ସ୍ୱାମୀର ନୃ-ଶଂ-ସ କାଣ୍ଡ : ଗର୍ଭ-ବତୀ ସ୍ତ୍ରୀ ଦେହରେ କିରୋସିନି ଢାଳି ଜା-ଳିଦେଲା

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି। ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ,

ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ପେଟରେ ଥିଲା ୯ ମାସର ଶିଶୁ , ଆଉ କିଛି ଦିନ ପରେ ଦୁନିଆ ଦେଖିଥାନ୍ତା । ଆଉ ମା’ ର କୋଳ ହସି ଉଠିଥାନ୍ତା । କିନ୍ତୁ ଏହି ଖୁସି ପୂର୍ବରୁ ଘଟିଗଲା ଅଘ-ଟଣ । ଆଉ ସୁବଦିନ ପାଇଁ ଆଖିବୁଜିଦେଲା ମା’, ପେଟରେ ଥିବା ଛୁଆ ଦେଖିପାରିଲାନି ଦୁନିଆ । କାରଣ ଏହି ୯ ମାସର ଗର୍ଭ-ବତୀ ସ୍ତ୍ରୀକୁ ଜା-ଳି ମା-ରିଦେଇଛି ନୃ-ଶଂ-ସ ସ୍ୱାମୀ ।

https://youtu.be/SV_fiEfPXTU

ଏମିତି ଏକ ବିଭ-ତ୍ସ ହ-ତ୍ୟା ଦେଖିବାକୁ ମିଳିଥିଲା ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତ ବାଲିପଦା ଗ୍ରାମରେ । ଯେଉଁଠାରେ ହୃଷିକେଶ ବେହେରା ନାମକ ଜଣେ ଯୁବକ ନିଜ ଗର୍ଭ-ବତୀ ସ୍ତ୍ରୀଙ୍କୁ କିରୋସିନ ଢ଼ାଳି ହ-ତ୍ୟା କରିଛନ୍ତି । ଝିଅର ବାପଘର ଲୋକେ ଘଣ୍ଟେଶ୍ୱର ଫା-ଣ୍ଡିରେ ଶ-ବରଖି ଅଭି-ଯୁକ୍ତକୁ ଧରିବା ପାଇଁ ପୋ-ଲି-ସକୁ ଦାବି ଜଣାଇଥିଲେ ।

ବଂଶଡା ଥା-ନା ଅଧିକାରୀ ବିଭିନ୍ନ ଦ-ଫାରେ ମା-ମ-ଲା ରୁ-ଜୁ କରିଥିଲେ ଏବଂ ଅଭି-ଯୋଗର ୧୨ ଘଣ୍ଟା ନ ପୁରୁଣୁ ଅଭି-ଯୁକ୍ତ ସ୍ୱାମୀ ହୃଷିକେଶ ବେହେରାଙ୍କୁ ବଂଶଡା ଥା-ନା ଅଧିକାରୀ ମହମ୍ମଦ ହାଫିଜ ଏବଂ ଘଣ୍ଟେଶ୍ୱର ଫାଣ୍ଡି ଅଧିକାରୀ ପ୍ରଦୀପ ନାୟକ ଗି-ର-ଫ କରିଛନ୍ତି ।ଅଭି-ଯୁକ୍ତ ସ୍ୱାମୀର ଦୁଇହାତ ପୋଡ଼ି ଯାଇଥିବାରୁ ପୋ-ଲିସ ମେଡିକାଲ ଚିକିତ୍ସା ପାଇଁ ମେଡିକାଲ ପଠାଇିଛି । ସେପଟେ ଏହି କାର୍ଯ୍ୟାନୁଷ୍ଠାନରେ ସନ୍ତୁଷ୍ଟ ନାହାନ୍ତି ମୃ-ତ ଝିଅ ଘର ଲୋକେ ଅନ୍ୟ ଯେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *