ସହିପାରିଲେନି ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ,ପୁଅ ଦଉଡି ଦେଲା ଆଉ ବୋହୁ ବି-ଷ ପିଇଲା…..

ମଇଳା ରାଜନୀତି କ୍ଷଣକରେ ଉଜାଡ଼ି ଦେଲା ହଁସ ଖୁସିର ସଂସାର । ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟଙ୍କୁ ସହି ନ ପାରି ଆ-ତ୍ମହ-ତ୍ୟା କଲେ ପରାଜିତ ପ୍ରାର୍ଥୀନୀଙ୍କ ସ୍ୱାମୀ, ସ୍ତ୍ରୀ ମଧ୍ୟ ସ୍ଵାମୀଙ୍କ ମୃ-ତ୍ୟୁକୁ ସହ୍ୟ କରି ନପାରି ପିଇଦେଲେ ବି-ଷ । ସ୍ୱାମୀଙ୍କ ମୃ-ତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁ-ତର ବର୍ତମାନ ହୋଇ ପଡ଼ିଛନ୍ତି । ବିଜୟୀ ପ୍ରାର୍ଥୀଙ୍କ କମେଣ୍ଟ ମରାକୁ ନେଇ ନିର୍ବାଚନରେ ପରାଜିତ ହୋଇଥିବା ପ୍ରାର୍ଥୀନୀ ଙ୍କର ସ୍ୱାମୀ ଆ-ତ୍ମହ-ତ୍ୟା କରିଥିବା ବେଳେ ପ୍ରାର୍ଥୀନୀ ବି-ଷ ପିଇ ଗୁରୁ-ତର ହୋଇପଡ଼ିଛନ୍ତି ।

ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ପଦ୍ମପୁର ପଞ୍ଚାୟତରେ ଦେଖିବାକୁ ମିଳିଛି ଏହି ଅଭା-ବ-ନୀୟ ଘ-ଟଣା ଘଟିଛି । ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ସମିତି ସଭ୍ୟା ନର୍ବାଚନରେ ସୁମତି ପରିଡ଼ା ହାରି ଯାଇଥିଲେ । ଗତକାଲି ବିଜୟୀ ପ୍ରାର୍ଥୀଙ୍କ ଶୋଭାଯାତ୍ରା ସୁମତିଙ୍କ ଘର ନିକଟରେ ଯାଉଥିବା ସମୟରେ ପରାଜିତ ପ୍ରାର୍ଥୀ ସୁମତିଙ୍କ ସ୍ୱାମୀ ରମାକାନ୍ତଙ୍କୁ ବିଜୟୀ ପ୍ରାର୍ଥୀ କମେଣ୍ଟ ମାରିଥିଲେ । ଯାହାକୁ ନେଇ ପା-ଟିତୁ-ଣ୍ଡ ଓ ଗା-ଳିଗୁ-ଲଜ ମଧ୍ୟ ହୋଇଥିଲା । ଏହି ଘ-ଟଣା ପରେ ରମାକାନ୍ତ ଅ-ପମା-ନିତ ହୋଇ ଘରକୁ ଫେରି ସ୍ତ୍ରୀ ସୁମତୀ ସହ ପା-ଟିତୁ-ଣ୍ଡ ଝ-ଗଡ଼ା କରିଥିଲେ । ନିର୍ବାଚନରେ ହାରି ଯାଇଥିବାରୁ ଲୋକମାନେ ମୋତେ ପରିହାସ କରୁଛନ୍ତି ବୋଲି ରମାକାନ୍ତ କହିଥିଲେ।

କାହିଁକି ନିର୍ବାଚନରେ ଛିଡ଼ା ହେଉଥିଲୁ । ଆଉ କାହିଁକି ହାରିଗଲୁ ଏସବୁ କହି ସ୍ତ୍ରୀ ସୁମତିଙ୍କୁ ସେ ଜୋର୍ ଗା-ଳି ଦେଇଥିଲେ । ଏହା ପରେ ରମାକାନ୍ତ ଶୋଇବା ଘରେ ଯାଇ ପଙ୍ଖାରେ ଦଉଡି ଦେଇ ଝୁଲି ପଡ଼ିଥିଲେ । ସ୍ୱାମୀ ଝୁଲୁଥିବା ଦେଖି ସୁମତୀ ମାନସିକ ଭାରସାମ୍ୟ ହରାଇ ଦୁଃ-ଖରେ ମ୍ରିୟମାଣ ହୋଇ ଯାଇ ବି-ଷ ପିଇ ଦେଇଥିଲେ । ଏହା ଦେଖି ପରିବାର ଲୋକ ଓ ସାହିଭାଇ ମାନେ ଉଭୟ ସ୍ବାମୀ ରମାକାନ୍ତ ଏବଂ ସ୍ତ୍ରୀ ସୁମତିଙ୍କୁ ଗୁରୁ-ତର ଅବସ୍ଥାରେ ଉ-ଦ୍ଧାର କରି ଭଦ୍ରକ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ହେଲେ ସେଠାରେ ଡାକ୍ତର ତାଙ୍କୁ ମୃ-ତ ଘୋଷଣା କରିଥିଲେ । ଅନ୍ୟପକ୍ଷେ ଗୁରୁ-ତର ସୁମତିଙ୍କୁ ଚିକିତ୍ସା ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଛି । ତେବେ ଏହି ଘଟ-ଣାକୁ ନେଇ ରମାକାନ୍ତଙ୍କ ବାପା ବାସୁଦେବପୁର ଥା-ନାରେ ଲିଖିତ ଅଭି-ଯୋଗ କରିଛନ୍ତି । ପୁ-ଲିସ ମା-ମଲା ରୁଜୁ କରି ଘଟ-ଣାର ଛାନଭିନ୍‌ କରିବା ସହିତ ଘଟ-ଣାର ତ-ଦନ୍ତ ଆରମ୍ଭ କରି ଦେଇଛି । ବିଜୟୀ ହୋଇଥିବା ପ୍ରାର୍ଥୀଙ୍କ ଟାହିଟାପରା ସହି ନପାରି ପରାଜିତ ପ୍ରାର୍ଥୀ ଆଉ ତାଙ୍କ ସ୍ବାମୀଙ୍କ ଏଭଳି ଆ-ତ୍ମହ-ତ୍ୟା ଉଦ୍ୟମକୁ ନେଇ ଲୋକେ ଦୁଃ-ଖ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *