ୱାଲିଙ୍କୁ ନେଇ ଭ-ୟଭୀ-ତ ହେଉଛନ୍ତି ଶ-ତ୍ରୁମାନେ ? କିଏ ଏହି ୱାଲି ଓ ସେ କାହିଁକି ସେ ଲ-ଢିବେ ୟୁକ୍ରେନ ତରଫରୁ ! ଜାଣନ୍ତୁ ତାଙ୍କର କିଛି ଆଶ୍ଚ-ର୍ଯ୍ୟଜ-ନକ ରେ-କ-ର୍ଡ ବିଷୟରେ

ଦୁଇ ଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଏହି ଯୁ-ଦ୍ଧ କେତେବେଳେ କୋଉ ମୋଡ଼ ନେବ ତାହା କେହି ପାରିବେ ନାହିଁ ଋଷ ଓ ୟୁକ୍ରେନ ମଧ୍ୟରେ ଏବେବି ଯୁ-ଦ୍ଧର ଘନଘଟା । ଋଷ ଆକ୍ର-ମଣ ରେ ୟୁକେନର ଅନେକ ସହର ଛାରଖାର ହୋଇଗଲାଣି । ଦୁଇ ଦେଶ ମଧ୍ୟ ରେ ଯୁ-ଦ୍ଧ ବନ୍ଦ କରିବାକୁ ଆଲୋଚନା ହେଉଥିଲେ ମଧ୍ୟ ଏଥିରେ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସୂଚନାରୁ ଜଣ ପଢ଼ିଛି । ୟୁକ୍ରେନ ରାଜଧାନୀ କିଭକୁ ଅକ୍ତିଆର କରିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି କିଭ ସୈନ୍ୟ ।

ଋଷର ଏକାଜିଦୀୟ ପ୍ରକୃତି ପାଈ ସେ ୟୁକ୍ରେନ ଦ-ଖ-ଲ କରିବ ।ୟୁକ୍ରେନ ସୈନ୍ୟ ମାନେ ମଧ୍ୟ ଋଷ ସୈନ୍ୟଙ୍କୁ ରୋକିବାକୁ ପ୍ରାଣପଣେ ଚେଷ୍ଟା ଚଳେଇଛନ୍ତି ବୋଲି ସୂଚନା ରୁ ଜଣ ପଢୁଛି । ୟୁକ୍ରେନ ପକ୍ଷରୁ ଲଢି-ବାକୁ ଆସିଛନ୍ତି ବିଶ୍ଵର ଶ୍ରେଷ୍ଠ ସ୍ନାଇପର ବା ଲୁ-ଚିକ-ରି ଗୁ-ଳି ଚଲାଉଥିବା ବ୍ୟକ୍ତି ୱାଲି । ୱାଲିଙ୍କୁ ଆତ-ଙ୍କର ଅନ୍ୟ ନାଁ ବୋଲି କୁହାଯାଏ । ବିପ-କ୍ଷ ବା ସ୍ଶତୃଙ୍କ ଷ-ଡଯ-ନ୍ତ୍ରକୁ ସାମ୍ନା କରି ଗୋଟିଏ ଦିନରେ ପ୍ରାୟ ୪୦ ଜଣଙ୍କୁ ହ-ତ୍ୟା କରିବାର ରେ-କ-ର୍ଡ କରିଛନ୍ତି ।

ଆଉ ଆବେ ଶ-ତ୍ରୁ ଶିବିର ଭ-ୟରେ ଥରି ଉଠୁଛି ଦୁଇଦିନରେ ସେ ୬ ଜଣ ଋଷ ସୈନିକଙ୍କୁ ହ-ତ୍ୟା କରିଥିବା କୁହାଯାଉଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ଋଷ ବିରୋ-ଧରେ ଲ-ଢେଇ କରିବା ପାଇଁ ବିଦେଶୀ ମାନଙ୍କୁ ଆହ୍ଵାନ କରିଥିବା ରୁ ଏହି ବି-ପଦ ସମୟ ରେ ୟୁକ୍ରେନ କୁ ସାହାଯ୍ୟ କରିବାକୁ ସେ ଆଗେଇ ଆସିଛନ୍ତି ବୋଲି ଜଣ ପଢ଼ିଛି ।

ଜଣେ ଭଲ ସ୍ନାଇପର ଦିନକରେ ୫ରୁ ୬ଜଣଙ୍କୁ ଓ ଜଣେ ବେଷ୍ଟ ସ୍ନାଇପର ୭ରୁ ୧୦ଜଣଙ୍କୁ ହ-ତ୍ୟା କରିପାରନ୍ତି ବୋଲି ରେ-କଡ୍ ରହିଚି । ୪୦ ବର୍ଷୀୟ ୱାଲି ହେଉଛନ୍ତି ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଅଟନ୍ତି ।୨୦୦୯ ଏବଂ ୨୦୧୧ ମଧ୍ୟରେ ସେ ଦୁଇଥର ଆଫଗାନିସ୍ତାନ ଯୁ-ଦ୍ଧରେ ଯୋଗ ଦେଇଥିଲେ ବୋଲି ଜଣାପଡ଼ିଛି । ସେ ଆଫଗାନିସ୍ତାନରେ ଥିବା ସମୟରେ ତାଙ୍କ ନାଁ ୱାଲି ରଖା ଯାଇଥିଲା । ଆରବୀ ଭାଷାରେ ୱାଲି କହିଲେ ରକ୍ଷ-କକୁ ବୁଝାଏ ।

Leave a Reply

Your email address will not be published. Required fields are marked *