ରାଣୀ ପଣ୍ଡା କାନ୍ଦି କାନ୍ଦି କହିଲେ ଶେଷ କଥା,ଯେଉଁ ସମାଜ ମୋତେ ଅପମାନ ନିନ୍ଦା କରୁଛି…ଦେଖନ୍ତୁ ଭିଡିଓ

ଆଜିକାଲି ଯୁଗ ଏମିତି ହୋଇ ଗଲାଣି ଯେକୌଣସି ଘଟଣା ହେଉ ତାହା କିଛି ସମୟ ମଧ୍ୟରେ ସମସ୍ତଙ୍କ ପାଖରେ ଅତି ସହଜରେ ପହଂଚି ପାରୁଛି । ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତ କିଏ ସିନେମା କଥା ତେବେ କିଏ ଯାତ୍ରା କଥା ।

ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଯୋଲିଓଡ ଏ ମଧ୍ୟ । ଅଧିକାଂଶ ଲୋକେ ଯାତ୍ରା ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକ ଙ୍କୁ । ତେବେ ଯାତ୍ରା ଜଗତରେ ବିଭିନ୍ନ କଳାକାର ଅଛନ୍ତି । ସେମାନଙ୍କ ମଧ୍ୟରୁ ରାନୀ ପଣ୍ଡା ହେଉଛନ୍ତି ଜଣେ କଳାକାର । ତାଙ୍କୁ କିଏ ବା ନ ଜାଣେ ।

ଓଡ଼ିଆ ଇଣ୍ଡଷ୍ଟ୍ରି ର ବିବାଦୀୟ ଅଭିନେତ୍ରୀ ରାନୀ ପଣ୍ଡା । ବିବାଦକୁ ବାଦ୍ ଦେଲେ ରାନୀ ଜଣେ ଭଲ ହୃଦୟର ମଣିଷ ମଧ୍ୟ । ସେ ଅନେକ ଲୋକ ମାନଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି । ତେବେ ଯେ କୌଣସି ଘଟଣା ଘଟୁ ନାଁ କାହିଁକି ସେ କେବେ ବି ନିଜ ମୁଁହ ଖୋଲିବାକୁ ଡରନ୍ତି ନାହିଁ । ସାହସର ସହ ସେ ନିଜର ମତ ରଖିଥାନ୍ତି । ଏହିଅତ୍ୟାଧୁନିକ ସମୟ ଏବେ ଘରେ ଘରେ ଦେଖା ଦେଇଛି ଏହାର ପ୍ରଭାବ ।

ରାଜନୀତିକ, ସାମାଜିକ, ଅର୍ଥନୈତିକ, ଇତ୍ୟାଦି ସବୁ ପ୍ରକାର ଆଲୋଚନା, ସମାଲୋଚନା, ପର୍ଯ୍ୟଲୋଚନା ସବୁ ଘଟଣା ଶୀଘ୍ର ଲୋକଙ୍କ ପାଖରେ ପହଂଚି ପାରୁଛି । ଏହି ସମୟରେ ସର୍ବଦା ଚର୍ଚ୍ଚାକୁ ଆସି ଥାଆନ୍ତି ଅଭିନେତ୍ରୀ ରାନୀ ପଣ୍ଡା । ତେବେ ଏକ ସାକ୍ଷାତକାର ରେ ସେ ନିଜର ଇଚ୍ଛା ପ୍ରକାଶ କରିବାକୁ ଯାଇ କହିଛନ୍ତି ନିଜ ମନ ର କଥା । ତେବେ ରାଣୀ ପଣ୍ଡା କଳାକାର ପାଇଁ କେତେବେଳେ ଚର୍ଚ୍ଚା ରେ ଥାନ୍ତି ତ କେତେବେଳେ ବିବାଦୀୟ ମନ୍ତବ୍ୟ କୁ ନେଇ ଥାନ୍ତି । ପୁଣି ଅର୍ଦ୍ଧ ନଗ୍ନ ହୋଇ ନୃତ୍ୟ ପରିବେଷଣ ପାଇଁ ହେଉ କି ଯାତ୍ରା ରେ ଦର୍ଶକଙ୍କ କାନ କାମୁଡିବା ପାଇଁ ହେଉ ସବୁବେଳେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାନ୍ତି ।

ତେବେ ଏହି ସାକ୍ଷାତକାର ରେ ସେ କହିଛନ୍ତି ତାଙ୍କ ର ଜୀବନ ସାଥି ହେବାପାଇଁ କହାରି ସାହସ ନାହିଁ । ତେଣୁ ରାନିପଣ୍ଡା କେବେବି ବାହା ହେବେ ନାହିଁ । ଆଉ ଯଦି କୌଣସି ନିର୍ଦ୍ଦେଶକ ରାଣୀ ପଣ୍ଡା ଙ୍କ ଜୀବନୀ ରେ କୌଣସି ଫିଲ୍ମ କରିବାକୁ ଚାହାନ୍ତି , ତାଙ୍କ ର ସେଥିରେ କାମ କରିବାକୁ ଇଛା ରହିଛି । ଆଉ ସମସ୍ତଙ୍କ ଦୁଃଖ ଅସୁବିଧା ବେଳେ ଯିଏ ଯାଇ ଠିଆ ହୁଅନ୍ତି ଶେଷ ରେ ସେ ହିଁ ନିନ୍ଦା ର ସାମ୍ନା ହୋଇଥାନ୍ତି । ସେହିପରି ରାଣୀ ପଣ୍ଡା ଙ୍କୁ ମଧ୍ୟ ସେଥିପାଇଁ ନିନ୍ଦା ସହିବାକୁ ପଡ଼ିଛି । ଆଉ ଏକ କଥା ସେ କହିଛନ୍ତି ଯେ ମୃତ୍ୟୁ ସମୟ ରେ ସେ ନିଜର ସବୁ ଅଙ୍ଗ ଦାନ କରିଦେବାକୁ ଚାହୁଁଛନ୍ତି । ସେ କହିଛନ୍ତି ଯେ ସେ ନିଜ ଅଙ୍ଗ ଦାନ ଦେଇଦେବେ ।

Leave a Reply

Your email address will not be published. Required fields are marked *