ଲୋଭିଲା ନଜରରେ କେକ୍ କୁ ଦେଖୁଥିବା ଏହି ପିଲା ଏବେ ଅଟନ୍ତି ବଲିଉଡର ବଡ଼ ହିରୋ, ସ୍ତ୍ରୀ ବି ଅଟନ୍ତି ବଡ଼ ହିରୋଇନ,ଜାଣି ପାରୁଛନ୍ତି କିଏ ?

ଆପଣଙ୍କୁ ଫିଲ୍ମ ଦେଖିବାକୁ ମଜା ଲାଗେ ତେବେ ଆପଣ ଆପଣଙ୍କ ମନ ପସନ୍ଦର ତାରକାମାନଙ୍କୁ ମଧ୍ୟ ନିଶ୍ଚନ୍ତ ଭାବରେ ଚିହ୍ନିଥିବେ । ତେବେ ଫିଲ୍ମଗୁଡିକରେ ତାଙ୍କୁ ଚିହ୍ନିନେବା କୌଣସି ବଡ଼ କଥା ତ ନୁହେଁ । ମଜା ତ ସେତେବେଳେ ଅଛି ଯେତେବେଳେ ଆପଣ ତାଙ୍କୁ ତାଙ୍କ ପିଲାଦିନର ଫୋଟୋରୁ ଚିହ୍ନିପାରିବେ । ସେତେବେଳେ ହିଁ ଆପଣଙ୍କୁ ପ୍ରକୃତ ଅର୍ଥରେ ଫିଲ୍ମ ପ୍ରେମୀ ବୋଲି କୁହାଯିବ ।

ଏହି କାରଣରୁ ଆମେ ଆପଣଙ୍କ ପାଇଁ ଏକ ଚ୍ୟାଲେଞ୍ଜ ନେଇକି ଆସିଛୁ । ଏହି ଫୋଟୋରେ ଦେଖାଯାଉଥିବା ପିଲାକୁ କଣ ଆପଣ ଚିହ୍ନିପାରୁଛନ୍ତି ? ଯେଉଁ ପିଲା କେକ୍ କୁ ଲୋଭଭରା ଆଖିରେ ଚାହିଁରହିଛି । ତାଙ୍କ ପାଖରେ ତାଙ୍କ ଦିଦି ମଧ୍ୟ ଛିଡା ହୋଇଛନ୍ତି ଯିଏ ହସୁଛନ୍ତି । ସେ ହେଉଛନ୍ତି ବଲିଉଡର ବହୁତ ବଡ଼ ହିରୋ ଆଉ ତାଙ୍କ ନାଁ ତ ଆପଣଙ୍କ ମୁହଁରେ ମୁଖସ୍ତ ଥିବ । ଯଦି ଆପଣ ଚିହ୍ନିପାରୁନାହାନ୍ତି ତେବେ ଆମେ କହିଦେଉଛୁ ।

ଇଏ ହେଉଛନ୍ତି ସେହି ହିରୋ

ଲୋଭଭରା ଆଖିରେ ଚାହିଁରହିଥିବା ଏହି ପିଲା ଅନ୍ୟ କେହି ନୁହେଁ ବରଂ ସେ ହେଉଛନ୍ତି ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଣବୀର ସିଂହ । ଆଜ୍ଞା ହଁ ରଣବୀର ସିଂହଙ୍କ ଏହା ହେଉଛି ପିଲାଦିନର ଫୋଟୋ ଯାହାକୁ ତାଙ୍କ ବଡ଼ ଭଉଣୀ ତାଙ୍କ ଜନ୍ମଦିନରେ ପୋଷ୍ଟ କରିଥିଲେ । ଏହି ଫୋଟୋରେ ସେ ବହୁତ କ୍ୟୁଟ୍ ଦେଖାଯାଉଛନ୍ତି ଆଉ କେକ୍ ଖାଇବା ପାଇଁ ଆଗ୍ରହୀ ଦେଖାଯାଉଛନ୍ତି ।

ରଣବୀର ସିଂହ ଫିଲ୍ମ ଦୁନିଆର ଏକ ବୃଦ୍ଧିପାଉଥିବା ନାଁ ଅଟେ । ସେ ନିଜ କଠିନ ପରିଶ୍ରମର ବଳରେ ସେହି ପଦବୀ ହାସଲ୍ କରିସାରିଛନ୍ତି ଯାହାପରେ ଲୋକେ ତାଙ୍କର ଉଦାହରଣ ଦେବା ଆରମ୍ଭ କରିଛନ୍ତି । ସେ କିଛି ସମୟରେ ହିଁ ଫିଲ୍ମ ଦୁନିଆରେ ତାଙ୍କ ସ୍ଥାନ ବନେଇ ଥିଲେ । ଯଦିଓ ଏହା ପରେ ତାଙ୍କୁ ବହୁତ ପରିଶ୍ରମ ମଧ୍ୟ କରିବାକୁ ପଡିଥିଲା କିନ୍ତୁ ସେ ସଫଳତା ମଧ୍ୟ ପାଇଲେ ।

ଦୀପିକା ପାଦୁକୋନଙ୍କୁ କରିଛନ୍ତି ବିବାହ

ରଣବୀର ସିଂହ ବିବାହିତ ଅଟନ୍ତି ଏବଂ ସେ ଦୀପିକା ପାଦୁକୋନଙ୍କୁ ବିବାହ କରିଛନ୍ତି । ଦୀପିକା ମଧ୍ୟ ବଲିଉଡର ଟପ୍ ହିରୋଇନମାନଙ୍କ ମଧ୍ୟରେ ଗଣାଯାଆନ୍ତି । ଦୁହେଁ ଦୁହିଁଙ୍କୁ ଆଗରୁ ହିଁ ଜାଣିଥିଲେ ଆଉ ଡେଟ୍ କରୁଥିଲେ । ଦୀପିକାଙ୍କର ଅନେକ ବ୍ରେ-କ୍ଅ-ପ ହୋଇସାରିଥିଲା ଆଉ ସେ ପ୍ରେମରେ ଧୋ-କା ମଧ୍ୟ ଖାଇସାରିଥିଲେ । ଯଦିଓ ରଣବୀର ସିଂହ ତାଙ୍କ ଭରଷା ଜିତିବାରେ ସଫଳ ହୋଇଥିଲେ ଆଉ ସେ ଦୀପିକାଙ୍କ ଜୀବନସାଥୀ ବନିଗଲେ ।

ଦୁହେଁ ୨୦୧୮ମସିହାରେ ପରସ୍ପରକୁ ବିବାହ କରିଥିଲେ । ଏହା ପରଠାରୁ ଦୁହେଁ ସାଥିରେ ଅଛନ୍ତି । ଦୁହେଁ ଫିଲ୍ମରେ ମଧ୍ୟ ଏକା ସାଥିରେ ନଜର ଆସିସାରିଛନ୍ତି । ତାଙ୍କ ଯୋଡିକୁ ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରିଥିଲେ । ଖାସକରି ବାଜିରାଓ ମସ୍ତାନୀ ଫିଲ୍ମରେ ଦୁହିଁଙ୍କ କାର୍ଯ୍ୟକୁ ବହୁତ ପ୍ରଶଂସା କରାଯାଇଥିଲା । ଦୁହେଁ ପ୍ରାୟତଃ ସୋସିଆଲ୍ ମିଡିଆରେ ମଧ୍ୟ ପୋଷ୍ଟ କରନ୍ତି ।

ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ରଣଭୀର ସିଂହ

ରଣବୀର ସିଂହଙ୍କ ପିଲାଦିନ କଥା କହିଲେ ସେ ମୁମ୍ବାଇରେ ହିଁ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଜୁଲାଇ ୬,୧୯୮୫ ରେ ହୋଇଥିଲା । ରଣବୀର ଆରମ୍ଭରୁ ହିଁ ହିରୋ ହେବାର ସ୍ୱପ୍ନ ଦେଖୁଥିଲେ କିନ୍ତୁ ପରେ ତାଙ୍କୁ ଲାଗିବାକୁ ଲାଗିଲା କି ଅଭିନୟ କରିବା ତାଙ୍କ ହାତର କଥା ନୁହେଁ । ତେବେ ପରେ ସେ ବିଦେଶ ରେ ପଠାପଢିବା ସମୟରେ ଆଉ ଥରେ ପୁଣି ସେ ଅଭିନୟ ଆଡ଼କୁ ମୁହାଁଇଲେ ।

ବ୍ୟାଣ୍ଡ ବାଜା ବାରାତ୍ ଫିଲ୍ମରୁ ତାଙ୍କ କ୍ୟାରିଅରକୁ ଉଡାନ ମିଳିଥିଲା । ଏହା ପରଠାରୁ ସେ ଆଉ ପଛକୁ ବୁଲି ଚାହିଁନଥିଲେ  ରାସ-ଲୀଳା,ବାଜିରାଓ ମସ୍ତାନୀ ରୁ ନେଇକରି ଫିଲ୍ମ ୮୩ଯାଏଁ ତାଙ୍କ କ୍ୟାରିଅରର ଅତୁଳନୀୟ ଫିଲ୍ମ ଅଟେ । ରଣବୀରଙ୍କ ପାଖରେ ବର୍ତ୍ତମାନ ଅନେକ ବଡ଼ ବଜେଟ୍ ର ଫିଲ୍ମ ରହିଛି ଆଉ ସେ ଖୁବ ଶୀଘ୍ର ଦର୍ଶକମାନଙ୍କ ମନୋରଞ୍ଜନ କରିବାକୁ ନଜର ଆସିବେ ।

Leave a Reply

Your email address will not be published. Required fields are marked *