ସ୍ତ୍ରୀର ମୃ-ତ୍ୟୁର କାରଣ ଡାକ୍ତର ବୋଲି ଦାବି କରିଲେ ସ୍ୱାମୀ, ଡାକ୍ତରଙ୍କ ନିର୍ଯ୍ୟା-ତନା ଯୋଗୁଁ ମୃ-ତ୍ୟୁ ବରଣ କଲେ ନର୍ସ

ଆପଣ ମାନେ ତ ଜାଣିଥିବେ ଆଜି ର ଏହି ଦୁନିଆରେ ଲୋକ ମାନଙ୍କ ପାଇଁ ଅନଲାଇନ୍ ର ଆବଶ୍ୟକତା କେତେ ମାତ୍ରା ରେ ରହିଛି, ଏବଂ ଏହି ଯୁଗ କୁ ଅନଲାଇନ ର ଯୁଗ ବୋଲି କହିଲେ ବି କିଛି ଭୁଲ୍ ହେବ ନାହିଁ। ଆଜି କାଲି ତ ଲୋକ ମାନେ ସମସ୍ତ କାର୍ଯ୍ୟ ଅନଲାଇନ ଦ୍ୱାରା କରୁଛନ୍ତି।ଆଜିକାଲି ଛୋଟ ପିଲା ଙ୍କ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଙ୍କ ପର୍ଯ୍ୟନ୍ତ ସମସ୍ତେ ଅନ୍ଲାଇନ୍ ସହ ଯୋଡିତ ଅଛନ୍ତି।

ତେବେ ସୋସିଆଲ୍ ମିଡିଆରେ ପ୍ରତ୍ୟେକ ଦିନ ହଜାର ହଜାର ଖବର, ଭିଡିଓ ଆଦି ଦେଖିବାକୁ ମିଳିଥାଏ, ଅନେକ କିଛି ଭିଡିଓ,ଖବର ଏପରି ଥାଏ କି ଯାହାକୁ ଦେଖିଲେ ଲୋକମାନେ ଆଶ୍ଚର୍ଯ୍ୟ ହୋଇ ରହି ଯାଆନ୍ତି।ଡାକ୍ତରଙ୍କ ମାନ-ସିକ ନିର୍ଯ୍ୟା-ତନା ସହି ନପାରି ମୋ ସ୍ତ୍ରୀ ମ-ରିଗଲା । ଡାକ୍ତର ପଣ୍ଡା ମୋ ସ୍ତ୍ରୀର ମୃ-ତ୍ୟୁ ପାଇଁ ଦାୟୀ । ସବୁବେଳେ କହୁଥିଲା ମୋତେ ମେଣ୍ଟାଲି ହାରାସ୍ କରୁଛନ୍ତି । ମୋ ସ୍ତ୍ରୀ କୁ ନ୍ୟା-ୟ ଦେଲେ ଯାଇ ତା’ ଆତ୍ମା ଶାନ୍ତି ପାଇବ ।

ଜଣେ ଷ୍ଟାଫ ନର୍ସଙ୍କ ମୃ-ତ୍ୟୁକୁ ନେଇ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ନିବେଦିତ ଜେନା ନାମକ ଏହି ଷ୍ଟାଫ ନର୍ସ ପାରାଦ୍ଵୀପ ପୋର୍ଟ ଟ୍ରଷ୍ଟ ହସ୍ପିଟାଲରେ କାର୍ଯ୍ୟ କରୁଥିଲେ ।ବର୍ତ୍ତମାନ ହସ୍ପିଟାଲ ସାମ୍ନାରେ ତାଙ୍କର ମୃ-ତଦେ-ହ ରଖି ପରିବାର ଲୋକେ ଧାରଣା ଦେଇଛନ୍ତି । ନର୍ସଙ୍କ ମୃ-ତ୍ୟୁ ପାଇଁ ହସ୍ପିଟାଲର ମୁଖ୍ୟ ଡାକ୍ତରଙ୍କୁ ଦାୟୀ କରିଛନ୍ତି ପରିବାର ଲୋକେ ।

ଡାକ୍ତର ତାଙ୍କୁ ଦୀର୍ଘ ଦିନ ଧରି ମାନସିକ ନିର୍ଯ୍ୟା-ତନା ଦେବାରୁ ବ୍ଲଡ଼ ପ୍ରେସର ବୃଦ୍ଧି ପାଇଁ ବ୍ରେନ ଷ୍ଟ୍ରୋକ ହୋଇଥିବା ମୃ-ତ ନର୍ସଙ୍କ ସ୍ଵାମୀ ଅଭି-ଯୋଗ କରିଛନ୍ତି । ଅନ୍ୟପଟେ ଗତକାଲି ନର୍ସ ଜଣକ ଅସୁସ୍ଥ ହେବା ପରେ ଚିକିତ୍ସା ବେଳେ ଜାଣି ଶୁଣି ମା-ରି ଦିଆଯାଇଛି ବୋଲି ଆନ୍ଦୋଳନକାରୀ ଅଭି-ଯୋଗ କରିଛନ୍ତି।

ମୃ-ତ ନର୍ସଙ୍କ ସ୍ଵାମୀ କହିଛନ୍ତି ଯେ ପଣ୍ଡା ସାର୍ ସାମ୍ନାକୁ ଆସି କେମିତି କଣ ଚିକିତ୍ସା କରାଗଲା କେମିତି ତାଙ୍କ ମୃ-ତ୍ୟୁ ହେଲା ସେହିସବୁ ସଠିକ ଭାବେ କୁହନ୍ତୁ । ତାଙ୍କ ସ୍ତ୍ରୀଙ୍କୁ ପ୍ରକୃତ ନ୍ୟା-ୟ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କୁ ଉଚ୍ଚ କତ୍ତୃପକ୍ଷ ଦୀର୍ଘ ଦିନ ଧରି ଅନାଇତିକ ବ୍ୟବହାର କରିଛନ୍ତି । ଏତେ ସବୁ ହେବା ପରେ ମଧ୍ୟ କେହି ତାଙ୍କ ପାଇଁ ମୁହଁ ଖୋଲି ନାହାନ୍ତି ।

ମୁଖ୍ୟ ଡାକ୍ତର ପ୍ରହ୍ଲାଦ ପଣ୍ଡା ତାଙ୍କ ଡିପାର୍ଟମେଣ୍ଟ ହୋଇ ନଥିଲେ ମଧ୍ୟ ସେ କେଉଁଥି ପାଇଁ ତାଙ୍କୁ ୧୦ଟି ଇଞ୍ଜେକସନ ଦେଲେ ସେନେଇ ପ୍ରଶ୍ନ କରିଛନ୍ତି ପରିବାର ଲୋକେ । ତାଙ୍କର ପ୍ରକୃତରେ କଣ ହୋଇଥିଲା ଓ କେଉଁ ସବୁ ଇଞ୍ଜେକସନ ତାଙ୍କୁ ଦେଇଥିଲେ ପ୍ରଥମେ ଏହା ସ୍ପଷ୍ଟ କରନ୍ତୁ ଓ ତା’ପରେ ଯାଇ ସେମାନେ ସେଠାରୁ ଆନ୍ଦୋ-ଳନରୁ ହଟିବେ ବୋଲି କହିଛନ୍ତି। ନ୍ୟା-ୟ ଦାବି କରି ଆନ୍ଦୋ-ଳନ ଜାରି ରହିଥିଲେ ଏବେ ସୁଦ୍ଧା ଏତ-ଲା ଦିଆ ଯାଇ ନାହିଁ ବୋଲି ସୂଚନା ରହିଛି।

Leave a Reply

Your email address will not be published. Required fields are marked *