ଯେତେବେଳେ ଟ୍ରେନ ଆଗରେ ଆସିକି ପଡିଲା ୧୦ ଦିନର ଛୁଆ,ଆଉ ଠିକ ସେତିକିବେଳେ ବଞ୍ଚାଇବାକୁ ଆସିଲା ଇଚ୍ଛଧାରୀ ନାଗୁଣୀ,ଆଉ ତା ପରେ …

ଦୁନିଆରେ ଏମିତି ଅନେକ ଘଟଣା ଅଛି ଯାହା ଶୁଣିଲେ ଆପଣ ମାନେ ଆସଚାଜ୍ୟା ହେଇଯିବେ। ଯାହା ଆପଣ ବେଳେ ବେଳେ ବିଶ୍ୱାସ ବି କରିପାରିବେ ନାହିଁ । କେହି ବି ଏମିତି କରି ପରେ ତାହା କଳ୍ପନା ର ବାହାରେ ହୋଇଥାଏ । ଗୋଟେ ମା ତା ଶିଶୁ ପାଇଁ ସବୁଠୁ ଅଧିକା ବ୍ୟାକୁଳ ହେଇଥାଏ। କିନ୍ତୁ ଏଠି ଏମିତି ଏକ ମା ଯିଏ ତା ଶିଶୁକୁ ମରଣ ମୁଁହକୁ ନିଜେ ଠେଲି ଦେଇଚି ତେବେ ଆସନ୍ତୁ ଜାଣିବା ସେମିତି ଏକ ଆଶ୍ଚର୍ଯ୍ୟକର ଘଟଣା।

ଏକ ସ୍ଥାନରେ ଜଣେ ମହିଳା ଏକ 7 ଦିନର ପିଲାକୁ ଟ୍ରେନ୍ ଲାଇନରେ ଏକ ଛାଡି ଦେଇ କୁଆଡେ ଚାଲି ଯାଇଥିଲେ। ହଠାତ୍ କିଛି ସମୟ ପରେ ସେହି ଟ୍ରେନ ଲାଇନ ଦେଇ ଏକ ଟ୍ରେନ ଆସିବାକୁ ଲାଗିଲା ସେହି ଛୁଆଟି ସେମିତି ହି ଟ୍ରେନ ଲାଇନରେ ସୋଇଥିଲା କେହି କୁଆଡେ ନଥିଲେ ହଠାତ୍ ଏକ ନାଗ ସାପ ସେହି ଛୁଆଟି ପାଖରେ ଆସି କୁଣ୍ଡଳୀ କରି ବସି ରହିଲା ଯେମିତି ସେହି ନାଗ ଦେବତା ଛୁଆଟିକୁ ବଞ୍ଚିବା ପାଇଁ ସେଠାରେ ପହଞ୍ଚିଥିଲେ ।

https://www.youtube.com/watch?v=sY2Q8Spdkio

ଏହା ଦେଖି ସେଠାରେ ଅନେକ ଲୋକଙ୍କର ଭିଡ଼ ଜମି ଯାଇଥିଲା ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଆଉ ଡୋରି ମଧ୍ୟ ଯାଇଥିଲେ କି ସେହି ନାଗ ସାପ କଲେ ସେହି ଛୋଟ ଶିଶୁଟିର କିଛି କରିଦେବ ସେ ହେଲେ ସେ ସାପଟି ଟ୍ରେନ ଯିବା ଯାଏ ସେହି ଶିଶୁ ପାଖରେ ଜଗିକି ବସିଥିଲା। ଆଉ ଟ୍ରେନ ଯିବା ପରେ ସେହି ସାପଟି ସେହି ସ୍ଥାନରୁ ହଠାତ୍ ଜଙ୍ଗଲ ମଧ୍ୟକୁ ପଳାଇ ଗୋଲା । ଆଉ ସେଠାରେ ଥିବା ଜଣେ ବ୍ୟକ୍ତି ଶିଶୁର କିଛି ହେବା ପୂର୍ବରୁ ସେଠାର କୋଳେଇ ଆଣିଥିଲେ।

Leave a Reply

Your email address will not be published. Required fields are marked *