ରସିକିଆ ଗଣିତ ମାଷ୍ଟରଙ୍କ ପ୍ରେମରେ ନାବାଳିକା ଛାତ୍ରୀ, ଘର ଛାଡ଼ି ଫେ-ରାର

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ, ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି। ପୋଲିସ୍‌ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚ-ମ୍ପ-ଟ ମା-ରିଥିଲେ। ଶେଷରେ ତନାଘନା ପରେ ପୋ-ଲି-ସ୍‌ ରସିକିଆ ଗଣିତ ମାଷ୍ଟରଙ୍କୁ ଗି-ରଫ କରିଛନ୍ତି।

ପୋ-ଲିସ ହାତରେ ଧରାପଡ଼ିଲେ ରସିକିଆ ଗଣିତ ମାଷ୍ଟର। ନାବାଳିକା ଛାତ୍ରୀକୁ ପ୍ରେମ ଜାଲରେ ଫସାଇ ଗଣିତ ମାଷ୍ଟର ଚ-ମ୍ପଟ ମା-ରିଥିଲେ। ଶେଷରେ ତନାଘନା ପରେ ପୋ-ଲିସ୍‌ ରସିକିଆ ଗଣିତ ମାଷ୍ଟରଙ୍କୁ ଗି-ରଫ କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥା-ନା ଅଞ୍ଚଳରେ ଏହି ଘ-ଟଣା ଘଟିଛି।ସୂଚନା ଅନୁସାରେ, ସମ୍ପୃକ୍ତ ଶିକ୍ଷକ କୁତ୍ରା ରାଞ୍ଚି ରୋଡ୍‌ରେ ଥିବା ଏକ ଘରୋଇ ଇଂଲିଶ ମିଡିୟମ ସ୍କୁଲରେ ଶିକ୍ଷକତା କରୁଥିଲେ।

ଚଳିତ ମାସ ୫ ତାରିଖରେ ଶିକ୍ଷକ ଜଣକ ସେହି ସ୍କୁଲରେ ପଢୁଥିବା ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ନେଇ ଫେ-ରାର ହୋଇଯାଇଥିଲେ। ଛାତ୍ରୀଙ୍କ ନି-ଖୋଜ ପରେ ପରିବାର ଲୋକ ଏନେଇ ଥା-ନାରେ ଏ-ତଲା ଦେଇଥିଲେ। ଏହାପରେ ପୋ-ଲିସ୍‌ ଛାନ୍‌ଭିନ୍‌ ଆରମ୍ଭ କରିଥିଲା।

ଶିକ୍ଷକ ଜଣକ ରାଜଗାଙ୍ଗପୁରରେ ରହୁଥିଲେ। ତେଣୁ ପୋ-ଲିସ ରାଜଗାଙ୍ଗପୁରର ବିଭିନ୍ନ ସ୍ଥାନରେ ରାତି ଅଧିଆ ଛାନ୍‌ଭିନ୍‌ ଆରମ୍ଭ କରିଥିଲା। ମୋବାଇଲ ଟ୍ରେସିଂ ପରେ ସମ୍ପୃକ୍ତ ଶିକ୍ଷକଙ୍କ ସହଯୋଗୀଙ୍କ ସୁରାଗ ପାଇଥିଲା ପୋ-ଲିସ।ସହଯୋଗୀକୁ ଥା-ନାକୁ ଆଣି ପଚରାଉଚରା ପରେ ଶିକ୍ଷକ ଓ ଛାତ୍ର ଜଣକ ବିହାରରେ ଶିୱାନ ଜିଲ୍ଲାର କରୁଆ ଅଞ୍ଚଳରେ ରହୁଥିବା ନେଇ ପୋ-ଲିସ୍‌ ଜାଣିବାକୁ ପାଇଥିଲା।

ଏହାପରେ କୁତ୍ରା ଥା-ନା ଆଇଆଇସି ସୁଶାନ୍ତ ପରିଡ଼ାଙ୍କ ସମେତ ଏକ ଟିମ୍‌ ବିହାର ଶିଓ୍ୱାନ ଜିଲ୍ଲାର କରୁଆ ଗାଁରେ ଚଢଉ କରିଥିଲା। ସେଠାରୁ ଛାତ୍ରୀଙ୍କୁ ଉ-ଦ୍ଧାର କରିବା ସହ ସମ୍ପୃକ୍ତ ଶିକ୍ଷକଙ୍କୁ ଗି-ରଫ କରିଛି ପୋ-ଲିସ୍‌। ଗଣିତ ମାଷ୍ଟରଙ୍କ ପାଖରୁ ପ୍ରିଣ୍ଟିଂ ମେସିନ, ବାଇକ, ସିନ୍ଦୂର, କାଚ ସହ କିଛି ଟଙ୍କା ଜ-ବତ କରିଛି। ଏନେଇ ପ୍ରେସ୍‌ମିଟ୍‌ରେ ଏସଡିପିଓ ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *