ଅଧା ରହିଗଲା ଚଉଠି ରାତି,ବରକୁ ଉଠାଇ ନେଲା ପୋ-ଲି-ସ,ଜାଣନ୍ତୁ ପୁରା ଖବର

ଜୀବନ ବିତାଇବା ପାଇଁ ସମସ୍ତଙ୍କୁ ସାଥୀ ଟିଏ ଦରକାର ହୋଇଥାଏ । ନହେଲେ ଜୀବନ ର ରଙ୍ଗ ଫିକା ପଡ଼ିଯାଏ । ସେଥିପାଇଁ ପୁଅ ହେଉ ବା ଝିଅ , ବୟସ ଅନୁସାରେ ନିଜ ନିଜ ସାଥୀ ସହିତ ନିଜ ଜୀବନ କୁ ରଙ୍ଗୀନ କରି ତୋଳନ୍ତି । ତେବେ କିଛି ଜଣ ନିଜ ଇଚ୍ଛା ରେ ହେଉ ବା କିଛି ଜଣା ପରିବାର ଲୋକ ଙ୍କ ମତ ଅନୁସାରେ , ବିବାହ କରିନିଅନ୍ତି । ତେଣୁ ଜୀବନ ରେ ବିବାହ ନିତ୍ୟାନ୍ତ ଜରୁରୀ ।

ଆହୁରି ମଧ୍ୟ ବିବାହ ହେଲେ ଯାଇ ପର ପୀଢ଼ି ସନ୍ତାନ ଆସିଥାଏ । କିନ୍ତୁ ବିବାହ ନ ହେଲେ ମଧ୍ୟ ବିଧାତା ଙ୍କ ନିୟମ ଅବମାନନା କରାଯାଇଥାଏ । ଯଦି ଜୀବନସାଥୀ ଜୀବନସାରା ଆପଣ ଙ୍କ ର ସବୁ ସୁଖ ଦୁଃ-ଖ କୁ ଆପଣେଇନେଇଥାଏ ତେବେ ଜୀବନ ଟି ସ୍ୱର୍ଗ ପରି ସୁନ୍ଦର ହେଇଥାଏ । ବିବାହ ଏକ ଅତ୍ୟନ୍ତ ଆନନ୍ଦ ଦାୟକ ଘ-ଟଣା , ଯାହା ଜୀବନ ରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରେ । ତେବେ ଏଠାରେ ଜୀବନ ରେ ସମ୍ପୂର୍ଣ୍ଣ ନୂତନ ମଣିଷ ଆସିଥାଏ ଯିଏ କି ଅତି ନିଜର ହୋଇଥାଏ ।

କିନ୍ତୁ ଯଦି ସେହି ନିଜର ମଣିଷ ଟି ଭୁଲ ସିଲେକସନ ହୋଇଯାଏ , ତେବେ ଜୀବନ ରେ ବଞ୍ଚିବା କଷ୍ଟ ହୋଇଯାଏ । ଦୁଇ ଜଣ ମିଶି ସଂସାର କରିଥାନ୍ତି । ଜଣେ କେବେ ହେଲେ ସଂସାର କରିପାରିନାହିଁ । ତେବେ ଏକ ସ୍ଥାନ ରେ ଘ-ଟଣା ଏପରି ଘଟିଛି ଯେ ବିବାହ ର ଚଉଠି ରାତି ପୂର୍ବରୁ ପୋ-ଲି-ସ ଆସି ବର କୁ ଉଠେଇ ନେଇ ଯାଇଛି । ବାହା ଘର ସରିଥିଲା । ଗତକାଲି ଥିଲା ଚଉଠି । ମାତ୍ର ତା’ ପୂର୍ବରୁ ବରକୁ ଉଠାଇ ନେଲା ପୋ-ଲି-ସ । ହା-ଜ-ତରେ ରାତି କା-ଟିଲେ ବର ।

ଏହି ଘ-ଟଣା ରାଜଧାନୀ ଭୁବନେଶ୍ୱର ରେ ଥିବା ଭରତପୁର ଅଂଚଳରେ ଘଟିଛି । ଅଭି-ଯୋଗ ଅନୁସାରେ ସୁକୁଟା ଭରତପୁର ବସ୍ତିରେ ଭଡାସୂତ୍ରରେ ରହୁଥିଲେ ଓ ଏକ ଫାଷ୍ଟ୍ ଫୁଡ୍ ଦୋକାନ କରିଥିଲେ । ସେ ୫ ବର୍ଷ ତଳେ କେନ୍ଦ୍ରାପଡାର ଜଣକୁ ବିବାହ କରିଥିଲେ । ସେମାନଙ୍କର କୌଣସି ସନ୍ତାନ ନଥିବାରୁ ଉଭୟଙ୍କ ମଧ୍ୟରେ ଝ-ଗ-ଡା ଲାଗି ରହୁଥିଲା । ତେବେ ଆଉ ଝ-ଗ-ଡ଼ା ନ କରି ସେ ଘର ଛାଡ଼ି ପଳାଇଥିଲେ ଓ କାହାକୁ ମଧ୍ୟ ଜଣାଇ ନଥିଲେ ।

ତେବେ ପୁଣି ଜଣେ ମହିଳାଙ୍କ ସହ ହଠାତ ଦୁଇ ମାସ ପରେ ଭରତପୁରରେ ପହଞ୍ଚିଲେ । କିନ୍ତୁ ଆଉ ପ୍ରଥମ ପତ୍ନୀଙ୍କ ପାଖକୁ ନଯାଇ ଆଉ ଏକ ଘର ଭଡାରେ ନେଇ ସେ ମହିଳାଙ୍କ ସହ ରହିଥିଲେ ଓ ତାଙ୍କୁ ମନ୍ଦିରରେ ବିବାହ କରିଛନ୍ତି ବୋଲି କହୁଥିଲେ । ତେବେ ବସ୍ତିରେ ସେ ଆଉ ଥରେ ବାହାଘର ଆୟୋଜନ କରିଥିଲେ । ଭୋଜିଭାତ ହେବା ସହ ବନ୍ଧୁ ପରିଜନଙ୍କ ମଧ୍ୟରେ ବାହାଘର ମଧ୍ୟ ସରିଲା ।

ତେବେ ସ୍ବାମୀଙ୍କ ଦ୍ବିତୀୟ ବିବାହକୁ ନେଇ ପ୍ରଥମ ପତ୍ନୀ ଭରତପୁର ଥା-ନାରେ ପହଞ୍ଚି ଯାଇଥିଲେ । ନିଜ ପତି ସୁକୁଟାଙ୍କ ନାଁରେ ଏକ ଲମ୍ବା ଅଭି-ଯୋଗ ତାଲିକା ଥା-ନା ବାବୁଙ୍କୁ ଧରାଇ ଦେଇଥିଲେ । ତେବେ ପୋ-ଲି-ସ ନିଜ ଟିମ୍ ସହିତ ଯାଇ ରସି-କିଆ ସ୍ବାମୀ ଙ୍କୁ ଧରି ଆଣି ହା-ଜ-ତ ରେ ରଖିଥିଲେ । ବିବାହ ପରେ ଚଉଠି ରାତି ସେ ହା-ଜ-ତ ରେ କା-ଟିଥିଲେ ।

Leave a Reply

Your email address will not be published. Required fields are marked *