାଣି ବ୍ୟବହାର କରିବାକୁ ପଡିବ | ଏହା ମାଧ୍ୟମରେ ହିଁ ଇଏ ଥଣ୍ଡା ପ୍ରଦାନ କରିବ | ଏହା ଚଳାଇବା ଅତ୍ୟନ୍ତ ସହଜ ହେବ ଏବଂ ଏହା ଅଧିକ ବିଦ୍ୟୁତ୍ ମଧ୍ୟ ଖର୍ଚ୍ଚ କରେ ନାହିଁ | ଟେବୁଲରେ କାମ କରୁଥିବା ଲୋକଙ୍କ ପାଇଁ ଏହି ଡିଭାଇସ୍ ବହୁତ ଭଲ ପ୍ରମାଣିତ ହେବ |

Leave a Reply

Your email address will not be published. Required fields are marked *