ତେବେ ବନ୍ଧୁଗଣ ଅନେକ ଲୋକ ଘର ଭଡ଼ା ନେଇ ବର୍ତମାନ ସମୟରେ ରହୁଛନ୍ତି । ଏବଂ ଯେତେବଳେ ଘର ଭଡ଼ା ନେଇ ରହୁଛନ୍ତି ତା ମଧ୍ୟରେ ଅନେକ ସମସ୍ୟା ମଧ୍ୟ ଆସିଥାଏ । ଏବଂ ଯାହା ଫଳରେ ଘର ମାଲିକ ଓ ଭଡାଟିଆ ମାନଙ୍କ ମଧ୍ୟରେ କେତେବେଳେ ବଚସା ହୁଏ ତୋ କେତେବଳେ ଘରଭଡ଼ା ନ ଦେବାକୁ ନେଇ ଅସୁବିଧା ହୋଇଥାଏ । ଆଉ ଏହା ମଧ୍ୟରେ ଯଦି ଜଣେ ଘର ଭଡ଼ା କୌଣସି କାରଣ ବଶତଃ ଦେଇ ନପାରେ ତେବେ ତା ଉପରେ ଅପରାଧ ମାମଲା ଲଗାଇବା କେତେ ଦୂର ଯୁକ୍ତିଯୁକ୍ତ ।
ଏବଂ ଏହି ମାମଲାରେ ଶୁଣାଣି କରି ଉଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ଘର ଭଡ଼ା ଦେଇ ନପାରିବା ଅପ-ରାଧ ନୁହେଁ । ଘରଭଡ଼ା ଦେବାକୁ ନେଇ ସୁପ୍ରିମକୋର୍ଟ ଙ୍କର ୟେ ହେଉଛି ନିର୍ଦେଶ । ତେବେ ଏହି ସଂକ୍ରାନ୍ତରେ ଏକ ମାମଲାର ଶୁଣାଣି ହୋଇଥିଲା ଏବଂ ଏହି ଶୁଣାଣି କରି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଭଡ଼ାଟିଆଙ୍କ ବିରୋଧରେ ଆଇ-ପି-ସି ଧାରାରେ ୪୦୩ ଓ ୪୧୫ରେ ମା-ମଲା ରୁଜୁ ହୋଇଥିଲା । ଆଲ୍ହାବାଦ ହାଇକୋର୍ଟରେ ରୁଜୁ ହୋଇଥିବା ମାମ-ଲାର ଆବେଦନ ଉପରେ ରିଲିଫ ଦେବାକୁ ମନା କରିଥିଲେ ହାଇକୋର୍ଟ । ତା ସହିତ ପଞ୍ଜିକୃତ ମାମ-ଲାକୁ ଖାରଜ କରିବାକୁ ମନା କରିଦେଇଥିଲେ ।
ପରେ ସୁପ୍ରିମକୋର୍ଟ ରେ ମାମଲା ରୁଜୁ ହୋଇଥିଲା । ଏବଂ ଆଇନଗତ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରେ କିନ୍ତୁ ଆଇ-ପି-ସି ଅଧୀନରେ କୌଣସି ମା-ମଲା ହେବ ନାହିଁ । ଯଦି ଆଉ କୌଣସି ଅସୁବିଧା ହୋଇଛି ତେବେ ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ କିନ୍ତୁ ଆଇ-ପି-ସି ଧାରା ଅନୁସାରେ ମାମ-ଲା ହୋଇ ପାରିବ ନାହିଁ କି ଅଭି-ଯୁକ୍ତ ଜେ-ଲ୍ ଦ-ଣ୍ଡ ଭୋଗିବେ ନାହିଁ । ସୁପ୍ରିମକୋର୍ଟ କହିଛନ୍ତି ଯେ ଭଡ଼ା ପ୍ରଦାନ ନକରିବା ନାଗରିକଙ୍କ ଏକ ବିବାଦ ଯାହା କୌଣସି ଏକ ଅପ-ରାଧିକ ମାମ-ଲାରେ ପରିଣତ ହୁଏ ନାହିଁ ।
ଘର ମାଲିକ ଭଡ଼ାଟିଆଙ୍କ ବିରୋ-ଧରେ କରାଯାଇଥିବା କେଶ୍ ରେ ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ବେଲା ଏମ ତ୍ରିବେଦୀଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ କହିଥିଲେ ଯେ ଏତଲାକୁ ଗ୍ରହଣ କରାଯାଇଥିଲେ ମଧ୍ୟ ଘରଭଡ଼ା ଦେଇନପାରିବା ଅପ-ରାଧ ହେଇ ପାରିବ ନାହିଁ । ସେଥିପାଇଁ ଭଡ଼ାଟିଆଙ୍କ ବିରୋ-ଧରେ ଘରମାଲିକ ଦେଇଥିବା ଏତ-ଲାଙ୍କୁ ର-ଦ୍ଦ କରି ଦେଇଛନ୍ତି ସୁପ୍ରିମକୋର୍ଟ ।