ମେଳାରେ ପକେଟମାର କରୁଥିବା ସମୟରେ ଧରାପଡ଼ିଲେ ଏହି ଜଣାଶୁଣା ହିରୋଇନ,ନାଁ ଜାଣିଲେ ଆପଣଙ୍କୁ ମଧ୍ୟ ହେବ ନାହିଁ ବିଶ୍ୱାସ ।

କୁହାଯାଏ କି ଫିଲ୍ମ ଲାଇନରେ ପଇସାର କୌଣସି ଅ-ଭାବ ନାହିଁ ବୋଲି । ଆପଙ୍କୁ ଏତେ ପଇସା ମିଳିଥାଏ କି ପୁଣି ଆପଣଙ୍କୁ ଜୀବନରେ ଅନ୍ୟ କୌଣସି କାମ କରିବାକୁ ପଡି ହିଁ ନଥାଏ ।ତେବେ ଏହି କଥା କେତେ ସତ,ତାହା ବିଷୟରେ କିଛି କୁହାଯାଇ ପାରିବନାହିଁ । ପ୍ରାୟତଃ ଫିଲ୍ମ ଦୁନିଆରୁ ଆଶ୍ଚର୍ଯ୍ୟ କଲା ପରି ଖବର ଆସିଥାଏ ।

ଆଜିର ତାଜା ଖବର ମଧ୍ୟ ଫିଲ୍ମ ଦୁନିଆରୁ ହିଁ ଆସିଛି । ଏକ ଜଣାଶୁଣା ହିରୋଇନଙ୍କୁ ପୋ-ଲି-ସ ଗି-ର-ଫ କରିଛି । ତାଙ୍କ ଉପରେ ପକେଟମାର ପରି ଆଶ୍ଚର୍ଯ୍ୟ କରିଦେଲା ଭଳି ଅଭି-ଯୋଗ ହୋଇଛି । ଏହି ଅଭିନେତ୍ରୀ ବହୁତ ଲୋକପ୍ରିୟ ଅଟନ୍ତି ଆଉ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଖରାପ ମେସେଜ କରୁଥିବାର ଅଭି-ଯୋଗ ମଧ୍ୟ କରିସାରିଛନ୍ତି । ଆସନ୍ତୁ ଜାଣିବା ସେହି ହିରୋଇନ କିଏ ଏବଂ ପୋ-ଲି-ସ କେମିତି ଆଉ କେଉଁଠି ତାଙ୍କୁ ଗି-ର-ଫ କଲା ।

ଇଏ ହେଉଛନ୍ତି ସେହି ହିରୋଇନ ଯିଏ ଗି-ର-ଫ ହୋଇଥିଲେ :-

ପକେଟମାର ପରି କେସ ରେ ଗି-ର-ଫ ହୋଇଥିବା ଅଭିନେତ୍ରୀ ହେଉଛନ୍ତି ରୁପା ଦତ୍ତ । ରୁପା ବଙ୍ଗଳା ଫିଲ୍ମର ଜଣାଶୁଣା ଅଭିନେତ୍ରୀ ଅଟନ୍ତି ଏବଂ ସେ ଅନେକ ଫିଲ୍ମ ଆଉ ସିରିଆଲ୍ ରେ ମଧ୍ୟ ନଜର ଆସି ସାରିଛନ୍ତି । ତାଙ୍କୁ ହିନ୍ଦୀ ସିନେମାରେ ମଧ୍ୟ କାମ କରିବାକୁ ସୁଯୋଗ ମିଳିସାରିଛି । ସେ ଜୟ ମା ବୈଷ୍ଣୋ ଦେବୀ ନାମକ ସିରିଏଲରେ ବୈଷ୍ଣୋ ଦେବୀଙ୍କ ମୁଖ୍ୟ ଚରିତ୍ରରେ ଅଭିନୟ କରି ସାରିଛନ୍ତି ।

ତାଙ୍କୁ କଲିକତା ପୋ-ଲି-ସ ଗି-ର-ଫ କରିଛି । ପୋ-ଲି-ସ କହିବା ଅନୁଯାୟୀ କଲିକତାରେ ଚାଲିଥିବା ଆନ୍ତର୍ଜାତିକ ପୁସ୍ତକ ମେଳାରୁ ତାଙ୍କୁ ଗି-ର-ଫ କରାଯାଇଥିଲା । ବାସ୍ତବରେ ସେଠାରେ ଜଣେ ମହିଳା ଡଷ୍ଟବିନରେ ପର୍ସ ପକାଉଥିଲେ । ହଠାତ୍ ଜଣେ ପୋ-ଲି-ସକର୍ମୀଙ୍କ ନଜର ସେହି ମହିଳାଙ୍କ ଉପରେ ପଡିଗଲା । ଏହା ପରେ ପୋ-ଲି-ସକର୍ମୀ ତାଙ୍କ ପାଖକୁ ଯାଇ ପର୍ସକୁ ଡଷ୍ଟବିନରେ ପକାଇବାର କାରଣ ପଚାରିଥିଲେ ତେବେ ସେ କୌଣସି ସଠିକ୍ ଉତ୍ତର ଦେଇପାରିନଥିଲେ।

ଥା-ନାରେ ପଚରାଉଚରାରେ ହେଲା ଖୁଲାସା :-

ଯେତେବେଳେ ପୋ-ଲି-ସ କର୍ମଚାରୀମାନଙ୍କୁ ସଠିକ୍ ଉତ୍ତର ମିଳିଲା ନାହିଁ,ତେବେ ସେମାନେ ସଙ୍ଗେ ସଙ୍ଗେ ମହିଳାଙ୍କୁ ପୋ-ଲି-ସ ଷ୍ଟେ-ସ-ନକୁ ନେଇ ଆସିଥିଲେ । ଏଠାରେ କଡା ପଚରାଉଚରା ବେଳେ ଜଣାପଡିଥିଲା ​​ଯେ ସେ ପକେଟମାର କରୁଥିବା ମହିଳା ଆଉ କେହି ନୁହେଁ ବରଂ ସେ ହେଉଛନ୍ତି ରୂପା ଦତ୍ତଙ୍କ । ପୋଲିସ ରୁପା ଦତ୍ତଙ୍କ ଠାରୁ ୭୫ ହଜାର ଟଙ୍କା ମଧ୍ୟ ପାଇଥିଲା, ଯାହା ସେ ନିଜେ ସ୍ୱୀକାର କରିଥିଲେ ଯେ ଏହି ଟଙ୍କା ପକେଟମାରର ଅଟେ ।

ପୋ-ଲି-ସଙ୍କୁ ରୂପାଙ୍କ ଯା-ଞ୍ଚ ସମୟରେ ଅନେକ ଟଙ୍କା ବ୍ୟାଗ ମଧ୍ୟ ମିଳିଥିଲା । ବର୍ତ୍ତମାନ ପୋ-ଲି-ସ ରୂପାଙ୍କୁ ପଚରାଉଚରା କରୁଛି କି ପ୍ରକୃତରେ ତାଙ୍କ ପାଖକୁ ଏତେ ସାରା ଟଙ୍କା କେଉଁଠୁ ଆସିଲା ।

ଏହାସହିତ ପକେଟମାର ଏହି କାମରେ ତାଙ୍କ ସହ ଆଉ କିଏ କିଏ ମିଶିକରି ଅଛନ୍ତି,ଏହାର ଯାଞ୍ଚ ମଧ୍ୟ କରାଯାଉଛି । ରୂପାଙ୍କ ଗି-ର-ଫ ହେବାର ଖବରରେ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି

ଅନୁରାଗ କଶ୍ୟପଙ୍କ ବିରୋ-ଧରେ କରିସାରିଛନ୍ତି ଅଭି-ଯୋଗ :-

ରୁପା ଦତ୍ତ ୨୦୨୦ମସିହାରେ ସେହି ସମୟରେ ହେଡଲାଇନ ରେ ଆସିଥିଲେ,ଯେତେବେଳେ ସେ ନିର୍ଦେଶକ ଅନୁରାଗ କଶ୍ୟପଙ୍କ ଉପରେ ଅଭି-ଯୋଗ ଲଗେଇଥିଲେ । ସେ ଅନୁରାଗଙ୍କ ଉପରେ ଖରାପ ମେସେଜ କରିଥିବାର ଅଭି-ଯୋଗ କରିଥିଲେ । ଏଥିସହିତ ତାଙ୍କୁ ଡ୍ର-ଗ୍ସ ସେବକ ବୋଲି ମଧ୍ୟ କହିଥିଲେ । ତେବେ ପରେ ଯେତେବେଳେ ଯା-ଞ୍ଚ ହେଲା ତ ଜଣାପଡିଲା କି ତାଙ୍କ ଫେସବୁକରେ ମେସେଜ ପଠାଉଥିବା ଲୋକ ଅନ୍ୟ କେଉଁ ଅନୁରାଗ ନାମକ ବ୍ୟକ୍ତି ଥିଲା ।

ବୈଷ୍ଣୋ ଦେବୀ ଚରିତ୍ରରେ ଅଭିନୟ କରିଥିବା ରୁପା ଦତ୍ତ ବହୁତ କମ୍ ବୟସରେ ହିଁ କାମ କରିବା ଆରମ୍ଭ କରିଦେଇଥିଲେ । ସେ ଅନେକ ଶୋ ରେ କାମ କରିଛନ୍ତି । ଏହା ବ୍ୟତୀତ ସେ ନିଜକୁ ସମାଜସେବୀ ବୋଲି ମଧ୍ୟ କୁହନ୍ତି । ତେବେ ଏତେ ପ୍ରସିଦ୍ଧ ହେବା ପରେ ମଧ୍ୟ ତାଙ୍କୁ ପକେଟମାର ପରି କାମ କାହିଁକି କରିବାକୁ ପଡିଲା,ଏହା ବର୍ତ୍ତମାନ ଯାଏଁ ଏକ ଭାବିବାର ବିଷୟ ହୋଇଅଛି ଯାହାର ଉତ୍ତର କେବଳ ତାଙ୍କ ପାଖରେ ହିଁ ଅଛି ।

Leave a Reply

Your email address will not be published. Required fields are marked *