ମୃ-ତ୍ୟର ୨ ମାସ ପରେ ଘରେ ପହଞ୍ଚିଲା ମୃ-ତଶ-ରୀର,ମୁଣ୍ଡ ବାଡେଇ କାନ୍ଦୁଛି ମାଆ,କୋହ ସମ୍ଭାଳି ପାରୁନାହାନ୍ତି ବାପା,ଦେଖନ୍ତୁ ହୃଦୟ ବିଦାରକ ଦୃ-ଶ୍ୟ

ଜଣେ ମାତା ଜଣେ ପିତାଙ୍କ ପାଇଁ ତାଙ୍କର ସନ୍ତାନ ଦୁନିଆରେ ଅତି ନିଜର ଅଟନ୍ତି ମା ନିଜ ସନ୍ତାନକୁ ନିଜ ଗ-ର୍ଭରେ ନଅ ମାସ ଧରିଥାଏ ଆଉ ତାକୁ ଏହି ଧରା ପୃଷ୍ଟକୁ ଆଣି ଥାଏ ଏବଂ ପିଲାକୁ ହେଉଥିବା ଯ-ନ୍ତ୍ରଣା ପିତା ମାତା ମନକୁ ମଧ୍ୟ ହେଇଥାଏ । ପିତା ମାତା ପିଲାଙ୍କ ପାଇଁ ସେମାନେ ଜୀବନରେ ଆଗକୁ ବଢିବାର ମାଧ୍ୟମ ଅଟନ୍ତି ।

ପିଲା ମାନଙ୍କର ସମସ୍ତ ଆଶା ପୂରଣ କରିବା ପରେ ସେମାନେ କେବଳ ପିଲାମାନଙ୍କ ଠାରୁ ସମ୍ମାନ ଓ ଖୁସି ଆଶା କରନ୍ତି । ତାକୁ ପାଳି ପୁସି ବଡ଼ କରନ୍ତି ପିଲାର ଥିବା ସବୁ ସପନକୁ ପୁରା କରିବା ପାଇଁ ବାପା ମା ମାନେ ତାଙ୍କ ଜୀବନର ସବୁ ଖୁସି ଭୁଲି ଯାନ୍ତି। ଆଉ ଏସବୁ ପରେ ଯଦି ସେହି ପିଲାଟା ବାପା ମାକୁ ସାହାରା ଦେବା ସମୟ ରେ ହିଁ ଦୁନିଆରୁ ବି-ଦାୟ ନେଇଯାଏ। ତାହାଲେ ସେହି ବାପା ମାଙ୍କ ମନରେ କଣ ଘଟୁଥାଏ ତାହା କେହି କେବେ କଳ୍ପନା ବି କରିପାରିବେନି।

ସେମିତି ଏକ ଛାତିଥରା ଘ-ଟଣା ଘ-ଟିଛି ନୟାଗଡ଼ ଜିଲ୍ଲା ଲାଠି ପଡା ଗାଁ ନୁଆ ସାହିର ପ୍ରହଲ୍ଲାଦ ପ୍ରଧାନଙ୍କ ଏକ ମାତ୍ର ପୁଅ ଶୁଭକାନ୍ତ ପ୍ରଧାନ ମୁମ୍ୱାଇର ଏକ ଅଜେନ୍ସି ମାଧ୍ୟମରେ ସାଉଦି ଆରବ ଯାଇଥିଲେ ଆଉ ସେଠାରେ ଏକ କମ୍ପାନୀରେ ଏଲେଟ୍ରିକାଲ କାମ କରୁଥିଲେ।

ନିଜ ଦେହ ଖରାପ୍ ହେଉଥିବାରୁ ସେ କମ୍ପାନୀରେ ଛୁଟି ମାଗିଥିଲେ ହେଲେ ଛୁଟି ମିଳି ନଥିଲା ଅନେକ ଥର କହିବା ପରେ ଛୁଟି ନ ମିଳିବାରୁ ତାଙ୍କ ରୁମରେ ଆ-ତ୍ମହ-ତ୍ୟା କରିଥିଲେ । ଗାଁ କୁ ଶ-ବ ଆସିବା ପରେ ବାପା ମାକୁ ସମ୍ଭାଳିବା କଷ୍ଟ ହେଇ ପଢିଲା। ଗାଁ ଲୋକଙ୍କ ଆଖିରେ ପାଣି । ଯେମିତି ପୁଅଟି ସବୁ ଦିନ ପାଇଁ ସମସ୍ତଙ୍କୁ ଛାଡ଼ି କୁଆଡେ ଚାଲି ଗଲା।

Leave a Reply

Your email address will not be published. Required fields are marked *