ମହିଳା ମାନଙ୍କର ଟିକେ ଦୋଷ ଅଛି ,ବାବା ବାବା କହି ତେଲ ମାରୁଛନ୍ତି ..ମା’ଙ୍କୁ ନ ଜପି ..ବାବାଙ୍କୁ ଜପୁଚ୍ଛନ୍ତି : ରାଣୀ ପଣ୍ଡା

ମନୋରଞ୍ଜନ କାର୍ଯ୍ୟ କ୍ରମ କହିଲେ ସମସ୍ତ ଙ୍କ ମନରେ ଆନନ୍ଦ ର ଲହରୀ ଖେଳି ଥାଏ । ଛୋଟ ଠୁ ବଡ଼ ଯାଏ ମନୋରଞ୍ଜନ କାର୍ଯ୍ୟ କ୍ରମ ଦେଖିବା ପାଇଁ ସମସ୍ତେ ଇଚ୍ଛୁକ ଥାନ୍ତି । ଟିଭି ର ନାମ ଶୁଣିଲେ ସମସ୍ତେ ନିଜ ପସନ୍ଦର ସୀରିଏଲ୍ କଥା ଭାବେ ତୋ କିଏ ସିନେମା କଥା ତେବେ କିଏ ଯାତ୍ରା କଥା । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଓଲିଓଡ ରେ ଯେତିକି ଚର୍ଚ୍ଚା ଅଛି ସେତିକି ଯୋଲିଓଡ ଏ ମଧ୍ୟ । ଅଧିକାଂଶ ଲୋକେ ଯାତ୍ରା ଦେଖିବାକୁ ପସନ୍ଦ କରିଥାନ୍ତି । ନିଜ ହୃଦୟ ଛୁଆଁ ଅଭିନୟ ଦ୍ଵାରା କଳାକାର ମାନେ ବାନ୍ଧି ରଖିଥାନ୍ତି ଦର୍ଶକ ଙ୍କୁ ।

ତେବେ ଯାତ୍ରା ଜଗତରେ ବିଭିନ୍ନ କଳାକାର ଅଛନ୍ତି । ସେମାନଙ୍କ ମଧ୍ୟରୁ ରାନୀ ପଣ୍ଡା ହେଉଛନ୍ତି ଜଣେ କଳାକାର । ତାଙ୍କୁ କିଏ ବା ନ ଜାଣେ । କଳାକାର ପାଇଁ କେତେବେଳେ ଚର୍ଚ୍ଚା ରେ ଥାନ୍ତି ତ କେତେବେଳେ ବିବାଦୀୟ ମନ୍ତବ୍ୟ କୁ ନେଇ ଥାନ୍ତି । ପୁଣି ଅର୍ଦ୍ଧ ନ-ଗ୍ନ ହୋଇ ନୃତ୍ୟ ପରିବେଷଣ ପାଇଁ ହେଉ କି ଯାତ୍ରା ରେ ଦର୍ଶକଙ୍କ କାନ କାମୁଡିବା ପାଇଁ ହେଉ ସବୁବେଳେ ରାନୀ ପଣ୍ଡା ଚର୍ଚ୍ଚା ରେ ଥାନ୍ତି । ତେବେ ଆଜିର ବିଷୟ ବସ୍ତୁ ରାନୀ ପଣ୍ଡା ଙ୍କ ବିଷୟ ରେ ରହିଛି ।

ଆଜିକାଲି ଭ-ଣ୍ଡ ବାବା ଙ୍କ ପାଖକୁ ଯାଇ ନିଜ ଦୁଃଖ ପ୍ରକାଶ କରିଛନ୍ତି । କିଛି ଲୋକ ଅଧିକ ବିଶ୍ୱାସ କରି ବାବା ଙ୍କ ପାଖକୁ ଯାଇଥାନ୍ତି । ମାତ୍ର ଏହାର ଫାଇଦା ଉଠାଇ ଅନେକ କୁକ-ର୍ମ କରିଥାନ୍ତି । ତେବେ ସାଧାରଣ ଲୋକ ଙ୍କୁ ଭ-ୟଭୀ-ତ କରାଇ ଲୋକ ମାନଙ୍କୁ ଠ-କେଇ ଦେଇଥାନ୍ତି । ଲୋକ ଙ୍କ ପାଖରେ ଟଙ୍କା ନେବା ପ୍ରତିକାର କରିବା ବାହାନା ରେ ଅନେକ ପଇସା ଲୁଟି ଥାନ୍ତି । ଅନେକ ଜ୍ୟୋତିଷ ମନ୍ଦ ଉଦ୍ଧଶ୍ୟ ରେ ଯୁବତୀ ମାନଙ୍କ ସହିତ ଖରାପ ବ୍ୟବହାର କରିଥାନ୍ତି । ବର୍ତ୍ତମାନ ଏକ ଭ-ଣ୍ଡ ବାବା ଙ୍କ କାରନାମା ସାମ୍ନା କୁ ଆସିଛି ।

ଏହି ବିଷୟ ରେ ରାନୀ ପଣ୍ଡା ମିଡ଼ିଆ ରେ ନିଜର ବୟାନ ଦେଇଛନ୍ତି । ଆଜି କାଲି ର ବାବା ମାଇପ ମାନଙ୍କୁ ଦେଖିଲେ ବାବା ଙ୍କ ମୁଣ୍ଡ ଙ୍କ ଟିନ । ମହିଳା ମାନଙ୍କ ଙ୍କ ଗଲୁ ଦୋ-ଷ ରହୁଛି । ସେମାନେ ବାବା ବାବା କହି ତାଙ୍କ ପାଖରେ ତେଲ ମାଲିସ୍ କରୁଛନ୍ତି । ତୁମେ ମାନେ ସ୍ତ୍ରୀ ଲୋକ ଘରେ ରହିବ ଖାଇବ ପିଇବ ଘର କଥା ବୁଝିବ । ଘରେ ବସି ମାଆ ଙ୍କୁ ଜପୁନ । ମାଆ ଙ୍କୁ ଜପିବ ନାହି ବାବା ଙ୍କୁ ଜପିବ । ଯଦି ଏହି ଘଟଣା ରେ ସତ୍ୟତା ରହିଛି ତେବେ ଏହା ଉପରେ କଡା ପଦକ୍ଷେପ ନିଆ ଯାଉ ନଚେତ୍ ସଂସାର କଳୁ-ଷିତ ହୋଇ ଯିବ ବୋଲି ରାନୀ ପଣ୍ଡା ଏହି ସବୁ ମିଡ଼ିଆ ରେ କହିଛନ୍ତି ।

Leave a Reply

Your email address will not be published. Required fields are marked *