ପୁଣି ବର୍ତ୍ତମାନ ସାମ୍ନାକୁ ଆସିଲା ଏକ ଅଷ୍ଟମପ୍ରହରୀର ନାମ ସଙ୍କୀର୍ତ୍ତନର ଭିଡିଓ ଯାହାକୁ ଦେଖିଲେ ଆପଣ ନିଶ୍ଚୟ ବହୁତ ଖୁସି ହୋଇଯିବେ। କାରଣ ଏହି ଭିଡିଓରେ ଆପଣ ଯେଉଁଭଳି ଭାବରେ ଭାବପୂର୍ଣ୍ଣ ଭକ୍ତିପୂର୍ଣ୍ଣ ନାମ ସଙ୍କୀର୍ତ୍ତନ ହେଉଛି ତାକୁ ଦେଖିଲେ ଏବଂ ଶୁଣିଲେ ଆପଣ ମଧ୍ୟ ଆନନ୍ଦିତ ହେବା ସହ ଏହାକୁ ଦେଖିବାକୁ ଇଚ୍ଛା କରିବେ। ଅନେକ ସ୍ଥାନରେ ଆପଣ ଦେଖିଥିବେକି ଯେତେବେଳ କେଉଁଠି ସଂକୀର୍ତ୍ତନ ହୁଏ କିମ୍ବା ଅଷ୍ଟମ ପ୍ରହରୀର ନାମ ହୁଏ, ସେତେବେଳେ ସେଠାରେ ପୁରୁଷ ସଂକୀର୍ତ୍ତନ ଦଳିଆ ହରେକୃଷ୍ଣ ହରେରାମ ନାମ ସଂକୀର୍ତ୍ତନକୁ ଗାଇଥାନ୍ତି। ବିଭିନ୍ନ ପ୍ରକାର ସ୍ବରରେ ସେମାନେ ଏହି ନାମ ସଂକୀର୍ତ୍ତନ ସଙ୍ଗୀତକୁ ଗାଇଥାଆନ୍ତି ଏବଂ ସମସ୍ତଙ୍କୁ ଆକର୍ଷିତ କରନ୍ତି।
କିନ୍ତୁ ଏଠାରେ ଏହି ଦୃଶ୍ୟରେ ଦେଖିବାକୁ ମିଳିଛିଯେ ଜଣେ ଯୁବତୀ ବହୁତ ସୁନ୍ଦର ଭାବରେ ନାମ କରୁଛନ୍ତି। ସେ ତାଙ୍କର ସ୍ବରରେ ଏହି ହରେକୃଷ୍ଣ ହରେରାମ ନାମ ଜପକୁ ବହୁତ ସୁନ୍ଦର ଭାବରେ ଗାଉଛନ୍ତି। ଯାହାକୁ ଶୁଣିଲେ ଆପଣ ମଧ୍ୟ ବହୁତ ଖୁସି ହୋଇଯିବେ। ତେବେ ଭାବପୂର୍ଣ୍ଣ ଓଡ଼ିଆ ଲୋକପ୍ରିୟ ଭଜନ ମାଧବ ହେ ମାଧବ, ସ୍ବରରେ ଏହି ହରେକୃଷ୍ଣ ହରେରାମ ନାମ ନେଉଛନ୍ତି। ସେ ବହୁତ ସୁନ୍ଦର ଭାବରେ ଗାଉଥୁବାର ନଜର ଆସିଛନ୍ତି ଏବଂ ତାଙ୍କୁ ଦେଖି ସଙ୍କୀର୍ତ୍ତନ ଦଲିଆ ତାଳ ପକାଉ ଅଛନ୍ତି। ଭଜନ ମାଧବ ହେ ମାଧବ ଗୀତର ଶ୍ବରକୁ ଅନୁସରଣ କରି ଏହି ନାମର ସଂକୀର୍ତ୍ତନକୁ ବହୁତ ସୁନ୍ଦର ଭାବରେ କରାଯାଉଛି।
ବର୍ତ୍ତମାନ ଆଜିର ଆଧୁନିକ ଯୁଗରେ ନାମ ସଙ୍କୀର୍ତ୍ତନର ଅନେକ ମଡର୍ଣ୍ଣ ରୂପ ସାମ୍ନାକୁ ଆସିଗଲାଣି। ଅନେକ ରୂପ ଢଙ୍ଗରେ ଏହି ସଂକୀର୍ତ୍ତନ ସବୁ ଅଷ୍ଟମ ପ୍ରହରୀମାନଙ୍କରେ ଦେଖିବା ପାଇଁ ମିଳୁଛି। ତେଣୁ ଆପଣ ଅନେକ ସ୍ଥାନରେ ଅଷ୍ଟମ ପ୍ରହରୀରେ ଅନେକ ଭିନ୍ନ ଭିନ୍ନ ଦୃଶ୍ୟ ଦେଖିବାକୁ ପାଉଥିବେ। ବର୍ତ୍ତମାନ ଯେଉଁ ସବୁ ଶୈଳୀ ଆପଣ ଦେଖୁଛନ୍ତି ତାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଏସବୁର ଆଧୁନିକ ରୂପ ରେଖ ବର୍ତ୍ତମାନ ଟ୍ରେଣ୍ଡ କରୁଅଛି ଏବଂ ଅନେକ ଏହାକୁ ପସନ୍ଦ ମଧ୍ୟ କରୁଛନ୍ତି। କିପରି ଭାବରେ ଅଷ୍ଟମ ପ୍ରହରୀରେ ଆଜିକାଲି ଆଧୁନିକତାର ସ୍ପର୍ଶ ରହୁଛି ତାହା ଅନେକ ଭିଡିଓରେ ଆପଣ ନିଶ୍ଚିତ ଦେଖିବାକୁ ପାଉଥିବେ।
ଏହାକୁ ଅନେକ ପସନ୍ଦ କରୁଥିବା ସମୟରେ ଅନେକ ଏ ସବୁକୁ ନାପସନ୍ଦ ମଧ୍ୟ କରୁଛନ୍ତି। ଯାହାକୁ ନେଇ ଏକ ଆଲୋଚନା ଏବଂ ସମାଲୋଚନା ପୁଣି କେତେବେଳେ ପ୍ରଶଂସା ମଧ୍ୟ ହେଉଥିବାର ଲକ୍ଷ୍ୟ କରାଯାଉଛି। ଲୋକଙ୍କର ଚାହିଦା ଏବଂ ସେମାନଙ୍କର ପସନ୍ଦ ଅନୁସାରେ ବର୍ତ୍ତମାନ ଏ ସବୁ ପ୍ରକ୍ରିୟା ସବୁ ଆରମ୍ଭ ହେଇଯାଇଛି। କିନ୍ତୁ ଯାହାବି ହେଉ ଏଠାରେ ଯୁବତୀଜଣଙ୍କର ଯେଉଁ ନାମ ସଙ୍କୀର୍ତ୍ତନ ଶୁଣିବାପାଇଁ ମିଳୁଚି ଭିଡିଓରେ ତାହା ଅତ୍ୟନ୍ତ ଭକ୍ତିପୂର୍ଣ୍ଣ ଓ ଭାବପୂର୍ଣ୍ଣ ଅଟେ।