ବୃଦ୍ଧାଶ୍ରମରେ କଣ ସବୁ କା-ରାନା-ମା ଚାଲିଥିଲା? ଆପଣ ଶୁଣିଲେ ଆପଣଙ୍କର ହୋସ ଉଡିଯିବ…

ବନ୍ଧୁଗଣ କ୍ୟାମେରାମ୍ୟାନ ମାନସ ହତ-ୟଆ-ର ଷ-ଡ଼ଯ-ନ୍ତ୍ରକାରୀ ସାମ୍ବାଦିକାଙ୍କୁ ପୋ-ଲିସ ଖୋ-ଜୁଛି। ପୋ-ଲି-ସକୁ ଚକମା ଦେଖାଇ କେଉଁ ଆଡେ ଫେ-ରାର ହୋଇ ଯାଇଛନ୍ତି ଏହି ସାମ୍ବାଦିକା ଜଣକ?ଗି-ରଫ ହୋଇଥିବା ଏହି ତିନି ଅଭି-ଯୁକ୍ତଙ୍କ କହିବା ଅନୁସାରେ ପୋ-ଲିସ ସ୍କାନରରେ ସାମ୍ବାଦିକା। ଏହି ଜ-ଘ-ନ୍ୟ ହ-ତ୍ୟାକା-ଣ୍ଡରେ ସାମ୍ବାଦିକାଙ୍କ ସିଧାସଳଖ ହାତ ରହିଛି। ସାମ୍ବାଦିକାଙ୍କ ରହିଥିବା ଦୟାଲ ବୃଦ୍ଧାଶ୍ରମ ହିଁ ଖୋଲିବ ମାନସ ହ-ତ୍ୟାର ରହସ୍ୟ।

ଏହି ବୃଦ୍ଧାଶ୍ରମର ଉପର ମହଲାରେ କଣ ଚାଲିଥିଲା? କି ଭିଡିଓ ସୁଟିଂ କରୁଥିଲେ ସେହିଠାରେ କ୍ୟାମେରାମ୍ୟାନ ମାନସ। ଏୟାର ଫିଲଡ଼ର ବୃଦ୍ଧାଶ୍ରମର ଉପର ମହଲାକୁ ଆପଣମାନେ ଏହି ଭିଡିଓ ମାଧ୍ୟମରେ ଦେଖି ପାରୁଥିବେ। ଏହି ଘରେ ହିଁ ମାନସଙ୍କୁ ହ-ତ୍ୟା କରାଯାଇଥିଲା। ହ-ତ୍ୟା କରିବା ପରେ ରଣପୁର ନିଆଯାଇ ସେଠାରେ ପୋତି ଦିଆଯାଇଥିଲା।

ଫେବୃଆରୀ ୭ ତାରିଖରେ ମାନସଙ୍କୁ ଚାରିରୁ ପାଞ୍ଚ ଜଣ ଡାକି ଆଣିଥିଲେ ଏବଂ ଭିଡିଓ କ୍ଲିପ ଦେବାକୁ କହିଥିଲେ। ପରେ ଆରମ୍ଭ ହୋଇଥିଲା ବଚସା ଏବଂ ଏହାପରେ ହ-ତ୍ୟା। ଦୟାଲ ବୃଦ୍ଧାଶ୍ରମକୁ ଚଳାଉଥିଲେ ସାମ୍ବାଦିକା ଜଣକ। ଆଶ୍ରମର ଉପର ମହଲାରେ ହିଁ ସାମ୍ବାଦିକା ଚଳାଉଥିଲେ ତାଙ୍କର ୱେବପୋର୍ଟାଲ ଅଫିସ। ସେଠାରେ ହିଁ ଚଳାଉଥିଲେ ତାଙ୍କର କଳା ସାମ୍ରାଜ୍ୟକୁ।

ଏହି ସମ୍ବନ୍ଧରେ ଯେତେବେଳେ ବୃଦ୍ଧାଶ୍ରମର କେୟାର ଟେକରଙ୍କୁ ପଚରା ଯାଇଥିଲା ସେ କହିଥିଲେଯେ, ଏଠାରେ ଉଭୟ ଆସି ଷ୍ଟୋରି ସୁଟିଂ କରନ୍ତି। ସ୍କାଏ ଟାୱାର ର ସମ୍ପୂର୍ଣ୍ଣ ଅଫିସରେ ମଧ୍ୟ ଷ୍ଟୋରି ସୁଟିଂ ହୋଇଥାଏ। ସେ କହିଛନ୍ତିଯେ, ଚାରି ଜଣ ସିଭିଲ ଡ୍ରେସ ରେ ଏବଂ ଜଣେ ପୋ-ଲି-ସ ଡ୍ରେସରେ ଆସି ଉକ୍ତ ସମ୍ବାଦିକାଙ୍କ ସମ୍ବନ୍ଧରେ ପଚରାଉଚରା କରିଲେ ଏବଂ ଇଂକ୍ବାରି କରି ଚାଲିଗଲେ। ସେହି ଭିଡିଓ କ୍ଲିପ ରେ କଣ ଥିଲା? କାହିଁକି ଅତି ଜ-ଘ-ନ୍ୟ ଭାବରେ ହ-ତ୍ୟା କରିଲେ ସାମ୍ବାଦିକା? କେବଳ ସାମ୍ବାଦିକା ନା ଆଉ କେହି ବଡ଼ବଡ଼ିଆଙ୍କ ହାତ ରହିଛି ଏହା ପଛରେ। ସାମ୍ବାଦିକା ଧରା ପଡ଼ିଲେ ଏହି ସବୁକିଛି ତଥ୍ଯ ସାମ୍ନାକୁ ଆସିବ।

Leave a Reply

Your email address will not be published. Required fields are marked *