ଲୁଚି ଲୁଚି ଅଳିଆ ଗଦାରେ ଚାଲିଛି ରାସଲୀଳା, ଦେଖନ୍ତୁ ଭିଡିଓ

ବେଳେବେଳେ ଆମ ସାମ୍ନାକୁ ଏମିତି କିଛି ଘଟଣା ଆସେ ଯାହା ଆମକୁ ଆଶ୍ଚର୍ଯ୍ୟ କରିଥାଏ । ଯାହା ଆମେ କେବେ କଳ୍ପନା ବି କରି ପାରେନାହିଁ । ଏମିତି ଏକ ଘଟଣା ଆମ ସାମ୍ନାକୁ ଆସିଚି ଓ ସାରା ଓଡିଶାରେ ଏହି ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ପ୍ରତୀକ ମଣିଷ ମାନେ ସମସ୍ତେ କେବେ ନା କେବେ କାହାକୁ ପ୍ରେମ କରିଥିବେ ।

ଆଗ କାଳରେ ପ୍ରେମ କଣ ଲୋକ ମାନେ ଜାଣି ଭଲ ସେ ଜାଣି ନଥିଲେ ଲୋକମାନେ ପ୍ରଥମେ ବିବାହ ବନ୍ଧନରେ ବାନ୍ଧି ହେଉଥିଲେ ଆଉ ତା ପରେ ନିଜ ଜୀବନ ସାଥିକୁ ପ୍ରେମ କରୁଥିଲେ । ହେଲେ ବର୍ତ୍ତମାନ ଦୁନିଆ ବହୁତ ପ୍ରେମର ସଂଜ୍ଞା ବଦଳି ଯାଇଛି । ଛୋଟ ଛୋଟ ଛୁଆ ମାନେ ପ୍ରେମ କରୁଛନ୍ତି ଏଣିକି ସେମାନେ ସ୍କୁଲରେ ପଢନ୍ତୁ କି କଲେଜ ରେ । କଲେଜ ଓ ସ୍କୁଲ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ପ୍ରେମ ଏକ ସାଧାରଣ କଥା ହୋଇଯାଇଛି । ଏହାରି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ବହୁଳ ମାତ୍ରାରେ ଭାଇରାଲ ହେଉଛି । ଯାହା ଦେଖିଲେ ଆପଣ ବି ଆତ୍ସଯ୍ୟ ହେବେ ।

ଦୁଇଟି ପ୍ରେମିଯୁଗଳ ପ୍ରେମ ବିବାହ କରୁଥିବାର ନଜର ଆସିଥିଲେ । ଜଣେ ଗାଁର ଝିଅ ନିଜ ପ୍ରେମିକାକୁ ବିବାହ କରୁଛି ଏକ ମନ୍ଦିର ରେ ଏହି ଦୁଇଜଣ ପ୍ରେମି ଯୁଗଳ ଲୁଚି କି ବିବାହ କରିଛନ୍ତି ଓ ବିବାହର ଭିଡିଓ ନିଜ ମୋବାଇଲ ଫୋନରେ ରେକର୍ଡ ମଧ୍ୟ କରିଥିଲେ।

ଏହି ଯୁବକ ଓ ଯୁବତୀ ବହୁତ ସମୟ ହେବ ପରସ୍ପର ସହ ପ୍ରେମ କରୁଥିଲେ ହେଲେ ଘର ଲୋକ ଏମାନଙ୍କ ପ୍ରେମ ବିବାହରେ ରାଜି ହୋଇ ନ ଥିଲେ ।ଏହା ପରେ ଉଭୟ ଲୁଚି କରି ଏକ ମନ୍ଦିର ରେ ବିବାହ କରିଥିଲେ । ଯୁବକ ଜଣକ ନିଜ ପ୍ରେମିକ ମଥାରେ ସିନ୍ଦୁର ଲଗାଇବା ସହ ତାଙ୍କୁ ମଙ୍ଗଳସୂତ୍ର ପିନ୍ଧାଉ ଥିବାର ନଜର କରିଥିବାର ଦୃଶ୍ୟ ସାମ୍ନାକୁ ଆସିଥିଲା।

Leave a Reply

Your email address will not be published. Required fields are marked *